-
ଭସାଣୀ ବେଳେ ପୋଲିସକୁ ଆକ୍ରମଣ: ୪ ପୋଲିସ ଗୁରୁତର
ଭସାଣୀ ବେଳେ ପୋଲିସକୁ ଆକ୍ରମଣ: ୪ ପୋଲିସ ଗୁରୁତର ଢ଼େଙ୍କାନାଳ ଅଫିସ, ୨୩।୯ ରତନ ନାୟାର: ଢେଙ୍କାନାଳ ସହର କୋରିଆଁ ଅଞ୍ଚଳରେ ଶୁକ୍ରବାର ରାତିରେ ଗଣେଶ ପୂଜା ଭସାଣୀକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି । ଏଥିରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ୪ ପୋଲିସ ଗୁରୁତର ଅଛନ୍ତି। ସୌଭାଗ୍ୟ ସ୍ବାଇଁ ନାମକ ଜଣେ ଏସଆଇଙ୍କ ମୁହଁରେ ପଥର ମାଡ଼ ହେବାରୁ ଗଭୀର କ୍ଷତ ସୃଷ୍ଟି ହୋଇଛିାଖବର ପାଇ ଟାଉନ ଥାନା ଅଧିକାରୀ ପୋଲିସ ଫୋର୍ସ ନେଇ…
-
ଢେଙ୍କାନାଳ ବାଇସିଂହାରେ ଅଘଟଣ, ପୋଖରୀରେ ବୁଡ଼ି ବାପା-ଝିଅ ମୃତ
ଢ଼େଙ୍କାନାଳ: ପୋଖରୀରେ ବୁଡି ବାପା-ଝିଅଙ୍କର ମୃତ୍ୟୁ। ଏଭଳି ଏକ ଅଭବାନୀ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବାଇସିଂହା ପଂଚାୟତ ଖଙ୍କର ଗ୍ରାମରେ । ସୂଚନା ଅନୁଯାୟୀ, ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ୮ ବର୍ଷର ଝିଅକୁ ବୁଡିଯାଉଥିବାରୁ ଉଦ୍ଧାର କରିବାକୁ ଯାଇଥିଲେ ବାପା । ହେଲେ ଦୁର୍ଭାଗ୍ୟବସତଃ ବାପା ମହେଶ୍ବର ନାୟକ ମଧ୍ୟ ପୋଖରୀରେ ବୁଡି ଯାଇଥିଲେ।ଖବର ପାଇ ଗଁନ୍ଦିଆ ଦମକଳ ବାହିନୀ ପହଁଞ୍ଚି ଉଭୟ ବାପାଝିଅଙ୍କୁ ପୋଖରୀରୁ ଉଦ୍ଧାର କରି ଗଁନ୍ଦିଆ…
-
ଯେତେ ଉଠାଇଲେ ବି ଉଠୁନାହାନ୍ତି ବିକ୍ରମ, ପ୍ରଜ୍ଞାନ; ଯୋଗାଯୋଗ ସ୍ଥାପନ କରିବାକୁ ଇସ୍ରୋର ଉଦ୍ୟମ ଜାରି
ଯେତେ ଉଠାଇଲେ ବି ଉଠୁନାହାନ୍ତି ବିକ୍ରମ, ପ୍ରଜ୍ଞାନ; ଯୋଗାଯୋଗ ସ୍ଥାପନ କରିବାକୁ ଇସ୍ରୋର ଉଦ୍ୟମ ଜାରି ଇସ୍ରୋ ପକ୍ଷରୁ କୁହାଯାଇଛି, ‘ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରର ସ୍ଥିତି ଜାଣିବା ପାଇଁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଠାରୁ କୌଣସି ସଙ୍କେତ ମିଳିନାହିଁ। ସ୍ଥାପନ ପାଇଁ ପ୍ରୟାସ ଜାରି ରହିବ।’ Chandrayaan-3 ଚନ୍ଦ୍ରର ଦକ୍ଷିଣ ମେରୁରେ ଏବେ ଦିନ ହୋଇଯାଇଛି । ଏଣୁ ପୁଣି ଥରେ ପ୍ରଜ୍ଞାନ ରୋଭର…
-
ଗଁଦିଆ ବ୍ଲକ ବିଭିର୍ନ ଜାଗାରେ ଦୃନୀତି ଅନୀତି ଏକ ଛତ୍ରବାଦ ଭ୍ରଷ୍ଟାଚାର ବିରୁଦ୍ଧରେ ଢେଙ୍କାନାଳ ବିଜେପି କରୁଛି ଗଣବିକ୍ଷୋଭ
ରାଜ୍ୟ ବିଜେପି ସଭାପତି Manmohan Samal ଜିଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ପ୍ରତି ଗ୍ରାମ ପଞ୍ଚାୟତ ସମ୍ମୁଖରେ ଓଡ଼ିଶାର ବିଜେଡି ସରକାରର ଦୁର୍ନୀତି ଅନୀତି ଏକଛତ୍ରବାଦ ଭ୍ରଷ୍ଟାଚାର ବିରୁଦ୍ଧରେ ଗଣବିକ୍ଷୋଭ ରାଜ୍ୟାବ୍ୟାପୀ ଚାଲୁ ଅଛି, ସେଇ କ୍ରମରେ ଆଜି ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଗଁଦିଆ ବ୍ଲକ ଅନ୍ତର୍ଗତ ଜୋନ -୨ (କପିଳାସ ମଣ୍ଡଳ)ର ରାଇତଳା ପଞ୍ଚାୟତରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ Krushna Patra ଜିଙ୍କ ନେତୃତ୍ୱରେ,ମଣ୍ଡଳ ସଭାପତି ଶ୍ରୀଯୁକ୍ତ Satrughna Rout ଜିଙ୍କ ସଭାପତିତ୍ୱରେ ଗଣବିକ୍ଷୋଭ…
-
ଉଠରେ ଉଠ କବି:ଗଣତନ୍ତ୍ର ସୈଦ୍ଧ ଭୁଶୁଡି ଯାଉଛି, ବୁଡ଼େ ସ୍ୱାଧୀନତା ରବି, ଚୁପହୋଇ ଆଉ କେତେ ତୁ ବସିବୁ ଦେଖିବାକୁ ନଗ୍ନ ଛବି, ଉଠ ଉଠରେ କବି,
ଉଠରେ ଉଠ କବି—————–ଗଣତନ୍ତ୍ର ସୌଧ ଭୁଶୁଡି ଯାଉଛି ବୁଡ଼େ ସ୍ୱାଧୀନତା ରବିଚୁପ ହେଇ ଆଉ କେତେ ତୁ ବସିବୁ ଦେଖିବାକୁ ନଗ୍ନ ଛବିଉଠରେ ଉଠ କବିଲେଖନୀରେ ତୋର ବଜ୍ରପାତ ହେଉ ଜଣ ତନ୍ତ୍ର ଯାଉ ଦବି ଉଠରେ ଉଠ କବି (1) ନୁହେଁ ତୁ ଦୁର୍ବଳ ନୁହେଁ ତୁ ଛାଗଳ ବୀର ମାଟିର ତୁ ଛୁଆମିଛଟାକୁ ମିଛ ସତଟାକୁ ସତକହିବାକୁ ଡର କିଆଁଉଠ ରେ ଉଠ କବିଜାଳିଦେ ଆଜି ତୁ ସଂଗ୍ରାମର ନିଆଁଅସତ୍ୟ କୁ ଅନୁଭବୀଉଠରେ ଉଠ…
-
କଳା ବୋଲି ବୋହୂକୁ ଦେଲେ ନିର୍ଯାତନା, ଅଧିକ ଯୌତୁକ ଦାବି କରି ଶାଶୁ ଘରର ଆକ୍ରମଣ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମୃଦଙ୍ଗା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।
ଭୁବନ ୨୨ ।୦୯ : କଳା ବୋହୂ ବୋଲି ଦେଉଥିଲେ ଅକଥନୀୟ ନିର୍ଯାତନା । ଦୁଇ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ନଣନ୍ଦ । ନଦେବାରୁ ବୋହୂକୁ ଅକଥନୀୟ ନିର୍ଯାତନା ଦେଉଥିଲେ ସମସ୍ତେ । ଏପିରିକି ତିନି ମାସର ଗର୍ଭବତୀ ବୋହୂକୁ ମାରିଦେବାକୁ କରିଥିଲେ ଉଦ୍ୟମ । ଖବର ପାଇ ଝିଅର ବାପ ଘର ପହଞ୍ଚିବା ପରେ ସେମାନଙ୍କୁ ବି ଅତର୍କିତ ଭାବେ ଆକ୍ରମଣ କରିଥିଲେ ସମସ୍ତେ ।କଳା ବୋଲି…
-
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ ରେ ମହିଳାଙ୍କ ତଣ୍ଟିଚିପି ହତ୍ୟା ଉଦ୍ୟମ
*ଅସୁରକ୍ଷିତ କ୍ୟାପିଟାଲ୍ ହସ୍ପିଟାଲ୍ କ୍ୟାମ୍ପସ୍: ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ* କ୍ୟାପିଟାଲ୍ ହସ୍ପିଟାଲ୍ କ୍ୟାମ୍ପସ୍ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଗତକାଲି ରାତିରେ ଶିଶୁ ବିଭାଗ ବାରଣ୍ଡାରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯିବା ସହ ତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ସଙ୍ଗିନ୍ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଡ଼ୁଆସାହି ଅଞ୍ଚଳର ରଞ୍ଜନ ସେଠୀ(୩୫)। ପୁଲିସ…
-
ନେତାଙ୍କ ଛାତିରେ ଛନକା :ବିଧାନ ପରିଷଦ ଥୋପ କାମ ଦେଲାନି, ମହିଳା ସଂରକ୍ଷଣ ପ୍ରସଙ୍ଗ ଭୟ ବଢ଼ାଇଲା
*ନେତାଙ୍କ ଛାତିରେ ଛନକା: ବିଧାନ ପରିଷଦ ଥୋପ କାମ ଦେଲାନି, ମହିଳା ସଂରକ୍ଷଣ ପ୍ରସଙ୍ଗ ଭୟ ବଢ଼ାଇଲା* ବିଜେଡି ଭିତରେ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ଯେତିକି ବୃଦ୍ଧି ପାଉଛି, ନିର୍ବାଚନମଣ୍ଡଳୀ ଵାରି ଅସନ୍ତୋଷ ସେତିକି ତେଜିବାରେ ଲାଗିଲାଣି। ଠିକ୍ ଏମିତି ସ୍ଥିତିରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଯେଉଁ ଥୋପ କାର୍ପଟଦାର ଗୋଷ୍ଠୀ ପକାଇଥିଲେ, ତାହା ଫୁସ୍କିଯିବାକୁ ବସିଛି। ଓଡ଼ିଶା ସରକାରଙ୍କ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ମୋହର ମାରିବାକୁ…
-
ଢେଙ୍କାନାଳ ସୋଗୋରପସି ପଞ୍ଚାୟତ ରେ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ*
*ସୋଗାରପଶି ପଞ୍ଚାୟତରେ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଉଦଘାଟତ*******************************************ଢେଙ୍କାନାଳ : ଢେଙ୍କାନାଳ ସଦର ଅନ୍ତର୍ଗତ ସୋଗରପଶି ଗ୍ରାମ ପଞ୍ଚାୟତ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ଅଧିନସ୍ତ ଏକ ନୃତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟିନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗ୍ରାହକ ସେବା କେନ୍ଦ୍ର ସ୍ୱତ୍ତାଧିକାରୀ ସଂଜୀବ କୁମାର ପରିଡାଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଉତ୍ତ କାଯ୍ୟକ୍ରମରେ ଯୋରନ୍ଦା ଶାଖା ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ଉତ୍ତମ କୁମାର ଜେନା ମୁଖ୍ୟ ଅତିଥିଭାବେ, ସୋଗରପଶି ଗ୍ରାମ…
-
ଆସନ୍ତା ୨୩ ତାରିଖ ରେ ବାରଣାସି କ୍ରିକେଟ ଷ୍ଟାଡ଼ିୟମର କରିବେ ପି ଏ ମ ମୋଦି
*🔖ଆସନ୍ତା 23ତାରିଖ ରେ ବାରଣାସୀ କ୍ରିକେଟ୍ ଷ୍ଟାଡିୟମ୍ର ଶିଳାନ୍ୟାସ କରିବେ PM ମୋଦି l* *▪️ ସାମିଲ ହେବେ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଲ ଦେବ, ରବି ଶାସ୍ତ୍ରୀ ସମେତ ଅନେକ ଭେଟେରାନ କ୍ରିକେଟ୍ ତାରକା l* *▪️ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୩ରେ ବାରାଣାସୀ ଗସ୍ତରେ ଯାଇ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶଳାନ୍ୟାସ ପକାଇବେ।**▪️ ଏହା ସହିତ ସେ ବାରାଣାସୀ ସମେତ ଅନ୍ୟାନ୍ୟ ଜିଲ୍ଲାରେ ପ୍ରସ୍ତୁତ ୧୪ ଟି…