-
ଗଁଦିଆ ବ୍ଳକ ଯୁବମୋର୍ଚ୍ଚା ର ପୂର୍ବତନ ସଭାପତି ବଡଭାଇ ବିବେକାନନ୍ଦ ସାମଲ ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ
ବିଜେପି ଗନ୍ଦିଆ ବ୍ଲକ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ବଡ଼ଭାଇ Bibekananda Samal (ବୁଲୁ ଭାଇ)ଙ୍କର ଗତ ରାତିରେ ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ, ଏଭଳି ବିପଦ ସମୟରେ ମହାପ୍ରଭୁ ତାଙ୍କ ପରିବାର ବର୍ଗ ଙ୍କୁ ସହାୟ ହୁଅନ୍ତୁ ,ଅମର ଆତ୍ମାର ସତଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି।ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଓଁ ଶାନ୍ତି 🙏
-
ରକ୍ତଦାନ କରି ମହାନତା ଅର୍ଜନ କଲେ ଟି ଏସ ଆଇ ଏଡିଟର ବିତୁଜ ଭାଇ ମିଳିତ ସାମ୍ବାଦିକ ସଙ୍ଘ ତରଫରୁ ଅଶେଷ ଅଶେଷ ଧନ୍ୟବାଦ
ଯେଉଁଠି ଢେଙ୍କାନାଳ ରକ୍ତ ଭଣ୍ଡାର ଫେଲ୍ ମାରୁଛି ସେଠୀ ସହଯୋଗର ହାତ ଵଢାଉଛନ୍ତି, ମୋ ଵଡ ଭାଇ, ଵେତୁଜ ଭାଈ କାଲି ରାତ୍ର 10 ଘଟିକା ସମୟରେ ମୋତେ ଗୋଟେ ଭୁଵନଅଞ୍ଚଳର ଗାଁ ଟିଭି ପ୍ରତିନିଧି, ମୋ ସାଗଂ ଫୋନକଲା ଭାଇ A+ବ୍ଲଡ ଦରକାର ତୁରନ୍ତ, ଏ ବ୍ଲଡଟି ସହଯେ ମିଳିନଥାଏ। ମୁଁ କାହାକୁ କହିବି ଭାବୁଥାଏ। ହଠାତ ମନେ ପଡିଲା ସେହି ବ୍ଲଡ ମାଷ୍ଟର ଵେତୁଜ ଭାଇ। ମୁଁ ସଂଗେ ସଂଗେ ଫୋନକଲି ଆଜି ସଖାଳୁ…
-
ବ୍ୟାପୁଛି ସ୍କ୍ରବ ଟାଇଫସ : ଚାଷୀ ଏବଂ ବିଲ ବା ଜଙ୍ଗଲରେ ଯାଉଥିବା ଲୋକ ହେଉଛନ୍ତି ଆକ୍ରାନ୍ତବ୍ୟାପୁଛି ସ୍କ୍ରବ ଟାଇଫସ । ଏହା ଚିଗର ନାମକ ଏକ କୀଟ କାମୁଡ଼ିଲେ ହେଉଛି । ଚାଷୀ ଏବଂ ବିଲ ବା ଜଙ୍ଗଲ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି । ସ୍କ୍ରବ ଟାଇଫସ ହେଲେ ଜ୍ୱର ଲାଗି ରହେ ଏବଂ ମୃତ୍ୟୁ ଆଶଙ୍କା ମଧ୍ୟ ଅଧିକ ରହିଥାଏ । ଶରୀରର ଯେଉଁ ସ୍ଥାନକୁ ଏହି କୀଟ କାମୁଡି ଥାଏ ସେଠାରେ ସ୍କିନ ଡେଡ ହୋଇଯାଏ ।ଯାହାକୁ ଏଚାର ବୋଲି କୁହାଯାଏ।ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର ଡିପିଏଚଏଲରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି । ଚିହ୍ନଟ ହେଲେ ଚିକିତ୍ସା ସହଜ ହେବ । ସାଧାରଣ ଆଣ୍ଟିବାୟୋଟିକ କାମଦେବ, ତେବେ ଯାହାର ଜ୍ୱର କମୁନି ସେମାନେ ପରୀକ୍ଷା କରାଇବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ବରଗଡ, ନବରଙ୍ଗପୁର, ସୁନ୍ଦରଗଡରେ ଏହି ରୋଗ ବ୍ୟାପୁଛି । ହେଲେ ସର୍ବାଧିକ ମାମଲା କେନ୍ଦୁଝରରୁ ଆସୁଛି ।
ବ୍ୟାପୁଛି ସ୍କ୍ରବ ଟାଇଫସ : ଚାଷୀ ଏବଂ ବିଲ ବା ଜଙ୍ଗଲରେ ଯାଉଥିବା ଲୋକ ହେଉଛନ୍ତି ଆକ୍ରାନ୍ତ ବ୍ୟାପୁଛି ସ୍କ୍ରବ ଟାଇଫସ । ଏହା ଚିଗର ନାମକ ଏକ କୀଟ କାମୁଡ଼ିଲେ ହେଉଛି । ଚାଷୀ ଏବଂ ବିଲ ବା ଜଙ୍ଗଲ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି । ସ୍କ୍ରବ ଟାଇଫସ ହେଲେ ଜ୍ୱର ଲାଗି ରହେ ଏବଂ ମୃତ୍ୟୁ ଆଶଙ୍କା ମଧ୍ୟ ଅଧିକ ରହିଥାଏ । ଶରୀରର ଯେଉଁ ସ୍ଥାନକୁ ଏହି କୀଟ କାମୁଡି…
-
ସୋମ୍ୟ କହିଲେ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସନ୍ଦେହ
ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସନ୍ଦେହ .. ସୌମ୍ୟଙ୍କୁ ପଦରୁ ହଟାଇବା ଉପରେ ସନ୍ଦେହ | ଆଗରୁ କାରଣ ଦର୍ଶାଅ ମାଗି, କାର୍ଯ୍ୟାନୁଷ୍ଠାନ ହେଉଥିଲା | ସୌମ୍ୟ ପଟ୍ଟନାୟକଙ୍କ ଘଟଣାରେ ସେପରି ଘଟି ନାହିଁ | ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ | ମୋଟାମୋଟି ରାଜନୈତିକ ପରିସ୍ଥିତି ଭଲ ନାହିଁ | ଏମିତ କେତେ ଅଘଟଣା ଆଗକୁ ଘଟିପାରେ… !ସୋମ୍ୟ
-
ଭୁବନରେ ସମ୍ବାଦ ପରିବାର ପକ୍ଷରୁ ୩୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରତିଯୋଗିତାଙ୍କୁ ପୁରସ୍କାର ବିତରଣ କଲେ thegold ପରିବାର ମୁରବି ବାସନ୍ତୀ ଦେବି
ସମ୍ବାଦ ପରିବାର ପକ୍ଷରୁ ୩୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କଲେ The Gold ପରିବାର ମୁରବି ବାସନ୍ତୀ ଦେବୀଭୁବନ ବ୍ଲକ —ପରୀକ୍ଷା କେନ୍ଦ୍ରର ନାମ,-ବାଜିରାଉତ ସ୍ମୃତି ବିଦ୍ୟାଳୟ ଚିତ୍ରାଙ୍କନ –ପ୍ରଥମ ସାଇ ସମର୍ପିତା ବେହେରା ସରସ୍ବତୀ ଶିଶୁ ମନ୍ଦିର ଭୁବନ ଦ୍ୱିତୀୟ -ମନଦୀପ ବେହେରା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଭୁବନ ତୃତୀୟ -ବର୍ଷା ପ୍ରିୟଦର୍ଶନୀ ସାହୁ ସରସ୍ବତୀ ଶିଶୁ ମନ୍ଦିର ଭୁବନ ଓଡ଼ିଆ ହସ୍ତାକ୍ଷର- ପ୍ରଥମ – ଆଦ୍ୟାଶା ବେହେରା…
-
ଥିଙ୍କର୍ଷଫୋରମ ର ୨ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ ଯୋଗ ଦେଲେ ସମସ୍ତ କର୍ମଚାରୀ
ଢେଙ୍କାନାଳ ଥିଙ୍କର୍ସ ଫୋରମର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ. ଅଦ୍ୟ ତା.11.09.2023 ରିଖ ପୂର୍ବାହ୍ନ 11.30 ସମୟରେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ମୁଖ୍ୟ ଅତିଥି DA ଶକୁନ୍ତଳା ବଳିୟାରସିଂ ଏବଂ ମୁଖ୍ୟ ବକ୍ତା. ପ୍ରଫେସର ମନୋରଞ୍ଜନ ମହାନ୍ତି ଙ୍କ ଉପସ୍ଥିତିରେ ଉଦଘାଟିତ ହୋଇ ଯାଇଛି.ଉକ୍ତ ଉତ୍ସବରେ ଫୋରମର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥି, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଏବଂ ଚରୈବେତୀ ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଲ କୁମାର ନନ୍ଦ ମଞ୍ଚାସିନ ଥିଲେ|ଉଦଘାଟନୀ…
-
ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଣ୍ଡର ବିବିଧ କ୍ଷେତ୍ରକୁ ନେଇ କରମୁଳ ପଞ୍ଚାୟତର ଗଣେଶ ଖୋଲା ସ୍ଥିତ ଆଶ୍ରମ ପ୍ରାଙ୍ଗଣରେ ଖଣ୍ଡର ବିଭିନ୍ନ ହିନ୍ଦୁ ସଂଗଠନ ସହ ଜଡିତ ମୁଖ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇ ଅଛି, ଏହି ବୈଠକରେ ସଂଘର ଅଶୋକ ଭାଇ ଓ ସବ୍ୟସାଚୀ ଭାଇ ତଥା ବିଶ୍ୱ ହିନ୍ଦୁ ପରିଷଦର ବାବା ବସିଷ୍ଠ ଦାସ ମହାରାଜ ନେତୃତ୍ୱ ନେଇ ସଭାକାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ କରିଥିଲେ…
ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଣ୍ଡର ବିବିଧ କ୍ଷେତ୍ରକୁ ନେଇ କରମୁଳ ପଞ୍ଚାୟତର ଗଣେଶ ଖୋଲା ସ୍ଥିତ ଆଶ୍ରମ ପ୍ରାଙ୍ଗଣରେ ଖଣ୍ଡର ବିଭିନ୍ନ ହିନ୍ଦୁ ସଂଗଠନ ସହ ଜଡିତ ମୁଖ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇ ଅଛି, ଏହି ବୈଠକରେ ସଂଘର ଅଶୋକ ଭାଇ ଓ ସବ୍ୟସାଚୀ ଭାଇ ତଥା ବିଶ୍ୱ ହିନ୍ଦୁ ପରିଷଦର ବାବା ବସିଷ୍ଠ ଦାସ ମହାରାଜ ନେତୃତ୍ୱ ନେଇ ସଭାକାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ କରିଥିଲେ…
-
ସଂଘର୍ଷ କରୁଛି ଢେଙ୍କାନାଳ ରେ ଆପ୍ପ
ଆମ୍ ଅଦମୀ ପାର୍ଟି ରାଜ୍ୟ ସଭାପତିଙ୍କ ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ ତିନି ଦିନିଆ ଗସ୍ତ ଶେଷ ଢ଼େଙ୍କାନାଳ : ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷିର ବିକାଶ ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି l ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ତିନି ଦିନ ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ ଗସ୍ତ ଶେଷ କରି ଭୁବନେଶ୍ୱର ଫେରିଛନ୍ତି l ପ୍ରଥମ ଦିନ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଢ଼େଙ୍କାନାଳ ସଦର…
-
ମୋ ଢେଙ୍କାନାଳ ପରିବାର ତରଫରୁ ଗଁଦିଆ ବ୍ଲକସ୍ତରୀୟ (ମୋ ପ୍ରତିଭା ମୋ ପରିଚୟ )ପ୍ରତିଯୋଗିତା ଅନୁଷ୍ଠିତ
ଗଁଦିଆ ବ୍ଲକରେ ବ୍ଲକସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ ଏବଂ ମୋ ପ୍ରତିଭା ମୋ ପରିଚୟ ପ୍ରତିଯୋଗିତା ଅନୁଷ୍ଠିତ। ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ “ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତ୍ତିକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।। ତା ୮.୯.୨୦୨୩ରିଖ…
-
ଢେଙ୍କାନାଳ ରେ ଥିଙ୍କର୍ଷଫୋରମ ର ଦୁଇଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ
ଢେଙ୍କାନାଳ ଥିଙ୍କର୍ସ ଫୋରମର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ. ଅଦ୍ୟ ତା.09.09.2023 ରିଖ ପୂର୍ବାହ୍ନ 11.30 ସମୟରେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ମୁଖ୍ୟ ଅତିଥି DA ଶକୁନ୍ତଳା ବଳିୟାରସିଂ ଏବଂ ମୁଖ୍ୟ ବକ୍ତା. ପ୍ରଫେସର ମନୋରଞ୍ଜନ ମହାନ୍ତି ଙ୍କ ଉପସ୍ଥିତିରେ ଉଦଘାଟିତ ହୋଇ ଯାଇଛି.ଉକ୍ତ ଉତ୍ସବରେ ଫୋରମର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥି, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଏବଂ ଚରୈବେତୀ ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଲ କୁମାର ନନ୍ଦ ମଞ୍ଚାସିନ ଥିଲେ|ଉଦଘାଟନୀ…