-
ଆଜି ମାନିଲୁ, ୨୬ କୁ ଅପେକ୍ଷା କଲେ ଡ୍ରାଇଭର,ଫୁଣି ଗଡ଼ିଲା ବସ
ଆଜି ମାନିଲୁ, ୨୬କୁ ଅପେକ୍ଷା କଲୁ; ୩୧ ଯାଏଁ ଗଡ଼ିବ ବସ୍ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସ୍ଥଗିତ ରହିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏ ନେଇ ଜିଲ୍ଲା ସଂଘଗୁଡ଼ିକ ସହ ଆଲୋଚନା ପରେ…
-
ଅlତିଣ୍ଡା ଗ୍ରାମର ଦେହୁରୀ ସାହିର ୨ ଜଣ ବାଇକ ଚାଳକ ଗୁରୁତର ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ବଡ ମେଡିକାଲ କୁ ସ୍ଥାନାନ୍ତର
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଅlତିଣ୍ଡା ଗ୍ରାମର ୨ ଜଣ ବ୍ୟକ୍ତି ବାଇକ ଯୋଗେ ଷଡ଼ଙ୍ଗୀ ଯାଉଥିବା ବାଟରେ ପିଟିହୋଇ ଦୁଇଜଣ ଗୁରୁତର ହୋଇଥିବା ସ୍ଵଚନା ତାଙ୍କୁ ବଡ଼ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି,
-
ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ବରିଷ୍ଠ ବିଜେପି ନେତା ରଘୁବର ଦାସ। ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରଘୁବର। ସେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ।
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେଲେ ଓଡ଼ିଶାର ରାଜ୍ୟପାଳ ।ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ବରିଷ୍ଠ ବିଜେପି ନେତା ରଘୁବର ଦାସ। ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରଘୁବର। ସେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ।
-
ଗଁଦିଆ ସହ ସରକାରୀ ଉପ୍ରା ବିଦ୍ୟାଳୟ ବିଦ୍ୟାଧରପୁର ର ସପ୍ତମ ଶ୍ରେଣୀ ର ଛାତ୍ର ସୂର୍ଯ୍ୟପ୍ରକାଶ ସାହୁ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା ୨୦୨୩ ରେ ମିଲେଟ୍ସ କଇଜ଼ ରେ ୩ୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ଓ ଗନ୍ଦିଆ ବ୍ଲକ ପାଇଁ ଗୌରବ ଅର୍ଜନ କରିଅଛନ୍ତି ତାଙ୍କୁ ଅନେକ ଅନେକ ଅଭିନନ୍ଦନ…. 💐💐💐💐
(ରିପୋର୍ଟ -ମଦନ ବେହେରା )ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ବିଧାରପୁର ଗ୍ରାମ ର ବେନୁ ସାହୁ ଏବଂ ସୁଭଦ୍ରା ସାହୁ ଙ୍କ ସୁନା ଝିଅ ତଥା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବିଦ୍ୟାଧରପୁର ନବମ ଶ୍ରେଣୀ ର ଛାତ୍ରୀ ବୈଶାଳିପ୍ରିୟଦର୍ଶିନୀ ସାହୁ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା -୨୦୨୩ ରେ ମିଲେଟ୍ସ ବକ୍ତୃତା ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଶିଶୁ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା -୨୦୨୩ କୁ ସଫଳତା…
-
ଢେଙ୍କାନାଳ ଏଥି ସହ ସରକାରୀ ଉପ୍ରା ବିଦ୍ୟାଳୟ ବିଦ୍ୟାଧରପୁର ର ସପ୍ତମ ଶ୍ରେଣୀ ର ଛାତ୍ର ସୂର୍ଯ୍ୟପ୍ରକାଶ ସାହୁ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା ୨୦୨୩ ରେ ମିଲେଟ୍ସ କଇଜ଼ ରେ ୩ୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ଓ ଗନ୍ଦିଆ ବ୍ଲକ ପାଇଁ ଗୌରବ ଅର୍ଜନ କରିଅଛନ୍ତି ତାଙ୍କୁ ଅନେକ ଅନେକ ଅଭିନନ୍ଦନ…. 💐💐💐💐
ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ବିଧାରପୁର ଗ୍ରାମ ର ବେନୁ ସାହୁ ଏବଂ ସୁଭଦ୍ରା ସାହୁ ଙ୍କ ସୁନା ଝିଅ ତଥା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବିଦ୍ୟାଧରପୁର ନବମ ଶ୍ରେଣୀ ର ଛାତ୍ରୀ ବୈଶାଳିପ୍ରିୟଦର୍ଶିନୀ ସାହୁ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା -୨୦୨୩ ରେ ମିଲେଟ୍ସ ବକ୍ତୃତା ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଶିଶୁ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା -୨୦୨୩ କୁ ସଫଳତା ର ସହ ଚୟନ…
-
ମୋହ ମାୟା ସଂସାର ରେ ଫୁଣି ଜନ୍ମ (ମୋହ )
(ମୋହ)(ଲେଖକ- ପ୍ରକାଶଚନ୍ଦ୍ର ରାଉତ )——–ମାଟି କୁ ମାଗିଲି ମଗ୍ନତାଆକାଶକୁ ଉଚ୍ଚତାସମୁଦ୍ରକୁ ସ୍ଥିରତାଆଉ ଜହ୍ନକୁ ମାଗିଲି ଧାରେ ଶୀତଳତାସବୁକିଛି ମିଳିଗଲା ପରେମୁଁ ତ କାଇଁ ପାଇଲିନିଜୀବନରେ ପୂର୍ଣ୍ଣତା?ପୁଣି ମାଗିଲି ନଦୀକୁ ପ୍ରଖରତାମେଘକୁ ବ୍ୟାକୁଳତାପାହାଡ଼କୁ ମାଗିଲି ମୁଁ ବୌଦ୍ଧିକତାତଥାପି ଜୀବନ କାହିଁକି ମୋରଧାରିଛି ଶୂନ୍ୟତା?ଫୁଲକୁ ମାଗିଲି ସୁନ୍ଦରତାବୃକ୍ଷଠୁ ବଦାନ୍ୟତାଭଅଁରଠୁ ମାଗିଦେଲି ଚଞ୍ଚକତାହେଲେ ବି ମୁଁ ଆଜିଆପଣେଇ ନେଇଛି କେମିତିମେଞ୍ଚା ମେଞ୍ଚା ଶୁଦ୍ଧ ବିଫଳତା??ଜୀବନକୁ ମାଗିଲି ମୁଁ ସଫଳତାପବନଠୁ ମାଦକତାଅନ୍ଧାରଠୁ ମାଗିଦେଲି ଖାଁ ଖାଁ ନିରବତାସବୁ ପ୍ରାପ୍ତିର ସ୍ୱୀକାରୋକ୍ତିରେକାହିଁକି କେଜାଣିଅନୁଭବେ ଅସହ୍ୟ…
-
ଢେଙ୍କାନାଳ ମିନି ଷ୍ଟାଡିଅମ ଠାରେ ଆୟୋଜିତ ସାଇବର ସୁରକ୍ଷା:ବିଧାୟକ ସୁଧୀର କୁମାର ସାମଲ ସଚେତନତା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ରେ ଯୋଗଦାନ ଅବସରରେl#sudhirkumarsamal #Dhenkanal #Odisha#CyberSecurityAwareness
ଢେଙ୍କାନାଳ ମିନି ଷ୍ଟାଡିଅମ ଠାରେ ଆୟୋଜିତ ସାଇବର ସୁରକ୍ଷା ସଚେତନତା ଯୋଗଦାନ କଲେ ଢେଙ୍କାନାଳ ବିଜେଡି ସୁଧୀର କୁମାର ସାମଲ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ରେ ଯୋଗଦାନ ଅବସରରେ ସାଇବର ସୁରକ୍ଷା ସଚେତନତା ବିଷୟରେ ଆଲୋକ ପାତ ଦର୍ଶlଇଥିଲେ #sudhirkumarsamal #Dhenkanal #Odisha#CyberSecurityAwareness
-
ଭାରତୀୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ଆଦିଲ୍ଲୀ : ବିଶ୍ୱକପ୍ କ୍ରିକେଟରେ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତ ୭ ୱିକେଟରେ ବିଜୟୀ ହେବା ପରେ ସାରା ଦେଶରେ ଉତ୍ସବର ବାତାବରଣ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ମ୍ୟାଚ୍ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି ।ଅହମ୍ମଦାବାଦରେ ଭାରତ ସବୁକ୍ଷେତ୍ରରେ ଉତ୍କୃଷ୍ଟ ପ୍ରର୍ଦଶନ କରି ବୃହତ ବିଜୟ ହାସଲ କରିଛି ବୋଲି ଶ୍ରୀ…
-
ଭାରତ-ପାକିସ୍ତାନ ମ୍ୟାଚରେ ରାଷ୍ଟ୍ରଗାନ ଗାନ କଲେ ୧ ଲକ୍ଷ ଦର୍ଶକ, ବାବରଙ୍କୁ କଲେ ପରିହାସ
ଭାରତ (ରିପୋର୍ଟବ୍ୟୁରେ -ନିଉ ଓଡ଼ିଆ ଓଡିଶା )ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଭାରତ – ପାକିସ୍ତାନ ମଧ୍ୟରେ ଖେଳା ଯାଉଛି । ଏକ ଲକ୍ଷରୁ ଅଧିକ କ୍ଷମତା ବିଶିଷ୍ଟ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଚାଲିଛି । ଆଜି ଏହି ଟସ୍ ସମୟରେ ମ୍ୟାଚରେ ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା, ଯାହା ପାକିସ୍ତାନୀ ପ୍ରଶଂସକଙ୍କ ପାଇଁ ଆଦୌ ଭଲ ନଥିଲା। ବାସ୍ତବରେ, ଯେତେବେଳେ ପାକିସ୍ତାନ ଦଳର ଅଧିନାୟକ ବାବର…
-
ପାରାଦ୍ୱୀପ :ଡାକ୍ତର ଙ୍କ ଘରେ ସିବିଆଇ ରେଡ
*💐ଡାକ୍ତରଙ୍କ ଘରେ ସିବିଆଇ ରେଡ୍: ପାରାଦୀପର ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଆାର୍ଏନ ପାଣିଗ୍ରାହୀଙ୍କ ଘରେ ସିବିଆଇ ଚଢ଼ାଉ ଜାରି ରହିଛି। ଆଜି ସକାଳେ ତାଙ୍କ ଘରୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଜବତ କରାଯାଇଛି। ଗତକାଲି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ଡାକ୍ତର ପାଣିଗ୍ରାହୀ। ୭୦ ଜଣ କ୍ରିୟୁ ସଦସ୍ୟଙ୍କୁ ଜାହାଜ ଯାତ୍ରା ସମୟରେ ଆବଶ୍ୟକ କୋଭିଡ୍ କ୍ଲିୟରାନ୍ସ ପ୍ରମାଣପତ୍ର ଦେବାଲାଗି ଜଣେ ଶିପିଂ ଏଜେଣ୍ଟଙ୍କ ଠାରୁ ସେ ଏହି ଟଙ୍କା…