-
୨୭ ସୁଦ୍ଧା କଟକ କାମ ସାର ହାଇକୋର୍ଟ ନିର୍ଦେଶ
*୨୭_ସୁଦ୍ଧା_କଟକ_କାମ_ସାର**ହାଇକୋର୍ଟରେ କଟକର ବିପର୍ଯ୍ୟସ୍ତ ରାସ୍ତା ମାମଲା**କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ୬ ଅଧିକାରୀ**ଜାଇକା, ୱାଟକୋ, ଆରଏଣ୍ଡବି ଅଧିକାରୀ ହାଜର ହୋଇଥିଲେ**୨୭ ସୁଦ୍ଧା କାମ ଶେଷ କରିବାକୁ ନିର୍ଦେଶ**ନଭେମ୍ବର ୨ରେ ହେବ ପରବର୍ତ୍ତୀ ଶୁଣାଣି*
-
ଶ୍ରୀ ମନ୍ଦିର ଗଲେ କଣ ପିନ୍ଧିବେ ଜାରିହେଲା ପରାମତ୍ସବଳୀ
ଶ୍ରୀମନ୍ଦିର ଗଲେ କ’ଣ ପିନ୍ଧିବେ ? ଜାରି ହେଲା ପରାମର୍ଶବଳୀ ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବାକୁ ହେଲେ କେଉଁଭଳି ପୋଷାକ ପିନ୍ଧିବେ, ଆସିଛି ଏହାର ପରାମର୍ଶବଳୀ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ପରାମର୍ଶବଳୀରେ ଦର୍ଶାଯାଇଛି ଯେ, ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପାରମ୍ପାରିକ ପୋଷାକ ପିନ୍ଧିବେ । ସେହିପରି ମହିଳା ମାନେ ଶାଢ଼ୀ,ଶାଲୱାର ଭଳି ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ କରିବେ। ତେବେ ହାଫ୍ ପ୍ୟାଣ୍ଟ, ଚିରାଫଟା…
-
ଗୋବିନ୍ଦପୁର ସରପଞ୍ଚ ଶ୍ରୀ ଅରୁଣ ପରିଡା ଙ୍କ ଆୱାନ କର୍ମେ ସାପ କାମୁଡ଼ାର ଭୟା ଭୟ କୁ ଦୃଷ୍ଟି ରେ ରଖୀ ସଚେତନତା
ଗୋବିନ୍ଦପୁର ସରପଞ୍ଚ ଶ୍ରୀ ଅରୁଣ ପରିଡ଼ା ଙ୍କ ଆହ୍ୱାନ କ୍ରମେ ସାପ କାମୁଡାର ଭୟାଭୟତା କୁ ଦୃଷ୍ଟିରେ ରଖି ବନ ବିଭାଗର ସହାୟତାରେ ରେଞ୍ଜର୍ସ ସଂସ୍ଥା ପକ୍ଷରୁ ଗୋବିନ୍ଦପୁର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ର ଶ୍ରୀ ବିପ୍ଳବ ମହାପାତ୍ର ସାପ କାମୁଡାର ଭୟାଭୟତା ଓ ନିରାକରଣ ସମ୍ବନ୍ଧରେ ସୂଚନା ଦେଇଥିଲେ। ବନ ବିଭାଗ ତରଫରୁ ଶ୍ରୀ ସୌମ୍ୟ ପଟ୍ଟନାୟକ ସାପ କାମୁଡାର ପ୍ରାଥମିକ ଚିକିତ୍ସା…
-
ଲୋକନାଥ ଲୋପୁରପ୍ରଥମ ବାର୍ଷିକ ଜନ୍ମଷବ ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜାମାଳିକା ପ୍ରବଚନପ୍ରବଚକପଣ୍ଡିତ ପରିଵାଚର୍କ ପ୍ରମୋଦ ପୁଷ୍ଟିଘାଣ୍ଟି ଦେଲେ ଯୋରନ୍ଦା ମହିମାଗାଦିକୋମଳ ଲୋଚନ ପ୍ରଥମବାର୍ଷିକ ସହିତ ସତ୍ୟ ନାରାୟଣ ପ୍ରବଚନ ଭଗବାନ ଇଚ୍ଛାରେ ଆସିଛନ୍ତି ପ୍ରବିତ୍ର ସ୍ଥଳୀ ରେ ଯୋରନ୍ଦା ରେ ପ୍ରୟାସ ସେଇ କୋମଲଲୋଚନ ସାହୁ ଙ୍କ ପ୍ରୟାସ ରେ ଏକ ନିଆରା ପ୍ରବଚନ
What’s something you would attempt if you were guaranteed not to fail.
-
ଯୋରନ୍ଦା ପଞ୍ଚାୟତ ରେ (ଲୋକନାଥ ଲୋପୁର)ପ୍ରଥମ ବାର୍ଷିକ ଜନ୍ମସ୍ଵଵ ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜାମାଳିକା ପ୍ରବଚନପ୍ରବଚକପଣ୍ଡିତ ପରିଵାଚର୍କ ପ୍ରମୋଦ ପୁଷ୍ଟିଘାଣ୍ଟି ଦେଲେ ଯୋରନ୍ଦା ମହିମାଗାଦିକୋମଳ ଲୋଚନ ପ୍ରଥମବାର୍ଷିକ ସହିତ ସତ୍ୟ ନାରାୟଣ ପ୍ରବଚନ ଭଗବାନଙ୍କ ଇଚ୍ଛାରେ ଆସିଛନ୍ତି ପ୍ରବିତ୍ର ସ୍ଥଳୀ ରେ ଯୋରନ୍ଦା ରେ ପ୍ରୟାସ ସେଇ କୋମଲଲୋଚନ ସାହୁ ଙ୍କ ପ୍ରୟାସ ରେ ଏକ ନିଆରା ପ୍ରବଚନ
ଲୋକନାଥ ଲୋପୁରପ୍ରଥମ ବାର୍ଷିକ ଜନ୍ମଷବ ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜା ମାଳିକା ପ୍ରବଚନପ୍ରବଚକପଣ୍ଡିତ ପରିଵାଚର୍କ ପ୍ରମୋଦ ପୁଷ୍ଟି ଘାଣ୍ଟି ଦେଲେ ଯୋରନ୍ଦା ମହିମାଗାଦି କୋମଳ ଲୋଚନ ପ୍ରଥମବାର୍ଷିକ ସହିତ ସତ୍ୟ ନାରାୟଣ ପ୍ରବଚନ ଭଗବାନ ଇଚ୍ଛାରେ ଆସିଛନ୍ତି ପ୍ରବିତ୍ର ସ୍ଥଳୀ ରେ ଯୋରନ୍ଦା ରେ ପ୍ରୟାସ ସେଇ କୋମଲଲୋଚନ ସାହୁ ଙ୍କ ପ୍ରୟାସ ରେ ଏକ ନିଆରା ପ୍ରବଚନ
-
ଖଣ୍ଡବନ୍ଧ ପଞ୍ଚାୟତ ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା
*ଖଣ୍ଡବନ୍ଧ ପଞ୍ଚାୟତ ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା************************************** ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଖଣ୍ଡବନ୍ଧ ପଞ୍ଚାୟତ ସଭାଗୃହ ପରିସରରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ, ଉଦ୍ୟାନ କୃଷି ଇଂଞ୍ଜିନିୟର ଶ୍ରୀଯୁକ୍ତ ଆଶୁତୋଷ ବେହେରା ଗଁଦିଆ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦିଲ୍ଲୀପ କୁମାର ଦାସ ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମର ପୃର୍ବତନ…
-
କାହାଣୀ ନୁହେଁ, ଜୀବନ ଦର୍ଶନ
.ଅମାନିଆ କଲମ ।_____________ବିଷୟ– କାହାଣୀ ନୁହେଁ , ଜିବନ ଦର୍ଶନ । ପ୍ରିୟ ପାଠକ ବନ୍ଧୁ, ଆମ୍ଭ ଜିବନଚର୍ଯ୍ୟା ଭିତରେ କିଛି ଘଟଣା ଘଟେ । ଶକ୍ତି ଓ ସାମର୍ଥ୍ୟ କୁ ନେଇ ଗର୍ବ କରୁଥିବା ମଣିଷ ପରିଣତି ବୟସରେ ଅନ୍ୟ ଆଶ୍ରା ରେ ଜିଇଁ ବାକୁ ସଂଗ୍ରାମ କରେ । ଗଳ୍ପ ଟିଏ … ଜଣେ ସାଧୁ ନଦୀରେ ସ୍ନାନ କରୁଥାନ୍ତି । ନଦୀର ଉପର ମୁଣ୍ଡରେ କିଛି ଯୁବକ ମାଛ ଧରୁଥାନ୍ତି । ଯୁବକ…
-
ଦେହ ବ୍ୟବସାୟ ର ଗରାଖ ଖାକି ପୋଷାକଧାରୀ ଜେଲ ୱାର୍ଡର
ଦେହ ବ୍ୟବସାୟର ଗରାଖ ଖାକି ପୋଷାକ ଧାରୀ ଜେଲ ୱାର୍ଡର । ଦେହ ବ୍ୟବସାୟରେ ଲିପ୍ତ ଖାକି ପୋସାକଧାରୀ । ପଦ୍ମପୁର ଉପ କାରାଗାରରେ କାର୍ଯ୍ୟରତ ଜେଲ ୱାଡର ଏହି ଦେହ ବ୍ୟବସାୟରେ ଲିପ୍ତ ଥିବା ପଦ୍ମପୁର ପୋଲିସ ଆଜି ମଧ୍ୟାହ୍ନ ୧୨:୩୦ ସମୟରେ ସୂଚନା ଦେଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତିଭୂଷଣ ଭୋଇଙ୍କ ନେତୃତ୍ୱରେ ଏକ ଟିମ ପଦ୍ମପୁର କଲେଜ ରୋଡ ସ୍ଥିତ ରିଜେନସି ଲଜରେ ଚଢାଉ…
-
ନିଶା ଶକ୍ତ ଅବସ୍ଥାରେ ଗାଡି ଚଲେଇବା ପଡିଲା ମହଙ୍ଗା, ବ୍ରିଜ ତଳକୁ ଖସିଲା ଟ୍ରଲର
ଢେଙ୍କାନାଳ ଗୁଣ୍ଡିଚାପଡ଼ା ଅନ୍ତର୍ଗତ ପଞ୍ଚୁଵଟି ନିକଟରେ ୫୫ ନମ୍ବର ଜାତୀୟ ରାଜପଥର ଅର୍ଦ୍ଧ ନିର୍ମିତ ବ୍ରିଜ ତଳକୁ ଆଜି ଭୋର ପ୍ରାୟ ୫ ଘଟିକା ସମୟରେ ଏକ ୧୬ ଚକିଆ ଟ୍ରଲର ଖସିଯାଇଥିବାର ଜଣାପଡିଛି । ଟ୍ରଲରଟି ବ୍ରିଜରେ ଝୁଲି ରହିଥିବା ବେଳେ ଡ୍ରାଇଭର ଓ ହେଲପର ଟ୍ରଲରରୁ ଡେଇଁ ପଡ଼ି ଆହତ ହୋଇଛନ୍ତି । ଉଭୟ ଉତ୍ତର ପ୍ରଦେଶ ରାମପୁର ଗାଁର ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲ ରେ ଭର୍ତି କରାଯାଇଛି…
-
ଟ୍ୟୁସନ୍ରୁ ଫେରୁଥିଲେ, ଚଢ଼ିଗଲା ହାଇୱ। : ଘଟଣାସ୍ଥଳରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ
ଟ୍ୟୁସନ୍ରୁ ଫେରୁଥିଲେ, ଚଢ଼ିଗଲା ହାଇୱ। : ଘଟଣାସ୍ଥଳରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁଢ଼େଙ୍କାନାଳ ୧୦।୧୦: ଟ୍ୟୁସନ୍ ସାରି ଫେରୁଥିବା ଜଣେ ଛାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱ। । ଘଟଣାସ୍ଥଳରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଡେରା ସିଂହ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକମାନେ ଦୁର୍ଘଟଣାସ୍ଥଳରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଢେଙ୍କାନାଳ-ତରଭା, ବଣସିଂହ ଆଦୌ ଗ୍ରାମକୁ ସାଧାରଣ ଯାତ୍ରୀ…