-
ପ୍ରାକୃତିକ ଶୋଭା ବଡ଼ ମନ ଲୋଭା ଧନ୍ୟ ଏ ମାଟି ଢେଙ୍କାନାଳ
ଢେଙ୍କାନାଳ-ଆଡ଼ଭୋକେଟ-ପ୍ରକାଶଚନ୍ଦ୍ରରାଉତ ——ପ୍ରାକୃତିକ ଶୋଭା ବଡ଼ ମନଲୋଭାଧନ୍ୟ ଏ ମୋ ମାଟି ଢେଙ୍କାନାଳପାହାଡ଼ ଝରଣା କୋଟିମନ ଜିଣାପୁଣ୍ୟପୀଠେ ପୂର୍ଣ୍ଣ ମାତା କୋଳ ||୧|| କପିଳାସ ନାଗନାଥ ତପୋବନମହିମା ଗାଦିର ଉପାଖ୍ୟାନଇତିହାସ ବକ୍ଷେ ସୁସଜ୍ଜିତେ ଲେଖା ସପ୍ତଶଯ୍ୟା, ବଳରାମ ଧାମ ||୨|| ବ୍ରାହ୍ମଣୀ କୂଳରେ ରାମଚଣ୍ଡୀ ବିଜେପଶ୍ଚିମେଶ୍ୱର ଯେ ଛଦେଶରେପୁରାତନ କୀର୍ତ୍ତି କାରୁକାର୍ଯ୍ୟ ଭର୍ତ୍ତିସମ୍ଭବିଛି ମାଆ ନିର୍ଦ୍ଦେଶରେ ||୩|| ଦତ୍ତାତ୍ରେୟ କ୍ଷେତ୍ର, ଶରଣ ଶ୍ରୀକ୍ଷେତ୍ରଗଡ଼ ଖଙ୍କିରାର ପରିବେଶମନୋମୁଗ୍ଧକର ଭକ୍ତି ଭାବ ମୟନାଶେ ଷଡ ରିପୁ ଦୁଃଖ କ୍ଳେଶ ||୪|| ଭାଗ୍ୟେ…
-
୧୫ ଦିନ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି, ସପୋର୍ଟ ଷ୍ଟାଫ ନିଯୁକ୍ତି ଓ ବିଭିନ୍ନ ଯନ୍ତ୍ରାଂଶ ପାଇଁ ଅପରେଟର ନିଯୁକ୍ତି ଦାବି, ନଚେତ ଆମ୍ ଆଦମୀ ପାର୍ଟି କରିବ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ, ମୁଖ୍ୟମନ୍ତ୍ରୀଙ୍କୁ ୯ ଦଫା ଦାବିପତ୍ର ଢେଙ୍କାନାଳ: ଜିଲ୍ଲା ଚିକିତ୍ସାଳୟରେ ଆବଶ୍ୟକ ମୁତାବକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି, ଅଲଟ୍ରା ସାଉଣ୍ଡ ମେସିନ ଟେକନିସିଆନ, ବିଭିନ୍ନ ଯନ୍ତ୍ରାଂଶ ପାଇଁ ଅପରେଟର ନିଯୁକ୍ତି ଆସନ୍ତା ୧୫ ଦିନ ମଧ୍ୟରେ କରlନଗଲେ ଆମ୍ ଆଦମୀ ପାର୍ଟି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ କରିବ ବୋଲି ଚେତାବନୀ ଦେଇଛି l ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହାର ନକଲ ସ୍ୱାସ୍ଥ୍ୟ ମନ୍ତ୍ରୀ, ମନ୍ତ୍ରଣାଳୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି l ସୂଚନା ଅନୁସାରେ ଜିଲ୍ଲାରେ ସମୁଦାୟ ଅନୁମୋଦିତ ଡାକ୍ତର ପଦବୀ ସଂଖ୍ୟା ୪୪୦ ରୁ ମାତ୍ର ୧୨୬ ଜଣ ଡାକ୍ତର ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି l ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁମୋଦିତ ଡାକ୍ତର ସଂଖ୍ୟା ୧୧୭ ରୁ ମାତ୍ର ୨୫ ଜଣ କାର୍ଯ୍ୟରତ l ଏହାର ସମାଧାନ ନିମନ୍ତେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ଦାବିପତ୍ର ଗତ ମାସ ୨୫ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା l ପୂର୍ବ ଦାବି ମଧ୍ୟରୁ କେବଳ ରୋଗୀଙ୍କୁ ଖାଦ୍ୟ ଏବଂ ସଫେଇ କାର୍ଯ୍ୟ ପୂରଣ କରାଯାଇଛି l ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ନିଯୁକ୍ତି ସରକାର କରିବେ ବୋଲି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି l ଅନୁଗୁଳ ଜିଲ୍ଲାରେ ଏମ ଆର ଆଇ ମେସିନ ଲାଗିଛି l ହେଲେ ଢେଙ୍କାନାଳ ଜିଲ୍ଲାରେ ଲାଗିପାରିଲା ନାହିଁ l ଦୀର୍ଘ ଦିନ ହେଲା ଜିଲ୍ଲାରେ ଡାକ୍ତର ମରୁଡି ଦେଖାଦେଇଛି l ସେହିପରି ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖତ ଖାଉଛି l ଚଳାଇବାକୁ ଷ୍ଟାଫ ନାହାନ୍ତି l ଜଣେ ଷ୍ଟାଫ ଏକାଧିକ କାର୍ଯ୍ୟ କରୁଥିବାରୁ ସେମାନେ ରୋଗୀଙ୍କ ଉପରେ ଦାଉ ଶୁଝାଉଛନ୍ତି l ରକ୍ତ ନମୁନା ନେଇ ଘରୋଇ ସଂସ୍ଥା ଏବଂ ଘରୋଇ କ୍ଲିନିକରେ ରାଜସ୍ବ ଖର୍ଚ୍ଚ କରାଯାଇ ପରୀକ୍ଷା କରାଯାଉଛି l ଆଇସିୟୁର ଯନ୍ତ୍ରପାତି ଖତ ହେଉଛି। ଗୁରୁତର ଆହତ ରୋଗୀର ଚିକିତ୍ସା ପାଇଁ ବ୍ୟବସ୍ଥା ନାହିଁ। ହସ୍ପିଟାଲର ରୋଗୀଙ୍କ ପାଇଁ ପ୍ରତ୍ୟେକ ୱାର୍ଡରେ ଷ୍ଟାବିଲlଇଜର ସହିତ ଏସି ମେସିନ ଓ ଫ୍ୟାନ ଲାଗିଥିଲା l ସେଥରୁ ଅନେକ ଅଚଳ ହୋଇପଡିଛି l ଆମ୍ ଆଦମୀ ପାର୍ଟିର ୯ ଦଫା ଦାବିରେ: ଆବଶ୍ୟକ ମୁତାବକ ଡାକ୍ତର ଓ ଷ୍ଟାଫ ନର୍ସ ନିଯୁକ୍ତି, ଅଲଟ୍ରା ସାଉଣ୍ଡ ମେସିନ ପାଇଁ ଅପରେଟର ନିଯୁକ୍ତି, ମୁଖ୍ୟ ଚିକିତ୍ସାଳୟରେ MRI ଯନ୍ତ୍ରର ବ୍ୟବସ୍ଥା, ନିଦାନ ସରଞ୍ଜାମ ଚଳାଇବା ପାଇଁ ଆବଶ୍ୟକ ମୁତାବକ କର୍ମଚାରୀ ନିଯୁକ୍ତି, ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି କରିବା ଏବଂ ଆଉଟସୋରସିଂ ବ୍ୟବସ୍ଥା ବନ୍ଦ କରିବା, ସିଟି ହସ୍ପିଟାଲରେ ଆଉ ଜଣେ ଡାକ୍ତର ସହିତ ଅନ୍ୟ କର୍ମଚାରୀ ନିଯୁକ୍ତି ଦେବା ଓ ମୁଖ୍ୟ ଚିକିତ୍ସାଳୟ ଭିତରେ କିଡ଼ନୀ, ହୃତପିଣ୍ଡ, କର୍କଟ, ଲିଭର ରୋଗୀ ମାନଙ୍କୁ ସୁଲଭ ମୂଲ୍ୟରେ ଔଷଧ ପ୍ରଦାନ କରିବା ପ୍ରମୁଖ l ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ଢେଙ୍କାନାଳ ସାଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ କୁମାର ଦାସ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ସଭାପତି ସରୋଜ ଧଳ, ଉପସଭାପତି ଶତ୍ରୁଘ୍ନ ଭୂୟାଁ, ବ୍ଲକ ସଭାପତି ବିଭୂରଞ୍ଜନ ସାହୁ, ପ୍ରସନ୍ନ ବରାଳ, ଭୀଷ୍ମଦେବ ବେହେରା ପ୍ରମୁଖ ଉପସ୍ଥିତି ଥିଲେ l
ଜିଲ୍ଲା ଚିକିତ୍ସାଳୟରେ ଆବଶ୍ୟକ ମୁତାବକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି, ଅଲଟ୍ରା ସାଉଣ୍ଡ ମେସିନ ଟେକନିସିଆନ, ବିଭିନ୍ନ ଯନ୍ତ୍ରାଂଶ ପାଇଁ ଅପରେଟର ନିଯୁକ୍ତି ଆସନ୍ତା ୧୫ ଦିନ ମଧ୍ୟରେ କରlନଗଲେ ଆମ୍ ଆଦମୀ ପାର୍ଟି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ କରିବ ବୋଲି ଚେତାବନୀ ଦେଇଛି l ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହାର ନକଲ ସ୍ୱାସ୍ଥ୍ୟ ମନ୍ତ୍ରୀ, ମନ୍ତ୍ରଣାଳୟ…
-
ଆସନ୍ତା ପନ୍ଦର ଦିନ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଷ୍ଟାପ ନିଯୁକ୍ତି ଦାବି ନେଇ ଅର୍ନିଦିଷ୍ଟ କାଳ ପାଇଁ ଧର୍ମଘଟ ୯ ଦଫାଦାବିପତ୍ର
୧୫ ଦିନ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି, ସପୋର୍ଟ ଷ୍ଟାଫ ନିଯୁକ୍ତି ଓ ବିଭିନ୍ନ ଯନ୍ତ୍ରାଂଶ ପାଇଁ ଅପରେଟର ନିଯୁକ୍ତି ଦାବି, ନଚେତ ଆମ୍ ଆଦମୀ ପାର୍ଟି କରିବ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ, ମୁଖ୍ୟମନ୍ତ୍ରୀଙ୍କୁ ୯ ଦଫା ଦାବିପତ୍ର ଢେଙ୍କାନାଳ: ଜିଲ୍ଲା ଚିକିତ୍ସାଳୟରେ ଆବଶ୍ୟକ ମୁତାବକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି, ଅଲଟ୍ରା ସାଉଣ୍ଡ ମେସିନ ଟେକନିସିଆନ, ବିଭିନ୍ନ ଯନ୍ତ୍ରାଂଶ ପାଇଁ ଅପରେଟର ନିଯୁକ୍ତି ଆସନ୍ତା ୧୫ ଦିନ ମଧ୍ୟରେ କରlନଗଲେ ଆମ୍…
-
ନେତା ବି ଜଙ୍ଗଲ ନଷ୍ଟ କରିବା ରାକେଟ ରେ ଜଡିତ
ଜଙ୍ଗଲ ନଷ୍ଟ କରିବା ରାକେଟରେ ଜଡ଼ିତ ଅଛନ୍ତି ଢେଙ୍କାନାଳର ବଡ ପାୱାର ଫୁଲ ନେତା – ଢେଙ୍କାନାଳ ଜିଲ୍ଲାରେ ଭୟରେ ଥର ହର ହୋଇ ବନ ବନବିଭାଗ ରେଞ୍ଜ ଅଧିକାରୀ ଓ ଜିଲ୍ଲା ଅଧିକାରୀ ବଡ ନେତାଙ୍କ ସହ ଭିତିରି ବୁଝା ବଣlରେ ଚାଲି ଥିଲା ମୂଲ୍ୟ ଗଛ କଟା ଏକ ବିଶେଷ ସୂତ୍ରରୁ ସୂଚନା ହସ୍ତଗତ*, *ଜଙ୍ଗଲ ଦସ୍ୟୁ ବିରାପାନ ସାଜି ଛନ୍ତି ଖୋଦ୍ ବନବିଭାଗ ଅଧିକାରୀ ଚର୍ଚ୍ଚା ଓ ବଡ ପାୱାର ଫୁଲ ନେତା…
-
ଫୋନରେ ମା ସହ କଥା ହେଉଥିବା ସମୟରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କଲେ BSF
ମାଆକୁ ମୋବାଇଲରେ ମେସେଜ ପଠାଇଲେ, ପରେ ଫୋନରେ ମାଆ ସହ କଥା ହେଉଥିବା ସମୟରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କଲେ BSF ଯବାନ l ମୃତ ଯବାନ ଜଣକ କାମାକ୍ଷାନଗର ଥାନା ମାଳପୁରା ଗାଁର ସୁରେଶ ବିଶ୍ୱାଳ l ସୂଚନା ଅନୁସାରେ ସୁରେଶ ଆଜିକୁ ପନ୍ଦର ବର୍ଷ ହେବ BSFରେ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ । ଏବେ ସେ ଜାମ୍ମୁ କାଶ୍ମୀରଠାରେ କାର୍ଯ୍ୟ କରୁଥିଲେ l ୯ ଦିନ ତଳେ ସେ…
-
ଢେଙ୍କାନାଳ ଆମ ଆଦମୀ ପାର୍ଟି ପାଳନ କଲା ଅଗଷ୍ଟ କ୍ରାନ୍ତି ଦିବସ
ଆମ୍ ଆଦମୀ ପାର୍ଟି ପାଳନ କଲା ଅଗଷ୍ଟ କ୍ରାନ୍ତି ଦିବସ ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ପକ୍ଷରୁ ୮୨ ତମ ଅଗଷ୍ଟ କ୍ରାନ୍ତି ଦିବସ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଦର କାର୍ଯ୍ୟାଳୟ ଠାରେ ପାଳନ ହୋଇଯାଇଛି l ମହାତ୍ମା ଗାନ୍ଧୀ ଓ ଶହୀଦ ଭଗତ ସିଂ ଙ୍କ ଫଟୋରେ ମାଲ୍ୟାର୍ପଣ କରି କ୍ରାନ୍ତିକାରୀ ମାନଙ୍କର ସ୍ମୃତି ଚାରଣ କରିଥିଲେ l ଦଳର ସମସ୍ତ ବ୍ଲକ ଗୁଡ଼ିକରୁ କ୍ରାନ୍ତିକାରୀ ସଦସ୍ୟ ମାନେ ଯୋଗଦେଇଥିଲେ…
-
ନବ ନିର୍ମାଣ କୃଷକ ସଙ୍ଘଠନ ର ସଭାପତି ପ୍ରହ୍ଲାଦ ସାହୁ ଜନ ଶୁଣାଣି ଶିବିରରେ ଜିଲ୍ଲା ପାଳଙ୍କ ଦ୍ୱାରସ୍ତ
ନବ ନିର୍ମାଣ କୃଷକ ସଙ୍ଘଠନ ଧାନ ବିକ୍ରି ନେଇ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ଢେଙ୍କାନାଳ ଧାନ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ନୂଆ ନିୟମକୁ ନେଇ ଢେଙ୍କାନାଳ ନବନିର୍ମାଣ କୃଷକ ସଂଗଠନ ସଭାପତି ପ୍ରହଲ୍ଲାଦ ସାହୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜନଶୁଣାଣିରେଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ୍ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ନୂଆ ନିୟମଅନୁଯାୟୀ ଯାହା ନାମରେ ଜମି ଅଛି ସେ କେବଳ ବିକ୍ରି କରିପାରିବେ…
-
ଢେଙ୍କାନାଳ ରେ ଜୁଆ ଖେଳ ପାଇଁ ବହୁ ପରିବାର ସର୍ବଶାନ୍ତ
ଜୁଆ ଖେଳ ପାଇଁ ବହୁ ପରିବାର ସର୍ବସ୍ୱାନ୍ତ । ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ : କଙ୍କଡ଼ାହାଡ଼ ଓ ବାଟଗାଁ ସାପ୍ତାହିକ ହାଟରେ ପ୍ରତ୍ୟେକ ଦିନ ଦିନ ଜୁଆ ଖେଳ ହେଉଥିବାରୁ ସଂପୃକ୍ତ ଅଞ୍ଚଳ ତଥା ଆଖପାଖ ଗ୍ରାମର ବହୁ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଥିବାର ଅଭିଯୋଗ ହୋଇଛି l କଙ୍କଡ଼ାହାଡ଼ର ସାପ୍ତାହିକ ଶୁକ୍ରବାର ହାଟରେ ପ୍ରତ୍ୟେକ ପାଳିରେ ଜୁଆ ଖେଳ ହେଉଥିବା ବେଳେ ଏଠାକୁ କଙ୍କଡାହାଡ଼ ତଥା ଆଖପାଖ ଗ୍ରାମରୁ ବହୁ ଆଦିବାସୀ ଯୁଆଡ଼ି…
-
ଢେଙ୍କାନାଳ ର ବିଜେଡି ଓ ବଜରଙ୍ଗୀ କର୍ମୀ ଙ୍କ ଜଗନ୍ନାଥ ଙ୍କୁ ଚିଠି :ତମେ ଦେଖୁଛ ତ ମହାବାହୁ
ତମେ ଦେଖୁଛ ତ୍ ମହାବାହୁ ? କୁହାଯାଏ ଚକାଆଖି ସବୁ ଦେଖୁଛି। ନା ଆଖି ବୁଜିଦେଇ ଯାତ୍ରା ନିଦ୍ରାରେ ଶୋଇଛ। ତମେ ରାଗିଛ କି ? କାହା ଉପରେ ରାଗିଛ ? ଯାହା ଯାହା ସବୁ ଘଟୁଛି ତମେ କଣ ଅନୁଭବ କରୁନ ପୁରୀକୁ ଆସିବାକୁ ଲୋକ ଭୟ କରିବେ ବୋଲି। ତମକୁ ଦେଖିବାକୁ ଆସି ପ୍ରାଣ ଦେଉଛି ତମ ଭକ୍ତ। କେତେ ଆଉ ତା ଭକ୍ତିର ପରୀକ୍ଷା ନେବ। ଭେଣ୍ଡିଆ ପୁଅ ତା ମା କୁ…
-
ଗୁଜୁରାଟ ଓ ପଞ୍ଜାବ ଉପନିର୍ବାଚନ ସଫଳତା କୁ ନେଇ ଢେଙ୍କାନାଳ ରେ ଚର୍ଚ୍ଚା
*ଗୁଜୁରାଟ ଓ ପଞ୍ଜାବ ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବଡ଼ ସଫଳତା, ସାଧାରଣ ଲୋକମାନେ କାମର ରାଜନୀତିକୁ ଭୋଟ ମଦେଇଛନ୍ତି* ଢେଙ୍କାନାଳ : ଗୁଜୁରାଟ ଓ ପଞ୍ଜାବ ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ବଡ଼ ସଫଳତା ମିଳିଛି l ସାଧାରଣ ଭୋଟର ମାନେ କାମର ରାଜନୀତିକୁ ଭୋଟଦେଇ ଜିତାଇଛନ୍ତି l ବିଶେଷ କରି ଗତ ତିରିଶ ବର୍ଷ ହେଲା ଗୁଜୁରାଟରେ ଭାରତୀୟ ଜନତା ପାର୍ଟି ଶାସନ କରି ଲୋକମାନଙ୍କୁ ମଡେଲ ଦେଖାଉଥିଲା l ମାତ୍ର ଦଶ ବର୍ଷ…