-
ଆପ୍ ପକ୍ଷରୁ ଚନ୍ଦ୍ରାୟନ-୩ ର ସଫଳତା ପାଇଁ ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମି ବେହେରାଙ୍କୁ ଶୁଭେଚ୍ଛା ବାର୍ତ୍ତା ସାରା ବିଶ୍ବରେ ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଛି। ଏହି ସଫଳତାରେ ଓଡିଆ ଝିଅ ତଥା ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମୀ ବେହେରାଙ୍କର ଅତୁଳନୀୟ ଅବଦାନ ରହିଛି । ଢେଙ୍କାନାଳ ସ଼ହରର ରାମେଶ୍ୱରପୁରସ୍ଥ ଅବସରପ୍ରାପ୍ତ ସରକାରୀ ଶିକ୍ଷକ ଶଙ୍କର୍ଷଣ ବେହେରାଙ୍କ କନ୍ଯା ଇସ୍ରୋର ବୈଜ୍ଞାନିକମାନଙ୍କ ମଧ୍ୟରେ ଜଣେ। ଏହି ଅବସରରେ ଆମ୍ ଆଦମୀ ପାର୍ଟି ଢ଼େଙ୍କାନାଳ ଶାଖା ପକ୍ଷରୁ ଇସ୍ରୋର ବୈଜ୍ଞାନିକ ସୁଶ୍ରୀ ରଶ୍ମୀ ବେହେରାଙ୍କ ପୈତୃକ ଘରେ ପହଞ୍ଚି ତାଙ୍କ ପିତାଙ୍କୁ ଶୁଭେଚ୍ଛା ବାର୍ତ୍ତା ସହ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଭବିଷ୍ୟତରେ ସେ ସାହସର ସହିତ ଓଡ଼ିଶା ତଥା ଦେଶର ନାମ ଟେକ ରଖନ୍ତୁ ଏବଂ ପ୍ରଭୁ ଜଗନ୍ନାଥ ତାଙ୍କୁ ଆହୁରି ଶକ୍ତି ଦିଅନ୍ତୁ l ଏହି କାର୍ଯ୍ୟକ୍ରମରେ ସଦସ୍ୟl ରଚିତା ନାଏକ, ଜସ୍ମିନ ନାଏକ, କେଶବ ଚନ୍ଦ୍ର ତ୍ରିପାଠୀ, ପିତାମ୍ବର ସାମନ୍ତରାୟ , ଜନାର୍ଦ୍ଦନ ନନ୍ଦୀ, ପ୍ରଶାନ୍ତ କୁମାର ଜେନା, କୁଞ୍ଜବିହାରୀ ଲେଙ୍କା ଓ ଜିତେନ୍ଦ୍ର ବେହେରା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।
-
ଢେଙ୍କାନାଳ ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏନ୍ସ ଢେଙ୍କାନାଳ ପକ୍ଷରୁ ୭ମ ଜିଲ୍ଲା ସ୍ତରୀୟ ବ୍ୟାଡ଼ମୀଣ୍ଟନ
ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଢେଙ୍କାନାଳ ପକ୍ଷରୁ ୭ମ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଉଦଯାପନ ଉତ୍ସବ ରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କଲି । ଏହି ପ୍ରତିଯୋଗିତାରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ। #sudhirkumarsamal #Dhenkanal #Odisha
-
ଢେଙ୍କାନାଳ ସହର ରେ ବିଜେପି ପକ୍ଷରୁ ଅନୁଷ୍ଠିତ ହେଲା (ମୋର ମାଟି ମୋ ଦେଶ)
ଆଜି “ମୋର ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅଧୀନରେ ଢେ଼ଙ୍କାନାଳ ମାଟିର ଗର୍ବ ଓ ଗୌରବ , ସ୍ୱାଧୀନତା ସଂଗ୍ରାମୀ ଏବଂ ” ଢ଼େଙ୍କାନାଳ ର ଗାନ୍ଧୀ ” ଆଖ୍ୟା ପାଇଥିବା ଶ୍ରୀ ସାରଙ୍ଗଧର ଦାଶ ଙ୍କ ପବିତ୍ର ଜନ୍ମସ୍ଥାନ ହରେକୃଷ୍ଣପୁର ଗ୍ରାମ ଠାରେ ଦିଲ୍ଲୀ #ଅମୃତବାଟିକା ସୃଷ୍ଟି ନିମନ୍ତେ ମାଟି ସଂଗ୍ରହ କରିବା କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଥିଲା। ଏହି ମହତ କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ…
-
ଢେଙ୍କାନାଳ ଗ୍ରସ୍ତ ରେ ବିଜେପି କେନ୍ଦ୍ରମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ‘ମୋ ମାଟି, ମୋଦେଶ’ ଅଭିଯାନରେ ସାରା ଦେଶର ବୀର ସଂଗ୍ରାମୀଙ୍କମାଟିକୁ ସଂଗ୍ରହ କରିବାକୁ ସଂକଳ୍ପ ନେଇଛନ୍ତି । ଏହି କ୍ରମରେରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ‘ଅମୃତ ବାଟିକା’ ସୃଷ୍ଟି ପାଇଁଆଜି ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ସ୍ଥିତ ସାରଙ୍ଗଧରଦାସଙ୍କ ‘ସ୍ମୃତି ସୃମ୍ଭ’ ପରିସରରୁ ଗ୍ରାମର ଘର ଘର ବୁଲି‘ଅମୃତ କଳସ’ ରେ ପବିତ୍ର ମାଟି ସଂଗ୍ରହ କଲେ ଓଡ଼ିଶାରରନ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହିତ ଉପସ୍ଥିତ ଥିଲେ ପୂର୍ବତନ ସାଂସଦରୁଦ୍ର…
-
*ମହାକାଶକୁ ଯିବ ମହିଳା ରୋବଟ ‘ବ୍ୟୋମ୍ମିତ୍ର’;* ସେଠି କ’ଣ କରିବ ଜାଣନ୍ତୁଗଗନୟାନ ମିଶନରେ ଭାରତ ଏକ ମହିଳା ରୋବଟ ‘ବ୍ୟୋମ୍ମିତ୍ର’ ପଠାଇବ। ଏହା ସାହାଯ୍ୟରେ ମଣିଷ ଯିବା ପାଇଁ ରାସ୍ତା ସ୍ପଷ୍ଟ ହୋଇଯିବ। ଜାଣନ୍ତୁ ଏହି ରୋବଟ୍ କେତେ ସ୍ୱତନ୍ତ୍ର ଏବଂ ଏହା କିପରି ମଣିଷକୁ ମହାକାଶକୁ ଯିବା ପାଇଁ ରାସ୍ତା ଦେଖେଇବ। PUBLISHED: SATURDAY, 26 AUGUST 2023UPDATED: 26 AUGUST 2023, 👇👇👇କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଗଗନୟାନ ମିଶନରେ ଭାରତ ଏକ ମହିଳା ରୋବଟ ‘ବ୍ୟୋମ୍ମିତ୍ର’ ପଠାଇବ। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିବା ସିଂହଙ୍କ କହିବା କଥା ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏକ ଟ୍ରାଏଲ୍ ସ୍ପେସ୍ ଫ୍ଲାଇଟ୍ କରାଯିବ।କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ମହାମାରୀ କାରଣରୁ ଗଗନୟାନ ପ୍ରକଳ୍ପ ବିଳମ୍ବିତ ହେଲା। ବର୍ତ୍ତମାନ ଆମେ ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରଥମ ପରୀକ୍ଷା ମିଶନ ଯୋଜନା କରୁଛୁ। ମହାକାଶଚାରୀମାନଙ୍କୁ ଫେରାଇ ଆଣିବା ସେତିକି ଗୁରୁତ୍ୱପୂର୍ଣ୍ଣ ଯେତିକି ସେମାନଙ୍କୁ ପଠେଇବା।”ଜିତେନ୍ଦ୍ର ସିଂହ ପୁଣି କହିଛନ୍ତି, “ଦ୍ୱିତୀୟ ମିଶନରେ ଜଣେ ମହିଳା ରୋବଟ୍ ରହିବ ଏବଂ ସେ ସମସ୍ତ ମାନବ କାର୍ଯ୍ୟକଳାପକୁ ଅନୁକରଣ କରିବ। ଯଦି ସବୁକିଛି ଠିକ୍ ହୁଏ ତେବେ ଆମେ ଆଗକୁ ବଢିପାରିବା।” ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବା ପରେ ସେ କେତେ ଆରାମ ଅନୁଭବ କରିଛନ୍ତି ସେ ଏହା ମଧ୍ୟ କହିଛନ୍ତି।ଜିତେନ୍ଦ୍ର ସିଂହ ପୁଣି କହିଛନ୍ତି, “ଯେଉଁମାନେ ISRO ଟିମ୍ ସହିତ ଘନିଷ୍ଠ ଭାବରେ ଜଡିତ ଅଛନ୍ତି ଆମେ ସମସ୍ତେ ଡରିଯାଇଥିଲୁ। ମୋର ପ୍ରଥମ ଭୟଭୀତ ମୁହୂର୍ତ୍ତ ଥିଲା ଯେତେବେଳେ ଚନ୍ଦ୍ରୟାନ-୩ ପୃଥିବୀର କକ୍ଷପଥ ଛାଡି ଚନ୍ଦ୍ରର କକ୍ଷପଥ ଆଡକୁ ଗଲା … ଲ୍ୟାଣ୍ଡିଂ ଖୁବ ଆରାମଦାୟକ ଥିଲା।”ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଏକ ମହାକାଶଯାନକୁ ଅବତରଣ କରେଇବାରେ ଭାରତ ହେଉଛି ପ୍ରଥମ ଦେଶ ଏବଂ ୟୁଏସ୍ଏସ୍ଆର୍, ଆମେରିକା ଏବଂ ଚୀନ୍ ପରେ ସଫଳତାର ସହିତ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର୍ ପଠାଇବାରେ ଚତୁର୍ଥ ଦେଶ ହୋଇପାରିଛି।ଏହି ମିଶନରେ ମାନବବିହୀନ ବିମାନକୁ ରକେଟ୍ ମାଧ୍ୟମରେ ମହାକାଶକୁ ପଠାଯିବ। ଏହା ମାଧ୍ୟମରେ ISRO ଏହାର ସିଷ୍ଟମ୍ ଏବଂ ପ୍ରସ୍ତୁତି ପରୀକ୍ଷା କରିବ। ଆସନ୍ତା ବର୍ଷ ଏହି ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟୋମ୍ମିତ୍ର ରୋବଟ୍ ପଠାଯିବ। ଏହା ସାହାଯ୍ୟରେ ମଣିଷ ଯିବା ପାଇଁ ରାସ୍ତା ସ୍ପଷ୍ଟ ହୋଇଯିବ। ଜାଣନ୍ତୁ ଏହି ରୋବଟ୍ କେତେ ସ୍ୱତନ୍ତ୍ର ଏବଂ ଏହା କିପରି ମଣିଷକୁ ମହାକାଶକୁ ଯିବା ପାଇଁ ରାସ୍ତା ଦେଖେଇବ।ମିଶନ୍ ଗଗନୟାନ ପାଇଁ ୨୪ ଜାନୁଆରୀ ୨୦୨୦ରେ ISRO ଏହି ରୋବଟ୍ ଉପସ୍ଥାପନ କରିଥିଲା। ଏହା କେବଳ ତିଆରି କରାଯାଇଥିଲା ଯାହା ଦ୍ୱାରା ମଣିଷ ଯିବା ପୂର୍ବରୁ ଏହାକୁ ମହାକାଶକୁ ପଠାଯାଇପାରିବ। ଏହା ମାଧ୍ୟମରେ ମହାକାଶରେ ମଣିଷ ଉପରେ ପଡିବାକୁ ଥିବା ପ୍ରଭାବ ବିଷୟରେ ଜାଣିହେବ। ଏହାର କାର୍ଯ୍ୟ କରିବାର ପଦ୍ଧତିକୁ ପ୍ରଶଂସା କରାଯାଇଛି ଏବଂ ଏହାକୁ ବିଶ୍ୱର ସର୍ବଶ୍ରେଷ୍ଠ ସ୍ପେସ୍ ଏକ୍ସପ୍ଲୋରର ହ୍ୟୁମାନୋଇଡ୍ ରୋବଟ୍ ଆଖ୍ୟା ଦିଆଯାଇଛି। ଏହାକୁ ବାଙ୍ଗାଲୋରରେ ରଖାଯାଇଛି।
*ମହାକାଶକୁ ଯିବ ମହିଳା ରୋବଟ ‘ବ୍ୟୋମ୍ମିତ୍ର’;* ସେଠି କ’ଣ କରିବ ଜାଣନ୍ତୁଗଗନୟାନ ମିଶନରେ ଭାରତ ଏକ ମହିଳା ରୋବଟ ‘ବ୍ୟୋମ୍ମିତ୍ର’ ପଠାଇବ। ଏହା ସାହାଯ୍ୟରେ ମଣିଷ ଯିବା ପାଇଁ ରାସ୍ତା ସ୍ପଷ୍ଟ ହୋଇଯିବ। ଜାଣନ୍ତୁ ଏହି ରୋବଟ୍ କେତେ ସ୍ୱତନ୍ତ୍ର ଏବଂ ଏହା କିପରି ମଣିଷକୁ ମହାକାଶକୁ ଯିବା ପାଇଁ ରାସ୍ତା ଦେଖେଇବ। PUBLISHED: SATURDAY, 26 AUGUST 2023UPDATED: 26 AUGUST 2023, 👇👇👇କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଗଗନୟାନ ମିଶନରେ ଭାରତ…
-
କୋଇଲା ଖଣି ଡମ୍ପିଙ୍ଗ୍ ୟାର୍ଡରୁ ମୃତଦେହ ଉଦ୍ଧାର ଘଟଣା:ମିଳିଲା ପରିଚୟଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଜରଡା ଗ୍ରାମ ମୁଣ୍ଡାଢିପ ନିକଟସ୍ଥ କୋଇଲା ଖଣି ଅଞ୍ଚଳରୁ ଗୁରୁବାର କଣିହା ଥାନା ପୋଲିସ ଏକ ଅଜଣା ମୃତ ଦେହ ଉଦ୍ଧାର କରିଥିଲା। ଏହାକୁ ନେଇ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନି କୁକୁର ନେଇ ତଦନ୍ତ ଚଳାଇଥିବା ବେଳେ ଆଜି ମୃତକଙ୍କ ପରିଚୟ ମିଳିଛି।ଥାନା ସୁତ୍ରରୁ ଜଣାଯାଏ, ମୃତକ ଜଣକ ଅନୁଗୋଳ ଥାନା କୁମଣ୍ଡ ପ୍ରଗତି ନଗର ଅଞ୍ଚଳର ମଙ୍ଗୁଳୁ ବେହେରା। ତେବେ କିପରି ମୃତ୍ୟୁ ହେଲା କଣିହାଁ କୋଇଲା ଖଣିରେ ଆସି ମୃତଦେହ ପଡ଼ିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ପୋଲିସ ପ୍ରକାଶ କରିଛି I
କୋଇଲା ଖଣି ଡମ୍ପିଙ୍ଗ୍ ୟାର୍ଡରୁ ମୃତଦେହ ଉଦ୍ଧାର ଘଟଣା:ମିଳିଲା ପରିଚୟ ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଜରଡା ଗ୍ରାମ ମୁଣ୍ଡାଢିପ ନିକଟସ୍ଥ କୋଇଲା ଖଣି ଅଞ୍ଚଳରୁ ଗୁରୁବାର କଣିହା ଥାନା ପୋଲିସ ଏକ ଅଜଣା ମୃତ ଦେହ ଉଦ୍ଧାର କରିଥିଲା। ଏହାକୁ ନେଇ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନି କୁକୁର ନେଇ ତଦନ୍ତ ଚଳାଇଥିବା ବେଳେ ଆଜି ମୃତକଙ୍କ ପରିଚୟ ମିଳିଛି।ଥାନା ସୁତ୍ରରୁ ଜଣାଯାଏ, ମୃତକ ଜଣକ ଅନୁଗୋଳ ଥାନା କୁମଣ୍ଡ ପ୍ରଗତି ନଗର ଅଞ୍ଚଳର…
-
*🚦ସିଆରପିଏଫ କ୍ୟାମ୍ପରେ ଝୁଲିପଡିଲେ ଯବାନ । ଆତ୍ମହତ୍ୟା କାରଣ ଅସ୍ପଷ୍ଟ 😭😭😭😭**👉 ଶୌଚାଳୟ ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।**👉 କନ୍ଧମାଳ ଜିଲ୍ଲା ବାଲିଗୁଡା ସିଆରପିଏଫ ୧୨୭ ବାଟାଲିଅନର ଯବାନ ରମେଶ ସିଏଲ୍ ଆତ୍ମହତ୍ୟା କରିଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି ।**👉 ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଯବାନଙ୍କ ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି ।*
*🚦ସିଆରପିଏଫ କ୍ୟାମ୍ପରେ ଝୁଲିପଡିଲେ ଯବାନ । ଆତ୍ମହତ୍ୟା କାରଣ ଅସ୍ପଷ୍ଟ 😭😭😭😭**👉 ଶୌଚାଳୟ ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।**👉 କନ୍ଧମାଳ ଜିଲ୍ଲା ବାଲିଗୁଡା ସିଆରପିଏଫ ୧୨୭ ବାଟାଲିଅନର ଯବାନ ରମେଶ ସିଏଲ୍ ଆତ୍ମହତ୍ୟା କରିଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି ।**👉 ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଯବାନଙ୍କ ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି ।*
-
ତୃପ୍ତି ପାଠlଗାର ପକ୍ଷରୁ ଓ ବ୍ରହ୍ମକୁମାରୀ କେନ୍ଦ୍ର ରେ ୫୩ ୟୁନିଟ ରକ୍ତ ସଂଗ୍ରହ ରକ୍ତଦାତା ସହଯୋଗୀଙ୍କୁ ଧନ୍ୟବାଦ କଲେ ସମାଜ ସେବି ପୂର୍ଣ୍ଣ ସାହୁ
ଭୁବନ ବ୍ରହ୍ମାକୁମାରୀକେନ୍ଦ୍ରରେ 53ୟୁନିଟ ସଂଗ୍ରହ ରକ୍ତଦାତା ଓ ସହଯୋଗୀଙ୍କୁ ଧନ୍ୟବାଦ # ଦିଗୋଲଡ଼ ପରିବାରରୁ ସାତଜଣ# ମା ପୁଅ , ସ୍ୱାମୀ ସ୍ତ୍ରୀ ଦେଲେ ରକ୍ତ# ଡାକ୍ତର ଶାନ୍ତିପଣ୍ଡା ରକ୍ତଦାତାହୋଇବାର୍ତ୍ତାଦେଲେ # ନଗରପାଳ ଶୁଭେନ୍ଦୁ ସାହୁ ଉଦଘାଟନ କଲେ ଭୁବନ ବିଶ୍ୱବନ୍ଧୁତ୍ୱ ଦିବସରେ ସମ୍ବାଦ ଆମ ଓଡିଶା ସହଯୋଗରେ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ଦ୍ୱାରା 53ୟୁନିଟ ରକ୍ତ ସଂଗ୍ରହ କରାଯାଇଛି | ରକ୍ତଦାତା —- ସସ୍ମିତା ମିଶ୍ର , ଜୟନ୍ତୀ ସାହୁ, ଶକୁନ୍ତଳା ଜେନା, ଲିପ୍ସାରାଣୀ…
-
ଗଡ଼ଜାତ ଗାନ୍ଧୀ
ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ “ଗଡଜାତ ଗାନ୍ଧୀ” ତଥା ଢେ଼ଙ୍କାନାଳ ର ପ୍ରଥମ ସାଂସଦ ସ୍ୱର୍ଗତ ସାରଙ୍ଗ ଧର ଦାସ ଙ୍କ ସ୍ମୃତି ରେ ଏକ “ଡାକ ଟିକଟ ” ପ୍ରଚଳନ ପାଇଁ “କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ” ରେ ବହୁ ଦିନ ଧରି ବିଚାରଧୀନ ଅଛି। ସେହିପରି “ସାରଙ୍ଗ ଧର “ଙ୍କ ନାମରେ ଏକ “ଏକ୍ସପ୍ରେସ ଟ୍ରେନ” ଚଳାଚଳ ପାଇଁ ମଧ୍ୟ ଦାବି ହୋଇ ଆସୁଅଛି। କେନ୍ଦ୍ର ସରକାର ରେ ଢେ଼ଙ୍କାନାଳ ମାଟିର ପୁଅ ଶ୍ରିଯୁକ୍କ୍ତ ଧର୍ମେନ୍ଦ୍ର…
-
ଏହି ଭଳି ପରିବେଶ ଢେଙ୍କାନାଳ ଟାଉନ ଦକ୍ଷିଣକାଳୀ ରାସ୍ତା ରେ ସିନେମା ହଲ ପାଖରେ ଡେଙ୍ଗୁ ଓ ମେଲେରିଆ କୁ ନିମନ୍ତ୍ରଣ
ଢେ଼ଙ୍କାନାଳ ଟାଉନ ର ଦକ୍ଷିଣକାଳୀ ରାସ୍ତା ରେ ସିନେମା ହଲ ପାଖରେ ଏହିଭଳି ପରିବେଶ ଡେଙ୍ଗୁ ଓ ମେଲେରିଆ କୁ ଆମନ୍ତ୍ରଣ କରୁନାହିଁ ତ ??? ଏଭଳି ପରିବେଶ ପାଇଁ ଦାୟୀ କିଏ ???@dhenkanalm_hud@districtadmndkl@HUDDeptOdisha@SecyChief@CMO_Odisha