-
ଢେଙ୍କାନାଳ ସହର ରେ ୯ ତାଲା ମେଡିକାଲ ନାହିଁ ବେଡ଼ କୁଆଡେ ଗଲେ ସରକାର
ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବେଡ୍ ଅଭାବ କାରଣରୁ ଅନେକ ରୋଗୀ ତଳେ ପଡ଼ି ରହିଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ଅଧିକ ରୁ ଅଧିକ ବେଡ୍ ଯୋଗାଇଦେବାକୁ ମୋର ଦାବି । ବିଶ୍ୱସ୍ତରୀୟ ସେବା କଥା କହୁଥିବା ନିର୍ଲଜ ଗୁଡ଼ାକ ଭଲଭାବେ ଏ ଦୃଶ୍ୟ ଦେଖନ୍ତୁ। ସେମାନଙ୍କୁ ମୋର ପ୍ରଶ୍ନ ଏହା କ’ଣ ବିଶ୍ୱସ୍ତରୀୟ ସେବା କିରେ ନିର୍ଲଜ??? ଉତ୍ତର ଦିଅ । ରିପୋର୍ଟ ହିନ୍ଦୋଳରୁ new ଓଡ଼ିଆ odisha
-
୧୯ ମେ ୨୦୨୩ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ନୋଟ୍ ପ୍ରଚଳନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ରିଜର୍ଭ ବ୍ୟାଙ୍କ କହିଛି ଯେ, ୨୦୦୦ ଟଙ୍କା ନୋଟକୁ ୩୦ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କରେ ଜମା କରିବାକୁ ପଡିବ । ଅବଶ୍ୟ ଏହାରି ମଧ୍ୟରେ ୨୦୦୦ ଟଙ୍କା ନୋଟକୁ ଚାଲୁ ରଖାଯିବ । କୌଣସି ଦୋକାନୀ କିମ୍ବା ଅନ୍ୟ କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ ।ରିଜର୍ଭ ବ୍ୟାଙ୍କ ଦ୍ୱାରା ସେୟାର ହୋଇଥିବା ତଥ୍ୟ ଅନୁଯାୟୀ, ବ୍ୟାଙ୍କଗୁଡିକରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ୨୦ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା ହୋଇଥିବା ୨୦୦୦ ନୋଟର ମୋଟ ମୂଲ୍ୟ ୩.୩୨ ଲକ୍ଷ କୋଟି ଟଙ୍କା ଥିଲା । ଏହାର ଅର୍ଥ ହେଉଛି, ୩୧ ଅଗଷ୍ଟ ୨୦୨୩ ରେ କେବଳ ୦.୨୪ ଲକ୍ଷ କୋଟି ଟଙ୍କାର ୨,୦୦୦ ଟଙ୍କାର ନୋଟ୍ ପ୍ରଚଳନ ହୋଇଥିଲା, ଯାହା ସମୁଦାୟ ୨୦୦୦ ନୋଟର ୭ ପ୍ରତିଶତ ।
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୦୦ ଟଙ୍କିଆ ନୋଟ୍ ସମ୍ବନ୍ଧରେ ଏକ ବଡ ଅପଡେଟ ଜାରି କରିଛି । ନୂଆ ତଥ୍ୟ ଅନୁଯାୟୀ, ୨୦୦୦ ଟଙ୍କା ନୋଟର ମୋଟ ୯୩ ପ୍ରତିଶତ ବ୍ୟାଙ୍କକୁ ଫେରସ୍ତ କରାଯାଇଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ ବଜାରରେ କେବଳ ୭ ପ୍ରତିଶତ ଅଂଶ ଉପଲବ୍ଧ ରହିଛି ।୧୯ ମେ ୨୦୨୩ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ନୋଟ୍ ପ୍ରଚଳନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା ।…
-
କରେଣ୍ଟ ଲାଗି କର୍ମଚାରୀ ମୃତ, ଖୁଣ୍ଟରେ ଚଢ଼ି ବିଦ୍ୟୁତ୍ ସଂଯୋଗ କରୁଥିବା ବେଳେ ଅଘଟଣ
ଢ଼େଙ୍କାନାଳ: ବିଦ୍ୟୁତ୍ ଆଘାତରେ ବିଦ୍ୟୁତ କର୍ମଚାରୀ ମୃତ । ଘଟଣା ଘଟିଛି ମୋଟଙ୍ଗା ଥାନା ବିଡୋ ଗ୍ରାମରେ। ମୃତକ ସଦର ଥାନା ମଙ୍ଗଳପୁରର ଗଣେଶ୍ବର ସ୍ବାଇଁ । ସୂଚନା ଅନୁଯାୟୀ, ଅପରାହ୍ନରେ ସୌଭାଗ୍ୟ ଯୋଜନାରେ ହିତାଧିକାରୀଙ୍କ ବିଦ୍ୟୁତ୍ ସଂଯୋଗ କରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା। ଗଣେଶ୍ବର ଠିକାଦାର ଅଧୀନରେ ବିଦ୍ୟୁତ ଖୁଣ୍ଟରେ ଚଢ଼ି ବିଦ୍ୟୁତ ସଂଯୋଗ କରୁଥିଲେ ।
-
୨ ବର୍ଷ ପରେ ଭୁବନ ରେ ରୋଗୀକଲ୍ୟାଣ ବୈଠକ
ଦେଢବର୍ଷ ପରେ ରୋଗୀକଲ୍ୟାଣ ବୈଠକ ୪ର୍ଥ ଶ୍ରେଣୀ କ୍ୱାଟର ବିଷୟ ଆଲୋଚନା ନୋହିଲା ପୂର୍ଣ୍ଣାଙ୍ଗ ହେବାକୁ ଲାଗିଲାଣି ୧୩ବର୍ଷଭୁବନ (ପୂର୍ଣ୍ଣ ଚନ୍ଦ୍ର ସାହୁ )ଭୁବନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରରୋଗୀ କଲ୍ୟାଣ ବୈଠକ ଦୀର୍ଘ ଦେଢବର୍ଷ ପରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ ମୈାଳିକ ଅଭାବ ଅସୁବିଧା ସଂର୍ପକରେ ଆଲୋଚନା ହୋଇଥିବା ବେଳେ ଦୀର୍ଘ ୧୩ ବର୍ଷ ପରେ ଶେଷ ହୋଇ ପାରୁନଥିବାଚତୁର୍ଥ ଶ୍ରେଣୀ କ୍ୱାଟର ନିର୍ମାଣକଥା ଆଲୋଚନାକୁଆସିନପାରିବା ବିଷୟ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି…
-
ଢେଙ୍କାନାଳ ଜିଲ୍ଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ମେଗା କ୍ୟାମ୍ପ ଆୟୋଜିତ
ଢେଙ୍କାନାଳ ଜିଲ୍ଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ମେଗା କ୍ୟାମ୍ପ ଆୟୋଜିତ ଢେଙ୍କାନାଳ : ତା.୩୧.୦୮.୨୦୨୩ ରିଖ:( ) ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଠାରେ ଥିବା ଢେଙ୍କାନାଳ ଜିଲ୍ଲା ମୁକ୍ତ ବିଦ୍ୟାଳୟ କେନ୍ଦ୍ର ସଭା ଗୃହରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ଦ୍ଵିତୀୟ ମେଗା କ୍ୟାମ୍ପ-୨୦୨୩ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଏହି ମେଗା କ୍ୟାମ୍ପର…
-
ଢେଙ୍କାନାଳ ପୌର ପରିଷଦର ସ୍ୱାୟତ୍ତ ଶାସନ ଦିବସ ପାଳନ l ସ୍ୱାୟତ୍ତ ଶାସନ ଦିବସ ଅବସରରେ ଢେଙ୍କାନାଳ ପୌରପାଳିକା ପକ୍ଷରୁ ମିନିଷ୍ଟାଡିୟମରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ, ଜମିପଟ୍ଟା ବଣ୍ଟନ, ଜଙ୍ଗଲ ଜମି ବଣ୍ଟନ, ପୂର୍ବତନ ଅଧ୍ୟକ୍ଷ ମାନଙ୍କ ସହ ଶ୍ରେଷ୍ଠ କର୍ମଚାରୀ ମାନଙ୍କୁ ସମ୍ମାନିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ।#sudhirkumarsamal #Dhenkanal #Odisha
ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ୭୩ ତମ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି। ଶ୍ରୀଯୁକ୍ତ ସୁଧିର କୁମାର ସାମଲ ମାନ୍ୟବର ବିଧାୟକ ଢେଙ୍କାନାଳ ଉଦଘାଟନ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ପୈାରଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୈାରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଉପସ୍ଥିତ ଥିଲେ। ଅତିଥିମାନଙ୍କୁ ଫୁଲ ତୋଡା…
-
ରାସ୍ତାରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୧୩ ମୃତ
ଆଜି ଭୋର ସମୟରେ ଟ୍ରକ୍ଟି ତାଳଚେରରୁ କାମାକ୍ଷାନଗର ଅଭିମୁଖେ ଯାଉଥିଲା। ଏହି ସମୟରେ ବାରିହାପୁର ଗାଁ ନିକଟରେ ରାସ୍ତା ଉପରେ ଗୋରୁ ଗୁଡ଼ିକ ଶୋଇଥିଲେ। ଟ୍ରକ୍ଟି ଦ୍ରୁତ ଗତିରେ ଆସି ଗୋରୁଙ୍କ ଉପରେ ମାଡ଼ି ଯାଇଥିଲା। ପରେ ଚା’ ଦୋକାନ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ୧୩ଟି ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ଚା’ ଦୋକାନୀର କିଛି ହୋଇ ନାହିଁ। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ…
-
*🚦୧୨ କୁଖ୍ୟାତ ଡକାୟତଙ୍କୁ ବାନ୍ଧିଲା ପୁରୀ ପୋଲିସ**👉ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି।**👉 ଅଗଷ୍ଟ ମାସରେ ପୁରୀ ଟାଉନର ବିଭିନ୍ନ ଥାନା ଅଞ୍ଚଳରୁ ୫୦ ରୁ ଊର୍ଦ୍ଧ୍ଵ ଅପରାଧୀମାନଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।*
*🚦୧୨ କୁଖ୍ୟାତ ଡକାୟତଙ୍କୁ ବାନ୍ଧିଲା ପୁରୀ ପୋଲିସ**👉ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି।**👉 ଅଗଷ୍ଟ ମାସରେ ପୁରୀ ଟାଉନର ବିଭିନ୍ନ ଥାନା ଅଞ୍ଚଳରୁ ୫୦ ରୁ ଊର୍ଦ୍ଧ୍ଵ ଅପରାଧୀମାନଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।*
-
ଢେଙ୍କାନାଳ ନାଗରିକ ସଚେତନ ଫୋରମ ଆନୁକୂଲ୍ୟରେ କୁନି କୁନି ବାଳକ ବାଳିକା ଫୋରମ ପକ୍ଷରୁ ରାକ୍ଷୀ ପୂଣ୍ଣିମା ପରମ୍ପରା
*ଢେଙ୍କାନାଳ ନାଗରିକ ସଚେତନ ଫୋରମ୍ ଆନୁକୁଲ୍ୟରେ ଢେଙ୍କାନାଳ ଠାରେ ଗଢ଼ିଉଠିଥିବା DCC play Schhol ରେ କୁନି କୁନି ବାଳକ ବାଳିକା ଙ୍କ ଦ୍ଵାରା ଭାରତୀୟ ସଂସ୍କୃତି ଓ ପରମ୍ପରା ର ପ୍ରମୁଖ ପର୍ବ ରାକ୍ଷୀ ପୂର୍ଣ୍ଣମୀ ଉତ୍ସବ ବିଦ୍ୟାଳୟପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରକାଶ ଥାଉ କି ଏହି ଇଂରାଜୀ ବିଦ୍ୟାଳୟ ରେ ବିନା Donation ରେ ଆଡମିସନ୍ ଦେବା ସଙ୍ଗେ ସଙ୍ଗେ ଉନ୍ନତ ମାନର ଖେଳ ସାମଗ୍ରୀ ସହ ଶିକ୍ଷାଦାନ କରାଯାଇଥାଏ*।
-
ରାକ୍ଷୀ ରେ ରାକ୍ଷୀ ତୁ ହେବୁ ମୋର ସାକ୍ଷୀ
ଢେଙ୍କାନାଳ ଲେଖକ -ତାପସଦାସ ରାକ୍ଷୀରେ ରାକ୍ଷୀ ତୁ ହେବୁ ମୋର ସାକ୍ଷୀ ଆଜି ଏଇ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ହାତରେ ମୁଁ ବାନ୍ଧିବି ରାକ୍ଷୀ ଆଦରି ଯେ ନେବି ସମ୍ପର୍କରେ ll ଥାଏ ଯେଉଁ ସମ୍ପର୍କରେ ଭରି ସ୍ନେହ ଥାଏ ଯେଉଁଠି ଅମାପ ଶ୍ରଦ୍ଧା ସ୍ୱାର୍ଥପର ଏ ଦୁନିଆଁରେ ସେ ଏକା ବିନା ସ୍ଵାର୍ଥେ ଥାଏ ପାଖେ ସଦା ll ଏଇ ସମ୍ପର୍କ ଅଟେ ସ୍ନେହ ରକ୍ତର ପୁଣି ଯେ ଅଜଣା ଦୁନିଆଁରୁ ଆସି ପାଲଟିଯାଏ ବହୁ…