-
ଅlତିଣ୍ଡା ଉପରବିଦ୍ୟାଳୟ ରେ ହେଉ ଉଚ୍ଚ ବିଦ୍ୟlଳୟ ସରକାର କର ସମାଧାନ
ଅlତିଣ୍ଡା ଉପ୍ରା ବିଦ୍ୟାଳୟ ରେ ହେଉ ଉଚ୍ଚ ବିଦ୍ୟାଳୟ ସରକାର କର ସମାଧାନ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଯୋରନ୍ଦା ପଞ୍ଚାୟତ ର ଅlତିଣ୍ଡା ଗ୍ରାମରେ ଥିବା ଉପ୍ରା ବିଦ୍ୟାଳୟ ର ଫୁଣି ଜମୁଛି ଗ୍ରାମରେ ହେଉ ଉଚ୍ଚ ବିଦ୍ୟାଳୟ ଏହି ଗ୍ରାମରେ ଥିଲା ଆଗରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିଲା ତାହା ଏବେ ହେଉ ମହୋନ ସରକାର ଉଚ୍ଚ ବିଦ୍ୟାଳୟ ସରକାର ର ହେବ ଜୟ ଗ୍ରାମବାସୀଙ୍କ ଧାରଣା ଆଗକୁ ଜାରି ରଖାଯିବ ବୋଲି…
-
ଅନଲାଇନ ଗେମ ବଦଳାଇଦେଲା ଭାଗ୍ୟ
*ଅନଲାଇନ ଗେମ ବଦଳାଇଦେଲା ଭାଗ୍ୟ । ମାତ୍ର ୪୯ ଟଙ୍କା ଵିନିଯୋଗ କରି ୩ କୋଟି ଟଙ୍କା ଜିତିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରଖପଦା ଗାଁର ଯୁବକ ଅନୀଲ ତରାଇ । ତାଙ୍କ ବାପା ଜଣେ ମାଛ ବ୍ୟବସାୟୀ ହୋଇଥିବା ବେଳେ ଅନୀଲ ଗାଁରେ ରହି ଚାଷ କାମ କରନ୍ତି । ତାଙ୍କ ସାଙ୍ଗ ସାଥି ଅନଲାଇନରେ ଗେମ୍ ଖେଳୁଥିବା ଦେଖି ଅନୀଲ ମାତ୍ର ଚାରି ଦିନ ତଳେ ୧୧ ଜଣିଆ ଟିମ୍ କରି ମାଇ…

ଗଡ଼ ଖଙ୍କିରା ରେ ବାଦପାଲା ମହୋତ୍ସବ
ଗଡଖଙ୍କିରାରେ ବାଦପାଲା ମହୋତ୍ସବଢେଙ୍କାନାଳ ଜିଲ୍ଲାଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଗଡଖଙ୍କିରାରେ ଶ୍ରୀରାମ ନବମୀ ବାଦପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗାୟକ କେଶରୀ ରତ୍ନାକର ବାରିକ କେନ୍ଦୁଝର ଓ ଗାୟକ ପ୍ରବୃଦ୍ଧ ଲିଙ୍ଗରାଜ ବେହେରା ଯୋଗଦାନ କରି ଲୋକକଳା ପାଲା ପରିବେଷଣ କରିଥିଲେ। ଓଡିଶାର ସଂସ୍କୃତି, ସାହିତ୍ୟ, ଭାଷା ଓ ଚଳଣିସହ ହଜିଯାଇଥିବା ଓଡ଼ିଶୀ, ଛାନ୍ଦ ଚମ୍ପୁ, ଚଉପଦୀ ବ୍ୟାକରଣ ଓ ରାମାୟଣ ଓ ମହାଭାରତ ଆଲୋଚନା କରିଥିଲେ। ଶେଷରେ ଉଭୟ ଗାୟକ ତଥା ସମସ୍ତ କଳାକାରମାନଙ୍କୁ ଗ୍ରାମବାସୀଙ୍କ…
-
ଢେଙ୍କାନାଳ ପୌରାଞ୍ଚଳ ପାନୀୟଜଳ ସମସ୍ୟା ଉତ୍କଟହୋଇପାରୁନାହିଁ ସମାଧାନ ଆପ୍ପ କଲା ଜିଲ୍ଲାପାଳଙ୍କୁ ଆମ ଆଦମୀ ପାର୍ଟି ର ଦାବିପତ୍ର
ଢେଙ୍କାନାଳ ପୌରାଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ, ଜିଲ୍ଲାପାଳଙ୍କୁ ଆମ୍ ଆଦମୀ ପାର୍ଟିର ଦାବିପତ୍ର ଢେଙ୍କାନାଳ : ପୌରାଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ପ୍ରଚଣ୍ଡ ରୁଦ୍ର ତାପ ଯୋଗୁଁ ଏହି ଜଳକ୍ଲୀଷ୍ଟ ଆହୁରି ଦୁଃଖ ଦେଉଛି। ଆମ୍ ଆଦମୀ ପାର୍ଟିର ସଦସ୍ୟ ମାନେ ପୌରାଞ୍ଚଳର ପାନୀୟ ଜଳ ସଙ୍କଟ ଉପରେ ଏକ ସର୍ଭେ କରି ଏହାର ସମସ୍ୟା ଏବଂ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ପୌରାଞ୍ଚଳ ପାଇଁ ବିଶୁଦ୍ଧ ପାନୀୟ…
-
ମହିମା ସମାଜ ର ପଥ ପ୍ରଦର୍ଶକ ଶ୍ରୀମଦ ରଘୁନାଥ ବାବା କୌପୁନି ସମାଜ
ମହିମା ସମାଜ ର ପଥ ପ୍ରଦର୍ଶକ ଶ୍ରୀମଦ୍ ରଘୁନାଥ ବାବା। ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକର ଯୋରନ୍ଦା କୈାପୁନିଧାରୀ ମହିମା ସମାଜ ର ସଭାପତି ଶ୍ରୀମଦ୍ ରଘୁନାଥ ବାବା ତପୋବନ ପୀଠ କୁ ଉଜିବିତ୍ କରିବା ପାଇଁ ଯେଉଁ ମହାନ୍ ପ୍ରୟାସ ନେଇଛନ୍ତି ବାସ୍ତବିକ୍ତାହା ଚିରସ୍ମରଣୀୟ।ଏଥି ସହିତ ମହିମା ସମାଜ ର ବାର୍ତ୍ତା କୁ ବିଶ୍ଵ ଦରବାରରେ ପହଞ୍ଚାଇଥିବା “ସନ୍ଥକବି ଭୀମଭୋଇଙ୍କ ଜୟନ୍ତି” କୈାପୁନି ଧାରି ମହିମା ସମାଜ ସଭାଗୃହ ରେ ପ୍ରତ୍ୟେକ ବର୍ଷ ବୈଶାଖପୂର୍ଣ୍ଣିମାଦିନପାଳନହେଉଅଛି ପବିତ୍ରମହିମାଗାଦିଯୋରନ୍ଦାରେସନ୍ଥକବିଭୀମଭୋଇଙ୍କ…
-
ଦିନରେ ରାତିରେଜେସିବି ନେଇ ତlଡୁଛି କଣ୍ଟାକ୍ଟର ଢେଙ୍କାନାଳ ସଦର ବ୍ଲକ ରେ ଅସନ୍ତୋଷ
ବିନା ଅନୁମତିରେ ରାତିରେ ଓ ଦିନରେ ରାସ୍ତା ଖୋଳାକୁ ନେଇ ଅସନ୍ତୋଷ ।ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ : ଭାପୁର ଛକ,କାକୁଡିଭାଗ, ଅଉଖମା,ଚନ୍ଦ୍ରଶେଖରପ୍ରସାଦ,ମହୁଲପୁଞ୍ଜି,ବେଗୁନିଆପାଳ ଓ ଭାପୁର ଗ୍ରାମ ରାସ୍ତାର ବିଭିନ୍ନ ସ୍ଥାନରେ ଗୋଟିଏ ପାର୍ଶ୍ଵରେ ଠିକାଦାର ବିନା ଅନୁମତିରେ ରାତିରେ ଓ ଦିନରେ ପାଇପ୍ ବିଛାଇବା ନିମନ୍ତେ ଜେ ସି ବି ଲଗାଇ ପିଚୁ ଓ କଂକ୍ରିଡରାସ୍ତା ଖୋଳି ଦେଇଥିବା ଥିବା ଅଭିଯୋଗ ହୋଇଛି । ଏହି ରାସ୍ତାର ଗୋଟିଏ ପାର୍ଶ୍ଵରେ ଠିକାଦାର ମାଟି ଖୋଳି ଦେଇଛି…
-
ଘର ପୋଡି ର ୭ ବର୍ଷ ପରେ ମଧ୍ୟ ମିଳୁନି ଘର
ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ଘର ମିଳୁନି ଢେଙ୍କାନାଳ : ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ଘର ଖଣ୍ଡେ ମିଳୁନାହିଁ l ଏଥିରୁ ଜଣାପଡୁଛି ଜିଲ୍ଲା ପ୍ରଶାସନ ଏବଂ ସରକାର ମାନଙ୍କର ଦକ୍ଷତା l ଜିଲ୍ଲାରେ ଲାଞ୍ଚ କାରବାର ହେଉଛି କି ନାହିଁ, ହେରାଫରି ହେଉଛି କି ନାହିଁ ଏହା ହେଉଛି ତାର ଜ୍ୱଳନ୍ତ ଉଦାହରଣ l ପ୍ରକାଶ ଥାଉକି ସାରଳା ସାହୁ ଏବଂ ନିରାକାର ସାହୁଙ୍କ ଚାଳ ଛପର ଘର ଖଣ୍ଡିକ ବିଦ୍ୟୁତ…
-
କପିଳାସ ସୁରକ୍ଷା ପରିଷଦ ର ଆସନ୍ତା ୨୮ ରେ ପ୍ରସ୍ତାବିତ ଧର୍ମଘଟଏକ ମାସ ପାଇଁ ପ୍ରତ୍ୟାହୁତ
କପିଳାସ ସୁରକ୍ଷା ପରିଷଦ ର ଆସନ୍ତା ୨୮ ରେ ପ୍ରସ୍ତାବିତ ଧର୍ମଘଟ ଏକ ମାସ ପାଇଁ ପ୍ରତ୍ୟାହୃତ । ଆଜି କପିଳାସ ପୀଠ ଉପରେ ଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଜିଲ୍ଲା ପ୍ରଶାସନ ଓ କପିଳାସ ସୁରକ୍ଷା ପରିଷଦ ର ଏକ ମିଳିତ ବୈଠକ ଢେ଼ଙ୍କାନାଳ ଉପ ଜିଲ୍ଲା ପାଳ ଶ୍ରୀଯୁକ୍ତ ବିବୁଧ ପ୍ରସାଦ ଗଡ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ କପିଳାସ ସୁରକ୍ଷା ପରିଷଦ ର ଗତ ୧୦ ତାରିଖ ରେ…