-
ପିଆଜ ଖାଉଥିଲେ ସାବଧାନ
ପିଆଜ ଉପରେ କଳାର ଆବରଣ ଦେଖାଯାଉଥିଲେ, ଏହାକୁ ଭୁଲରେ ମଧ୍ୟ ଖାନ୍ତୁ ନାହିଁ, ନହେଲେ ହୋଇପାରେ ଏଭଳି ସମସ୍ୟା ପିଆଜ ବିନା କୌଣସି ବି ବ୍ୟଞ୍ଜନ ସ୍ବାଦିଷ୍ଟ ଲାଗେ ନାହିଁ । ଆମ ଭାରତୀୟ ମାନଙ୍କ ପିଆଜକୁ ପ୍ରାୟ ତରକାରୀରେ ବ୍ୟବହାର କରାଯାଏ । ଅନେକ ମହିଳା ପିଆଜ ବିନା ରାନ୍ଧନ୍ତି ନାହିଁ । ତେବେ ଆମେ ସମସ୍ତେ ଜାଣନ୍ତି ଯେ ପିଆଜର ଅନେକ ସ୍ୱାସ୍ଥ୍ୟ ଉପକାର ଅଛି । ମଣିଷର ହଜମ ପ୍ରକ୍ରିୟା ଓ ହୃଦୟ…
-
ବ୍ରୋଞ୍ଜ ଆଣିଲେ ସୀମା ପୁନିଆ
*ବ୍ରୋଞ୍ଜ ଆଣିଲେ ସୀମା ପୁନିଆ**-ମହିଳା ଡିସ୍କସ୍ ଥ୍ରୋରେ ଭାରତକୁ ବ୍ରୋଞ୍ଜ ପଦକ**-ଭାରତ ପାଇଁ ବ୍ରୋଞ୍ଜ ଜିତିଲେ ଭେଟେରାନ ସୀମା ପୁନିଆ**-୫୮.୬୨ ମିଟର ପର୍ଯ୍ୟନ୍ତ ଫିଙ୍ଗି ଜିତିଲେ ପଦକ*
-
ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତଦାନ ଦିବସ ପାଳନ
ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତ ଦାନ ଦିବସ ପାଳନ ତା-୦୧-୧୦-୨୦୨୩ରିଖ (ରବିବାର)ସୁଜିତ୍ କୁମାର ଦାସ (ବରଗଡ )ଜାତୀୟ ରକ୍ତ ଦାନ ଦିବସ ପାଳନ ଅବସରରେ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫ ରୁ ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଂଚାୟତ ର ଆନ୍ଧ୍ର କେମ୍ପ ଠାରେ ଥିବା ନିଷ୍ଠା ଭବନ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ବିରମହାରାଜ ପୁର,…
-
ଅନ୍ୟ ଜାତିରେ ବାହା ହୋଇଥିଲା ବୋଲି ଶବ ଛୁଇଁଲେଣି କେହି :ସଂକଳ୍ପ ପରିବାର କଲା ଶବ ସତ୍କାର
ଅନ୍ୟ ଜାତିରେ ବାହା ହୋଇଥିଲା ବୋଲି ଶବ ଛୁଇଁଲେଣି କେହିଁ : ସଂକଲ୍ପ ପରିବାର କଲା ଶବ ସତ୍କାର ।ବରଗଡ଼ ୩୦/୦୯:- ଆଧୁନିକ ଯୁଗରେ ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ଆଜିବି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସ । ବିଭିନ୍ନ ଗାଁ ଠୁ ନେଇ ସହର ପର୍ଯ୍ୟନ୍ତ ଲୋକେ ଛନ୍ଦି ହୋଇଛନ୍ତି ଜାତିପ୍ରଥାର ଅନ୍ଧ ବିଶ୍ୱାସରେ। ମାନବ ସମାଜରେ ମାନବିକତା ଠୁ ବଢିକି କୌଣସି ଜାତି ଶ୍ରେଷ୍ଠ ନୁହେଁ କିନ୍ତୁ ଏ ସ୍ୱାର୍ଥସର୍ବସ୍ୱ ମଣିଷ…
-
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରା
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରା ଭୁବନେଶ୍ୱର ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରା । ଗାଡିରେ ୧ ଲକ୍ଷ ୩୫ ହଜାର ନେଇ ଯିବାବେଳେ ସୁନୀଲଙ୍କୁ ଧରିଲା ଭିଜିଲାନ୍ସ । ସିଡିଏ ସେକ୍ଟର-୧୧ ମଧୁସୂଦନ ସେତୁ ନିକଟରେ ଭିଜିଲାନ୍ସ ରେଡ୍ କରିଥିଲା । ପାଖରେ ଏତେ ଟଙ୍କା ନେଇ କୁଆଡ଼େ ଯାଉଥିଲେ ଓ ଟଙ୍କା କେଉଁଠୁ ଆଣିଲେ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ସୁନୀଲପରେ ଟଙ୍କା ଜବତ…
-
ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ “ସେବା ସପ୍ତାହ” ରୂପେ ପାଳନ କରିବା ଅବସରରେ “ରକ୍ତଦାନ ଶିବିର” ଗଁଦିଆ ସ୍ଥିତ ଶିଶୁମନ୍ଦିର ରେ ଅନୁଷ୍ଠିତ ହୋଇଥିଲା । ଆପଣ ମାନଙ୍କ ଭଲପାଇବା ଓ ଆଶ୍ରୀର୍ବାଦ ଥିବାରୁ ଆଜି ମୋର ବ୍ୟକ୍ତିଗତ ଭାବେ ୫୫ତମ ରକ୍ତଦାନ କରି ଆନନ୍ଦ ଅନୁଭବ କଲି। ରକ୍ତଦାନ ଜୀବନ ଦାନ।।
-
#ଜୀବନ************ଜୀବନକୁ ପଢିବାକୁ ହେଲେପଢ଼…..ମନଭରି ପଢ଼ଠିଆ ହୋଇ ମୃତକ ସମୀପେ |ଜୀବନକୁ ବୁଝିବାକୁ ହେଲେବୁଝିନିଅଆତ୍ମୀୟ ର ଶବଦାହ, ସ୍ମୃତିସଭାଦେଖିଥରେନିର୍ଲିପ୍ତ ନୟନେ |ଜୀବନ….ଜୀବନ ଏକ ଏମିତି କବିତା ଯାହାର ଶବ୍ଦ ସବୁ ସଂଯୋଜିତମିଛ ଆଉ ମାୟା ର ଭାବ ରେ |ବଞ୍ଚିବାର ନିଃଶ୍ୱାସ କୁସାଉଁଟି ସାଉଁଟିଅଣନିଶ୍ୱାସୀ ହେଲା ପରେ…ତୁଛ ଲାଗେ ସିନା ଜିଇଁବା,ହେଲେମୃତ୍ୟୁ ନ ଆସିଲାଯାଏମିଛ ସବୁ ଘେରିଥାଏ.. ଜୀବନକୁଅକ୍ଟୋପସ ର ଗ୍ରନ୍ଥିକେଶ ଭଳି |ଜାତସ୍ୟ ହିଁ ଧୃବ ମୃତ୍ୟୁ..ମୁଁ ଜାଣିଛି…ତମେ ବି ଜାଣିଛମୃତ୍ୟୁ ରେ ମିଛ ନାହିଁ,ମାୟା ନାହିଁ,ଆମେ କେହି ପଢ଼ୁନା..|ହେ ବନ୍ଧୁ…ତମେ ଥରେ ମୃତ୍ୟୁର ପୃଷ୍ଠା ସବୁ ପଢ଼ିନିଅପାଇଯିବ ଜୀବନ ର ପ୍ରକୃତ ଆଲେଖ୍ୟଏନ୍ତୁଡ଼ି ରୁ ଯୁଇ ପୁଣିଅନ୍ତ ରୁ ଅନ୍ତରୀକ୍ଷଏକାକାର ହେଇଯିବରଙ୍ଗ ବଦଳିଯିବ -ଜୀବନରଆଉ ତମେମଣିଷ ରୁ ଭଗବାନ ସାଜିଜୀବନ ଜୀବନ ଯାଏଜୀବନ ର ଚିତ୍ର ଆଙ୍କୁଥିବ ||******ପ୍ରକାଶ *****
#ଜୀବନ************ଜୀବନକୁ ପଢିବାକୁ ହେଲେପଢ଼…..ମନଭରି ପଢ଼ଠିଆ ହୋଇ ମୃତକ ସମୀପେ |ଜୀବନକୁ ବୁଝିବାକୁ ହେଲେବୁଝିନିଅଆତ୍ମୀୟ ର ଶବଦାହ, ସ୍ମୃତିସଭାଦେଖିଥରେନିର୍ଲିପ୍ତ ନୟନେ |ଜୀବନ….ଜୀବନ ଏକ ଏମିତି କବିତା ଯାହାର ଶବ୍ଦ ସବୁ ସଂଯୋଜିତମିଛ ଆଉ ମାୟା ର ଭାବ ରେ |ବଞ୍ଚିବାର ନିଃଶ୍ୱାସ କୁସାଉଁଟି ସାଉଁଟିଅଣନିଶ୍ୱାସୀ ହେଲା ପରେ…ତୁଛ ଲାଗେ ସିନା ଜିଇଁବା,ହେଲେମୃତ୍ୟୁ ନ ଆସିଲାଯାଏମିଛ ସବୁ ଘେରିଥାଏ.. ଜୀବନକୁଅକ୍ଟୋପସ ର ଗ୍ରନ୍ଥିକେଶ ଭଳି |ଜାତସ୍ୟ ହିଁ ଧୃବ ମୃତ୍ୟୁ..ମୁଁ ଜାଣିଛି…ତମେ ବି ଜାଣିଛମୃତ୍ୟୁ ରେ ମିଛ ନାହିଁ,ମାୟା ନାହିଁ,ଆମେ…
-
ଢେଙ୍କାନାଳ ଗଁଦିଆ ବ୍ଳକ କାଶୀପୁର ରୋଡ ଶୋଚନୀୟ ଶୁଣୁନି ପ୍ରଶାସନ କେବେ ବଦଳିବ ଏହି ରୋଡ
ଢେଙ୍କାନାଳ (ରିପୋର୍ଟ-ଶ୍ରୀଧର ପାତ୍ର )ଜିଲ୍ଲା ଗଁଦିଆ ବ୍ଲକର 29 ଗୋଟି ପଞ୍ଚାୟତ ଭିତରେ, ବହୁଦ୍ରୃଦିନ ଅବସ୍ଥା ଦେଇ ଗତିକରୁଅଛି, କାଶୀପୁର ପଞ୍ଚାୟତ ଏଠି ସରକାରଙ୍କର କିଛି କାମ ନ ହୋଇ ପାରୁଥିବାବେଳେ, ଏଠିବି ସମାନଅବସ୍ଥାପ୍ରଶ୍ନ ସୃଷ୍ଟି କରୁଛି କେତେଯେ ପ୍ରଶାସନ କୁ ଚେତାବନୀ ଦେଲେ ପ୍ରଶାସନ ନଜର ରେ ଆସିବ ଏହି ରୋଡ
-
*ବଢ଼ିଲା_୨_ହଜାର_ଟଙ୍କିଆ_ନୋଟ_ବଦଳ ଅବଧି**ଅକ୍ଟୋବର ୭ ଯାଏ ନୋଟ ବଦଳାଇ ପାରିବେ ଲୋକେ**ବ୍ୟାଙ୍କରେ ୨ ହଜାର* *ଟଙ୍କିଆ ନୋଟ ବଦଳ କରିହେବ**ଆଜି ସରୁଥିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି**ସପ୍ତାହେ ବଦଳ ଅବଧି ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ**୭ ପରେ ୨ ହଜାର ଟଙ୍କିଆ ନୋଟ ଏକ କାଗଜ ଖଣ୍ଡରେ ପରିଣତ ହେବ*
*ବଢ଼ିଲା_୨_ହଜାର_ଟଙ୍କିଆ_ନୋଟ_ବଦଳ ଅବଧି**ଅକ୍ଟୋବର ୭ ଯାଏ ନୋଟ ବଦଳାଇ ପାରିବେ ଲୋକେ**ବ୍ୟାଙ୍କରେ ୨ ହଜାର* *ଟଙ୍କିଆ ନୋଟ ବଦଳ କରିହେବ**ଆଜି ସରୁଥିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି**ସପ୍ତାହେ ବଦଳ ଅବଧି ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ**୭ ପରେ ୨ ହଜାର ଟଙ୍କିଆ ନୋଟ ଏକ କାଗଜ ଖଣ୍ଡରେ ପରିଣତ ହେବ*
-
*ମୋର କିମ୍ବା ମୋ ପରିବାରର ଯଦି କିଛି କ୍ଷତି ହୁଏ ସେଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ ରହିବେ। ନିଜେ ଅସୁରକ୍ଷିତ ଥିବା ଅଭିଯୋଗ କରି ଏଭଳି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର.*
*ମୋର କିମ୍ବା ମୋ ପରିବାରର ଯଦି କିଛି କ୍ଷତି ହୁଏ ସେଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ ରହିବେ। ନିଜେ ଅସୁରକ୍ଷିତ ଥିବା ଅଭିଯୋଗ କରି ଏଭଳି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର.*