-
ବlଇଁଷିଆପଞ୍ଚାୟତ ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା
*ବାଇଁଶିଆ ପଞ୍ଚାୟତ ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା************************************** ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ସଭାଗୃହ ପରିସରରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ, ଭୁବନ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମନୋରମା ମୁକୁଟ ଗଁଦିଆ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦିଲ୍ଲୀପ କୁମାର ଦାସ ଉପସ୍ଥିତ ଥିଲେ । ଆୟୋଜିତ…
-
ଗଁଦିଆ ବ୍ଲକ ରେ ନୁର୍ତନ ଗୋଷ୍ଠୀ ଉନୟନ ଅଧିକାରୀ ବିଡ଼ିଓ ଭାବେ ଯୋଗଦାନ କଲେ ପବିତ୍ର କୁମାର ବେହେରା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ( ବିଡିଓ) ଭାବେ ଯୋଗ ଦେଇଛନ୍ତି ପବିତ୍ର କୁମାର ବେହେରା l ପୃର୍ବରୁ ସେ ପୁରୀ ଜିଲ୍ଲା କଣାସ ବ୍ଲକରେ ବିଡ଼ିଓ ଭାବେ କାଯ୍ୟରତ ଥିଲେ l
-
ଗଁଦିଆ ମେଡିକାଲ ରେ ଶିଶୁ ବିଶେଷଜ୍ଞ ଓ ପ୍ରସୂତି ବିଶେଷଜ୍ଞ ପଦବୀ ପୂରଣ ଓ ପୋଷ୍ଟ ବର୍ତମ୍ମ ସେଣ୍ଟର କାର୍ଯ୍ୟକ୍ଷମ ଦାବିରେ ଅକ୍ଟୋବର ୨ ତାରିଖ ରେ ଗଣଧାରଣା ଓ ଅନଶନ ଧର୍ମଘଟ କରିବ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷାମଞ୍ଚ
ଗନ୍ଦିଆ ମେଡିକାଲ ରେ ଶିଶୁ ବିଶେଷଜ୍ଞ ଓ ପ୍ରସୂତି ବିଶେଷଜ୍ଞ ପଦବି ପୂରଣ ଓ ପୋଷ୍ଟ ମର୍ତ୍ତମ୍ ସେଣ୍ଟର୍ କାର୍ଯ୍ୟକ୍ଷମ ଦାବି ରେ ଅକ୍ଟୋବର ୨ ତାରିଖରେ “ଗଣ ଧାରଣା ଓ ଅନଶନ ଧର୍ମଘଟ ” କରିବ” ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ” । ଆଜି ତା ୧୯.୦୯.୨୦୨୪ ରିଖ ପୂର୍ବାହ୍ନ ୧୧ ଘଟିକରେ ଗନ୍ଦିଆ ବ୍ଲକ ର ନୂଆ ନାଗେନା ପଞ୍ଚମୁଖୀ ହନୁମାନ ମନ୍ଦିର ରେ “ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ ” ଆନୁକୁଲ୍ୟରେ ଏକ…
-
ଗଣେଶପୂଜାରେ କାଦୁଅରେ ଫସି ହାତୀର ମୁର୍ତୁ
ଗଣେଶ ଙ୍କ ପୂଜାରେ କାଦୁଅରେ ଫସି ହାତୀର ମୁର୍ତୁ ଢେଙ୍କାନାଳ ୧୯।୯: ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳରେ ଧାନ ବିଲ କାଦୁଅରେ ଫସି ଏକ ହାତୀ ଛୁଆର ମୃତ୍ୟୁ ଘଟିଛି । ସଦର ବନାଞ୍ଚଳ ମେରାମୁଣ୍ଡଳୀ ସେକ୍ସନ ଅନ୍ତର୍ଗତ ତାଳଡଙ୍ଗା ଗ୍ରାମ ନିକଟରେ ଘଟିଛି ଏଭଳି ଅଘଟଣ । ମୃତ ହାତୀଛୁଆର ବୟସ ପ୍ରାୟ ବର୍ଷେ ହେବ ବୋଲି ଅନୁମାନ କରାଯାଇଛି ।ସୂଚନା ଥାଉକି, ଗତ ଦୁଇ ଦିନ ହେଲା ଏହି ଅଞ୍ଚଳରେ ଏକ ହାତୀ ପଲ…
-
କାମାକ୍ଷାନଗର ଅଞ୍ଚଳ ର ୫ ନମ୍ବର ୱାର୍ଡ କାଉନସିଲର ସରୋଜ ମହାଳିକ ଙ୍କ ନିଧନ ପରେ ଶୋକସନ୍ତପ୍ତ ପରିବାର କୁ ଭେଟିଲେ ବିଜେଡି ନେତା ସାଂସଦ ମହେଶ ସାହୁଙ୍କ ସହିତ ୨ ନଗରପାଳ
କାମାକ୍ଷାନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ଓ୍ଵାର୍ଡ କାଉନସିଲର ୰ସରୋଜ ମହାଳିକଙ୍କ ନିଧନ ପରେ ଶୋକସନ୍ତପ୍ତ ପରିବାରକୁ ଭେଟିଲେ ସାଂସଦ ମହେଶ ସାହୁଙ୍କ ସହିତ ଦୁଇ ନଗରପାଳ ଧର୍ମାନନ୍ଦ ପରିଡା ଓ ଶୁଭେନ୍ଦୁ ସାହୁ । ଆଜି ଅପରାହ୍ନ ୪ ଘଟିକା ସମୟରେ କାମାକ୍ଷାନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ଓ୍ଵାର୍ଡର କାଉନସିଲର ସ୍ଵର୍ଗତ ୰ସରୋଜ ମହାଳିକଙ୍କ ବାସଭବନରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମହୋଦୟ ଏଵଂ ଦୁଇ ମାନ୍ୟବର ନଗରପାଳ ଶ୍ରୀଯୁକ୍ତ…
-
PM ମୋଦୀ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା: ସର୍ଭେରେ ମିଳିଲା ୭୬ ପ୍ରତିଶତ ରେଟିଂ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବିଶ୍ୱସ୍ତରରେ ବଢ଼ିବାରେ ଲାଗିଛି । କୋଭିଡ-୧୯ ମହାକାରୀ ଭ୍ୟାକ୍ସିନେସନ, ଋଷ-ୟୁକ୍ରେନ ଯୁଦ୍ଧ, ଆତଙ୍କବାଦ ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦୀ ନିଜର ସ୍ୱତନ୍ତ୍ର ନିଷ୍ପତ୍ତି ଦ୍ୱାରା ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି । ନିକଟରେ ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଭାରତ ଓ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।ତେବେ ଏହା ମଧ୍ୟରେ ମୋଦୀ ପୁଣି ଏକ ବଡ଼ ସଫଳତା ହାସଲ କରିଛନ୍ତି…
-
ସକାଳ ଧୂପରେ ଶ୍ରୀ ଜଗନ୍ନାଥ
ଭକତ ବତ୍ସଳ ଭାବଗ୍ରାହୀ ସିଏ ଶୁଣେ ସବୁରିଙ୍କ ଦୁଃଖତୋର ଦରଶନେ ଦୁଃଖ ଭୁଲି ଯାଏ ତୁ ପରା ପ୍ରାଣୀର ସୁଖ lତୋ ନାମ ଧରିଲେ ପାପ ଦୂରେ ଯାଏ ମିଳେ ପୂଣ୍ୟର ପସରାରୋଗ ଦୁଃଖ ଶୋକ କ୍ଷଣେ ଚାଲି ଯାଏ ତୁ ପରା ଦୁଃଖ ପାଶୋରା lବରଷକୁ ଥରେ ରାଜଦାଣ୍ଡେ ଦେଖୁ ରଥ ଯାତ୍ରା ହୁଏ ତୋରଚଳନ୍ତି ରଥକୁ ଦରଶନ କଲେ ମୁକ୍ତି ମିଳେ ଜୀବନର ।ମନ କଥା ତୁହି ବୁଝି ପାରୁ ବୋଲି ହେଲୁ ତୁ…
-
ଆଠଗଡ଼ରେ ଧଳାଜହର କାରବାର:ଜଣେ ଗିରଫ ୧୦୫ଗ୍ରାମ ବ୍ରାଉନସୁଗର ଜବତ
ଆଠଗଡ଼ ସମ୍ପ୍ରତି ରାଜ୍ୟରେ ବେଆଇନ ନିଶାକାରବାର ବୃଦ୍ଧି ପାଇବାରେ ଲାଗିଛି । ନିଶା ମାଫିଆମାନଙ୍କ ଟାର୍ଗେଟରେ ଏବେ ଯୁବପୀଢ଼ି । ବିଶେଷ କରି ଯୁବପୀଢ଼ିଙ୍କୁ ନିଶାଶକ୍ତ କରାଇ ସେମାନଙ୍କ ଦ୍ୱାରା ବିପୁଳ ଅର୍ଥ ରୋଜଗାର କରିବା ଏମାନଙ୍କ ଉଦ୍ଦେଶ୍ୟ । ତେଣୁ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ, ଛାତ୍ରାବାସ ତଥା ବଡ଼ବଡ଼ ସହର ନିକଟରେ ଏହି ବ୍ୟବସାୟ ଅଧିକ ଚାଲୁଥିବାର ଅଭିଯୋଗ ହେଉଛି । ଏବେ ନିଶାମାଫିଆମାନଙ୍କ ଟାର୍ଗେଟ ରହିଛି କଟକ ଜିଲ୍ଲା ଉପରେ । ଏଠାରେ…
-
ସାଇବର ଥାନାର ଦ୍ୱାରସ୍ଥ ହେଲେ ଅନୁ ଚୌଧୁରୀ
*ସାଇବର ଥାନାର ଦ୍ୱାରସ୍ଥ ହେଲେ ଅନୁ ଚୌଧୁରୀ…* *-ଏକ ୱେବପୋର୍ଟାଲ ବିରୋଧରେ ଥାନାର ଦ୍ୱାରସ୍ତ**-ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ନାଁ ରେ ମିଥ୍ୟା ଖବର ପ୍ରସାରଣ ହୋଇଥିଲା* *-ଅନୁଙ୍କୁ କ୍ୟାନ୍ସର ହୋଇଥିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା* *-ଏଭଳି ଖବରକୁ ନିନ୍ଦା କରିବା ସହ ଆଇନର ଆଶ୍ରୟ ନେଲେ ଅନୁ*ସାଇବର
-
‘କାନ୍ଧରେ ହାତ ରଖିବା, କପଡ଼ା ଟାଣିବା. ଅପରାଧ’: ପୋକ୍ସୋ ମାମଲାରେ ହାଇକୋର୍ଟଙ୍କ ରାୟପୋକ୍ସୋ ଆକ୍ଟ ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଜଣେ ଯୁବତୀ କିମ୍ବା ମହିଳାଙ୍କ କପଡ଼ା ଟାଣିବା କିମ୍ବା ତାଙ୍କ କାନ୍ଧରେ ହାତ ରଖିବା ଯୌନ ଅପରାଧର ଅନ୍ତର୍ଭୁକ୍ତ ହେବ । ଜଣେ ବ୍ୟକ୍ତିଙ୍କ ଏପରି ଆଚରଣ ତାଙ୍କ ଯୌନ ଅପରାଧକୁ ଦର୍ଶାଇଥାଏ ବୋଲି କହିଛନ୍ତି ହାଇକୋର୍ଟ ।ଏ ନେଇ ଏକ ମାମଲାରେ ଜଣକୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଅଦାଲତ ।
‘କାନ୍ଧରେ ହାତ ରଖିବା, କପଡ଼ା ଟାଣିବା. ଅପରାଧ’: ପୋକ୍ସୋ ମାମଲାରେ ହାଇକୋର୍ଟଙ୍କ ରାୟ ପୋକ୍ସୋ ଆକ୍ଟ ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଜଣେ ଯୁବତୀ କିମ୍ବା ମହିଳାଙ୍କ କପଡ଼ା ଟାଣିବା କିମ୍ବା ତାଙ୍କ କାନ୍ଧରେ ହାତ ରଖିବା ଯୌନ ଅପରାଧର ଅନ୍ତର୍ଭୁକ୍ତ ହେବ । ଜଣେ ବ୍ୟକ୍ତିଙ୍କ ଏପରି ଆଚରଣ ତାଙ୍କ ଯୌନ ଅପରାଧକୁ ଦର୍ଶାଇଥାଏ ବୋଲି କହିଛନ୍ତି ହାଇକୋର୍ଟ । ଏ ନେଇ ଏକ ମାମଲାରେ ଜଣକୁ ଦୋଷୀ ସାବ୍ୟସ୍ତ…