-
ଖଣ୍ଡିଆବନ୍ଦ ଗାଁରେ ତାଲା ଭାଙ୍ଗି ଦଶରୁ କୋଡିଏ ହଜାର ଟଙ୍କାର ସାମଗ୍ରୀ ଚୋରି
ଢେଙ୍କାନାଳ ସଦର ବ୍ଲକ ଖଣ୍ଡିଆ ବନ୍ଧ ଗାଁରେ ଦୋକାନ ଚୋରି ଗ୍ରାମର ନାମ ଖଣ୍ଡିଆବନ୍ଦ ନାମ -ସମୀରଚନ୍ଦ୍ର ରାଉତ ଙ୍କ ଦୋକାନ ରୁ ପୁରା ଦୋକାନ ଖାଲି ହୋଇଥିବା ସୂଚନା ମିଳିଛି, ଏହି ଭଳି ଚୋରି ହୋଇଛି ସଦର ବ୍ଲକ ତିଳପଦା ସ୍ଥିତ ଖଣ୍ଡିଆ ବନ୍ଦ ଗାଁରେ ଘଟିଛି ଏହି ଘଟଣା ରାତି 1.40ରେ ତାଙ୍କ ଘର ତାଲା ପକେଇ ତାଙ୍କ ଦୋକାନ ରୁ ଜିନିଷ ଖାଲି ହୋଇଯାଇଥିବା ସୂଚନାତେବେ ସଦର ବ୍ଲକ ରେ ଦୈନିକ ଚାଲୁଛି…
-
ଢେଙ୍କାନାଳ ରେ ଦୌଡ଼ି କି ଆମ ଆଦମୀ ପାର୍ଟିତରଫରୁ ଜୋରଜବରଦସ୍ତ କରୁଛି ଆଲୋଚନା
ଢେଙ୍କାନାଳ ରେ ଗତ କାଲି ହୋଇଥିବା ଟାଉନହଲ ଠାରେ ଆପ୍ପ ଯୋରଦାର ବୈଠକ ସଭା ଅନୁଷ୍ଠିତ, ଢେଙ୍କାନାଳ ଜିଲ୍ଲାର ସଦର ବିଧାନସଭା କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ତ୍ୱରେ ସକାଳ ପ୍ରାୟ ୧୧:୦୦ଟାରେ ଆରମ୍ଭ ହୋଇ ସନ୍ଧ୍ଯା ୦୪:୦୦ ସମୟରେ ସମ୍ପାଦିତ ହୋଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗ ଦେଇ ସଭାପତିତ୍ବ କରିଥିଲେ ଏବଂ ସଦର ବିଧାନସଭା ଅଧୀନରେ ଥିବା ସଦର ବ୍ଲକ, ଗଁଦିଆ ବ୍ଲକ…
-
ନୂଆଁଖାଇ ପାଇଁ ବାହାରିଲା ଲଗ୍ନ; ସେପ୍ଟେମ୍ବର ୨୦ରେ ଏହି ସମୟରେ ମା’ଙ୍କ ନିକଟରେ ହେବ ନବାନ୍ନଲାଗି
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଗୁରୁବାର ଦିନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସମ୍ବଲପୁର ସହରର ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଦ୍ବାରା <ଏହି ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ଅନୁସାରେ ଆସନ୍ତା ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥିରେ ବିଛା ଲଗ୍ନରେ ସକାଳରୁ ୧୦ଟା ୨୭ ଲଗ୍ନରେ ସକାଳ ୧୦ଟା୪୨ ଟ ମଧ୍ୟରେ ଶୁଭ ଲଗ୍ନ ଭିତରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଏହି ସମୟ…
-
ନବୀନ ବାସଭବନ ରେ ଯୋରଦାର ଆଲୋଚନା ଚଲେଛନ୍ତି ମୁଖ୍ୟମନ୍ତ୍ରୀ
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସରକାରୀ ମୁଖ୍ୟସଚେତକଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଓ ବରିଷ୍ଠ ମନ୍ତ୍ରୀ, ବିଧାୟକ ଉପସ୍ଥିତ ଥିଲେ ||ଏହାକୁ ଦମଦାର ଲଢେଇ ପାଇଁ ତଦାରଖ ଜାରି ରଖୁଛି ବିଜେଡି
-
ଢେଙ୍କାନାଳ ରେ ବିଜେପି ଗଢୁଛି ମୋ ମାଟି ମୋଦେଶ
ପରଜଙ୍ଗ ବିଧାନସଭା ଅନ୍ତର୍ଗତ କଙ୍କଡ଼ାହାଡ଼ ଅଂଚଳର ବାଟଗାଁ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ”ମୋ ମାଟି ମୋ ଦେଶ ” କାର୍ଯ୍ୟକ୍ରମରେ ସାମିଲ୍ ହେଲେ ବହୁ ପୁରାତନ ବିଜେପି 🙏🙏
-
ଜୀବନ ର ଦ୍ଵିତୀୟ ଗୁରୁ
2-ଶ୍ରୀଯୁକ୍ତ ସରୋଜ କୁମାର ଷଡ଼ଙ୍ଗୀମୋ ଛାତ୍ର ଜୀବନର ଦ୍ଵିତୀୟ ଗୁରୁ ଢେଙ୍କାନାଳ ରାଧାଦେଇପୁର ଗ୍ରାମର ଶ୍ରୀଯୁକ୍ତ ସରୋଜ କୁମାର ଷଡ଼ଙ୍ଗୀ |ବୁଢାସାର (ସ୍ବର୍ଗତ ରସାନନ୍ଦ କବି ଶତପଥୀ )ଙ୍କ ଗାଁ ପାଖର ସେତେବେଳର ଜଣେ ସୁନ୍ଦର ସୋମ୍ୟକାନ୍ତ ଯୁବକ |ଗୋଲ ମୁହଁକୁ କଳା ମଚମଚ ସୁନ୍ଦର ନିଶ ସହ ମନଖୋଲା ହସ ତାଙ୍କର ପରିଚୟ |ଶ୍ରୀଯୁକ୍ତ ଷଡ଼ଙ୍ଗୀ ସାର ଆମକୁ ମୁଖ୍ୟତଃ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଗଣିତ, ଇଂରାଜୀ ପଢ଼ାନ୍ତି |ସରୋଜ ସାର ଭାରି ମେଳାପୀ…
-
ଢେଙ୍କାନାଳବିଯୁଜନତା ଦଳ ର କର୍ମୀ ଜିଲ୍ଲା ବିଜୁ ମହିଳା କାର୍ଯ୍ୟକାରୀ ସଭାପତି ରୁବି ବିଶ୍ୱାଳ ଙ୍କୁ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟ ଭାବେ ନିଯୁକ୍ତି !
ଢେଙ୍କାନାଳ ଜିଲ୍ଲା ବିଜୁଜନତାଦଳ ର ବିଜୁ ମହିଳା କାର୍ଯ୍ୟକାରୀ ସଭାପତି ରୁବି ବିଶ୍ୱାଳ ଙ୍କୁ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟ ଭାବେ ନିଯୁକ୍ତି !ଆମ ଅଞ୍ଚଳର ଜଣେ ଉଦୀୟମାନ ନାରୀ ନେତ୍ରୀ ଭାବେ ଗତ ଦେଢ଼ ଦଶନ୍ଧି ଧରି ରାଜନୀତିରେ ଥାଇ ଜନସେବାରେ ବ୍ରତୀ ଥିବା ତଥା ଆମ ଅଞ୍ଚଳର ସମସ୍ୟା ସହିତ ଓତଃପ୍ରୋତଭାବେ ଜଡ଼ିତ ରହି ସମସ୍ୟାର ସମାଧାନ ପାଇଁ ତତ୍ପର ଥିବା ଜଣେ ଉଚ୍ଚାକାକ୍ଷୀଂ ମହିଳା “ରୁବି ବିଶ୍ୱାଳ “ଙ୍କୁ ମାନ୍ୟବର ମୂଖ୍ୟମନ୍ତ୍ରୀ…
-
ଶ୍ରୀ ଶ୍ରୀ ଭଗବତ ଜୀଉ ଢେଙ୍କାନାଳ ସହର ର ରଗଡି ସାହିରେ ଜନ୍ମାଷ୍ଟମୀ ଯୋଗଦେଲେ ବିଧାୟକ ସୁଧୀର କୁମାର ସାମଲ
ଢେଙ୍କାନାଳ ସହରର ୧୫ ନମ୍ବର ୱାର୍ଡ ସ୍ଥିତ ରଗଡ଼ି ସାହିରଶ୍ରୀ ଶ୍ରୀ ଭଗବତ ଜୀଉ ସମ୍ମୁଖରେ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ।#sudhirkumarsamal #dhenkanal #odisha
-
ସନାତନ ଧର୍ମ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟର ଉପଯୁକ୍ତ ପ୍ରତିକ୍ରିୟା ଦରକାର। ନୂତନ ସଂସଦ ଭବନ ଉଦ୍ଘାଟନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ପତ୍ର ନ ଦିଆଯିବା ସନାତନ ଧର୍ମର ଧର୍ମାବଲମ୍ବୀଙ୍କ ଭେଦଭାବର ଉଦାହରଣ ବୋଲି ଉଦୟନିଧି ଷ୍ଟାଲିନ୍ କହିଥିଲେ।
ଡିଏମକେ ନେତାଙ୍କ ‘ସନାତନ’ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦୀମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ମନ୍ତ୍ରୀ ଉଦୟନିଧି ସନାତନ ଧର୍ମ ଏକ ରୋଗ ସଦୃଶ ଏବଂ ଏହାକୁ ଉଚ୍ଛେଦ କରାଯିବା ଉଚିତ ବୋଲି ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ତାଙ୍କ ମନ୍ତବ୍ୟ ପାଇଁ ଯେକୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ସେ ବାରମ୍ବାର କହିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାମିଲନାଡୁ ରାଜ୍ୟପାଳଙ୍କ ଅନୁମୋଦନ…
-
ବିଜେପି ପକ୍ଷରୁ ଭୁବନ ବ୍ଲକ ନୀଳକଣ୍ଠପୁର ରେ ମାଟି ସଂଗ୍ରହ
ଭୁବନ ବ୍ଲକ ନୀଳକଣ୍ଠପୁର ର ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରାଯାଇଛି । ରାଜ୍ୟ ପରିଷଦ ସଦସ୍ୟ ଶତ୍ରୁଘ୍ନ ଜେନା ଙ୍କ ନେତୃତ୍ୱ ରେ ଶତାଧିକ ବିଜେପି ନେତା ଙ୍କ ଉପସ୍ଥିତରେ ଗାଁ ର ସମସ୍ତ ପରିବାର ରୁ ମାଟି ସଂଗ୍ରହ କରାଯାଇଛି । #dhenkanalupdate