-
ଢେଙ୍କାନାଳ ସହର ଓ ବ୍ଲକ ରେ ଝିପି ଝିପି ବର୍ଷା ର ସୂଚନା
ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ତତ-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଆଗାମୀ ୨ ରୁ ୩ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା -ଉତ୍ତର ଛତିଶଗଡ ମୁହାଁ ହେବାର ସମ୍ଭାବନା । ଢେଙ୍କାନାଳ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । #weatherforecast #DhenkanalUpdate
-
*· ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି**· ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ**· ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ବିରୋଧ**· ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହୋଇଛନ୍ତି*
*· ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି**· ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ**· ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ବିରୋଧ**· ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହୋଇଛନ୍ତି*po
-
ଏବେ ୨ ଭାଗରେ ବିଭକ୍ତ ହେବ ଚନ୍ଦ୍ରଯାନ-୩, ଲ୍ୟାଣ୍ଡର ଓ ମଡ୍ୟୁଲକୁ କରାଯିବ ପୃଥକଚନ୍ଦ୍ର ପୃଷ୍ଠରେ ଅବତରଣ ନିମନ୍ତେ ଚନ୍ଦ୍ରଯାନ-୩ ଲାଗି ଆଉ ମାତ୍ର ୭ ଦିନ ବାକି। ୧୬ ଅଗଷ୍ଟ ବୁଧବାର ପୂର୍ବାହ୍ନରେ ଚନ୍ଦ୍ରଯାନ ସଫଳତାର ସହ ପଞ୍ଚମ କକ୍ଷପଥକୁ ପହଞ୍ଚିଛି। ଚନ୍ଦ୍ରଯାନ-୩ ଏବେ ୧୫୩ କିମି X୧୬୩ କିମି କକ୍ଷ ପଥରେ ଘୁରି ବୁଲୁଛି। ଏହା ପୂର୍ବରୁ ଚନ୍ଦ୍ରଯାନ ୧୫୦ କିମି X୧୭୭ କିମି କକ୍ଷପଥରେ ପରିକ୍ରମା କରୁଥିଲା।ତେବେ ୧୭ ଅଗଷ୍ଟ ଗୁରୁବାର ଚନ୍ଦ୍ରଯାନ ୨ ଭାଗରେ ବିଭକ୍ତ ହେବ। ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଚନ୍ଦ୍ରଯାନ-୩ର ଇଣ୍ଟିଗ୍ରେଟେଡ ମଡ୍ୟୁଲ ଦୁଇ ଭାଗ ହେବ।ପଞ୍ଚମ କକ୍ଷପଥରେ ଚନ୍ଦ୍ରଯାନ-୩; ସଫଳତାର ସହ ଅବସ୍ଥାପିତ କଲା ଇସ୍ରୋଏହାର ଗୋଟିଏ ଅଂଶ ପ୍ରପଲସନ ମଡ୍ୟୁଲ ହୋଇଥିବା ବେଳେ ଅନ୍ୟ ଭାଗଟି ଲ୍ୟାଣ୍ଡର ମଡ୍ୟୁଲ। ଦୁଇ ମଡ୍ୟୁଲ ପୃଥକ ହେବା ପରେ ୧୦୦ କିମି X୧୦୦ କିମି କକ୍ଷପଥରେ ପରିକ୍ରମା କରିବାକୁ ଲାଗିବେ। ତେବେ ଏହି ପରିକ୍ରମା ସମୟରେ ଉଭୟ ମଡ୍ୟୁଲ ମଧ୍ୟରେ ବେଶ୍ ଦୂରତା ରହିବ। ଏହା ପରେ ୧୮ ଓ ୨୦ ଅଗଷ୍ଟରେ ଲ୍ୟାଣ୍ଡରକୁ ଡି ଅର୍ବିଟିଂ କରାଯିବ। ୧୮ ଅଗଷ୍ଟ ୨୦୨୩ ଅପରାହ୍ନ ପାଖାପାଖି ୪ଟା ବେଳେ ଲ୍ୟାଣ୍ଡରର ଥ୍ରଷ୍ଟର୍ସକୁ ଅନ୍ କରାଯିବ। ଏହା ଦ୍ୱାରା ଲ୍ୟାଣ୍ଡରକୁ ଉପଯୁକ୍ତ ସ୍ଥାନକୁ ନେଇ ଏହାର ବେଗ ହ୍ରାସ କରାଯିବ।୨୦ ଅଗଷ୍ଟ ବିଳମ୍ବିତ ରାତ୍ରି ପ୍ରାୟ ଗୋଟାଏ ୪୫ରୁ ୨ଟା ମଧ୍ୟରେ ଏହି କାମ କରାଯିବ। ଏବେ ଚନ୍ଦ୍ରଯାନ-୩କୁ ୧୦୦ କିଲୋମିଟରର ଗୋଲାକାର କକ୍ଷପଥକୁ ଅଣାଯିବା କାମ ବାକି ଅଛି। ଏ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ ସମ୍ପର୍କିତ ୪ ଟି ପର୍ଯ୍ୟାୟ ପୂରଣ ହୋଇଛି। ଏହାର ପଞ୍ଚମ ପର୍ଯ୍ୟାୟରେ ପ୍ରୋପଲସନ ଓ ଲ୍ୟାଣ୍ଡର ମଡ୍ୟୁଲକୁ ପୃଥକ କରାଯିବ। ଏହା ପରେ ୨୩ ତାରିଖ ଅପରାହ୍ନ ୫ଟା ୪୫ରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରାଯିବ। ଏହା ହେବ ଚନ୍ଦ୍ରଯାନ-୩ର ଅଷ୍ଟମ ପର୍ଯ୍ୟାୟ କାର୍ଯ୍ୟକ୍ରମ।ଲ୍ୟାଣ୍ଡିଂ ସମୟରେ ଧୂଳି ଉଡିବାର ଆଶଙ୍କା କରାଯାଉଛି। ଏଣୁ ଧୂଳି ନ ହଟିବା ପର୍ଯ୍ୟନ୍ତ ଲ୍ୟାଣ୍ଡରରୁ ରୋଭରକୁ ବାହାରକୁ ଅଣାଯିବ ନାହିଁ। କାର୍ଯ୍ୟକ୍ରମର ନବମ ପର୍ଯ୍ୟାୟରେ ଲ୍ୟାଣ୍ଡରରୁ ରୋଭର ବାହାରକୁ ଆସିବ। ବାହାରକୁ ବାହାରିବା ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରର ଆଖପାଖରେ ଘୁରି ବୁଲିବା ସହିତ ଅଞ୍ଚଳର ଯାଞ୍ଚ କରିବ। ଯାଞ୍ଚ ପରେ ଏହା ଲଗାତାର ନିଜର ତଥ୍ୟ ଚନ୍ଦ୍ର ପୃଷ୍ଠରୁ ୧୦୦ କିଲୋମିଟର ଉପରେ ଘୁରି ବୁଲୁଥିବା ପ୍ରୋପଲସନ ମଡେଲକୁ ଦେବ। ସେଠାରୁ ଡାଟା ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଡିପ୍ ସ୍ପେଶ୍ ନେଟୱାର୍କ (ଆଇଡିଏସଏନ)କୁ ମିଳିବ।ବେଙ୍ଗାଲୁରୁରେ ଥିବା ଇସ୍ରୋ ଟେଲିମେଟ୍ରି ଟ୍ରାକିଙ୍ଗ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟିଆରଏସି)ଙ୍କ ମିସନ ଅପରେସନ କମ୍ପ୍ଲେକ୍ସ ଲଗାତାର ଚନ୍ଦ୍ରଯାନ-୩ର ଯାନ୍ତ୍ରିକ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ର ସମସ୍ତ ଯନ୍ତ୍ରପାତି ଠିକ୍ ରୂପେ କାମ କରୁଥିବା କମ୍ପ୍ଲେକ୍ସ ସୂଚନା ଦେଇଛନ୍ତି।
ଏବେ ୨ ଭାଗରେ ବିଭକ୍ତ ହେବ ଚନ୍ଦ୍ରଯାନ-୩, ଲ୍ୟାଣ୍ଡର ଓ ମଡ୍ୟୁଲକୁ କରାଯିବ ପୃଥକ ଚନ୍ଦ୍ର ପୃଷ୍ଠରେ ଅବତରଣ ନିମନ୍ତେ ଚନ୍ଦ୍ରଯାନ-୩ ଲାଗି ଆଉ ମାତ୍ର ୭ ଦିନ ବାକି। ୧୬ ଅଗଷ୍ଟ ବୁଧବାର ପୂର୍ବାହ୍ନରେ ଚନ୍ଦ୍ରଯାନ ସଫଳତାର ସହ ପଞ୍ଚମ କକ୍ଷପଥକୁ ପହଞ୍ଚିଛି। ଚନ୍ଦ୍ରଯାନ-୩ ଏବେ ୧୫୩ କିମି X୧୬୩ କିମି କକ୍ଷ ପଥରେ ଘୁରି ବୁଲୁଛି। ଏହା ପୂର୍ବରୁ ଚନ୍ଦ୍ରଯାନ ୧୫୦ କିମି X୧୭୭ କିମି କକ୍ଷପଥରେ ପରିକ୍ରମା କରୁଥିଲା। ତେବେ ୧୭ ଅଗଷ୍ଟ…
-
*ବାହାନଗା ଦୁର୍ଘଟଣାକୁ ବିତିଗଲାଣି ଦୁଇମାସ, ଏବେବି AIIMSରେ ପରିଚୟ ଖୋଜୁଛି ୨୯ ମୃତଦେହ*ବାହାନଗା ରେଳ ଦୁର୍ଘଟଣାକୁ ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି । ଏବେବି AIIMSରେ ୨୯ ଟି ମୃତଦେହ ରହିଛି । ଏହି ସୂଚନା ଦେଇଛନ୍ତି ଏମ୍ସ କାର୍ଯ୍ୟକାରୀ ନିର୍ଦ୍ଦେଶକ । ଏବେ ସୁଦ୍ଧା ଏହି ମୃତଦେହ ଗୁଡ଼ିକର ଚିହ୍ନଟ ହୋଇପାରିନାହିଁ । ଗତ ୧୫ ଦିନ ହେବ କେହି ବି ମୃତଦେହ ନେବା ପାଇଁ ଆସିନାହାଁନ୍ତି ।ଏହା ପୂର୍ବରୁ ଯିଏ ଆସିଛନ୍ତି ତାଙ୍କର ରକ୍ତ ନମୁନା ସଂଗ୍ରହ କରି ରଖାଯାଇଛି । ତେବେ ମୃତଦେହ ଗୁଡିକୁ ଏଠି ସମ୍ପର୍କୀୟ ଆସିବା ଯାଏଁ ଅପେକ୍ଷା କରାଯିବ ନା କୌଣସି ଶିକ୍ଷା ଉଦ୍ଦେଶ୍ୟରେ ଏହାକୁ ରଖାଯିବ କିମ୍ବା ଗଣ ଶବ ଦାହ କରାଯିବ ସେ ନେଇ ନିଷ୍ପତି ପ୍ରଶାସନ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ।ସେପଟେ ଉଭୟ ରେଳ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ପାଲଟିଛି । ସେହି ମୃତଦେହଗୁଡିକୁ ଏବେ ବି ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନର୍ ଭିତରେ ସୁରକ୍ଷିତ ଭାବେ ରଖାଯାଇଛି । ବାରମ୍ବାର ସମ୍ପର୍କିୟମାନଙ୍କୁ ଏମ୍ସ ଆସି ଡିଏନଏ ସାମ୍ପଲ ଦେବାକୁ ଅନୁରୋଧ କରିବା ପରେ ବି ସମସ୍ୟା ଟଳିନି । ପୂର୍ବରୁ ମଧ୍ୟ ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବିଶ୍ୱଜିତ୍ ସାହୁ ପୁଣି ଥରେ ଅନୁରୋଧ କରିଛନ୍ତି ଯଦି କାହାରି ପରିବାରରୁ କେହି ନିଖୋଜ ଅଛନ୍ତି, ତେବେ ସେମାନେ ଏମ୍ସରେ ଆସି ଡିଏନଏ ପରୀକ୍ଷା ପାଇଁ ଦେଇପାରିବେ ।
*ବାହାନଗା ଦୁର୍ଘଟଣାକୁ ବିତିଗଲାଣି ଦୁଇମାସ, ଏବେବି AIIMSରେ ପରିଚୟ ଖୋଜୁଛି ୨୯ ମୃତଦେହ* ବାହାନଗା ରେଳ ଦୁର୍ଘଟଣାକୁ ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି । ଏବେବି AIIMSରେ ୨୯ ଟି ମୃତଦେହ ରହିଛି । ଏହି ସୂଚନା ଦେଇଛନ୍ତି ଏମ୍ସ କାର୍ଯ୍ୟକାରୀ ନିର୍ଦ୍ଦେଶକ । ଏବେ ସୁଦ୍ଧା ଏହି ମୃତଦେହ ଗୁଡ଼ିକର ଚିହ୍ନଟ ହୋଇପାରିନାହିଁ । ଗତ ୧୫ ଦିନ ହେବ କେହି ବି ମୃତଦେହ ନେବା ପାଇଁ ଆସିନାହାଁନ୍ତି । ଏହା ପୂର୍ବରୁ ଯିଏ…
-
ଢେଙ୍କାନାଳରେ ୭୭ତମ ସ୍ୱାଧିନତା ଦିବସ ପାଳିତ, ପlରେଡ୍ରେ ଅଭିବାଦନ ଗ୍ରହଣ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
ଢ଼େଙ୍କାନାଳ, ୧୫/୮: ଢେଙ୍କାନାଳ ସଦର ମହକୁମାରେ ୭୭ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମହିଳା ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ ।
-
ପୋଲିସ ଡିୟୁଟି: ଅତାବିରା ଲୋକେସନ ଛନ୍ଦପାଲି ଛକ ପାଖରେ ଟ୍ରକ ଧକ୍କାରେ ୨ ଜଣ ଛାତ୍ରୀକଂ ବୁର୍ଲା ମେଡିକାଲରେ ମୁତ୍ଯୁ ଆଜି ସୋମବାର ଅପରାହ୍ନ ସାଢେ ବାରଟା ସମୟରେ ଅତାବିରା ଥାନା ଅଧିନ ଗୋଡଭଗା ବିନିକା ୫୪ ନମ୍ବର ରାଜ୍ଯପଥ ଛନ୍ଦପାଲି ଛକ ପାଖରେ ଟ୍ରକ ଧକ୍କାରେ ୨ଜଣ ଛାତ୍ରୀକଂ ମୁତ୍ଯୁ ଓ ଜଣେ ଛାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି ାସୂଚନା ଅନୁସାରେ OD02AU7953 ନମ୍ବର ଥିବା ଗୋଟିଏ ପାଉଁରୁଟି ବୋଝେଇ ଟ୍ରକ ଗୋଡଭଗାରୁ ବିନିକା ଯାଉଥିବା ସମୟରେ ଛନ୍ଦପାଲି ଛକ ପାଖରେ କାଦୋବାହାଲ କଲେଜରୁ ସାଇକେଲରେ ଫେରୁଥିବା ୩ ଜଣ ଛାତ୍ରୀକୁ ଧକ୍କା ଦେଇଥିଲା ଯାହା ଫଳରେ ୩ ଜଣ ଛାତ୍ରୀ ଗୁରୁତର ହୋଇପଡିଥିଲେ ସ୍ଥାନୀୟ ଲୋକେ ତାଂକୁ ଉଦ୍ଧାରକରି ଭିମସାର ବୁର୍ଲା ମେଡିକାଲକୁ ନେଇଯାଇଥିଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୨ ଜଣ ଛାତ୍ରୀକଂ ମୁତ୍ଯୁ ଘଟିଥିବା ସୂଚନା ମିଳିଛି ା ମୁତ୍ଯୁ ବରଣ କରିଥିବା ୨ଜଣ ଛାତ୍ରୀ କାଦୋବାହାଲ କଲେଜରେ ଯୁକ୍ତ ୨ ପଢୁଥିଲେ ସେମାନଙ୍କ ନାମ ହେଲା ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣା ା[14/08, 17:46] ପୋଲିସ ଡିୟୁଟି: ବରଗଡ଼ ଜିଲ୍ଲା ଗୋଡ଼ଭଗା-ବିନିକା ରାସ୍ତାର ପୋଡ଼ବାଡ଼ି ଛକରେ ଟ୍ରକ୍ ଧକ୍କାରେ ଦୁଇ ଜଣ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ମୃତ ଛାତ୍ରୀ ଦ୍ୱୟ ହେଉଛନ୍ତି ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣା। ସେମାନେ କାଦୋବାହାଲ ଗାଁର। ସେମାନେ କାଦୋବାହାଲ କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ। ସେହିପରି ଗୁରୁତର ଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ପ୍ରିୟ ମଞ୍ଜରୀ ଜେନା। ସେ ବି ସେହି କାଦୋବାହାଲ ଗାଁର ଓ ଯୁକ୍ତ ଦୁଇରେ ପଢ଼ନ୍ତି।
ପୋଲିସ ଡିୟୁଟି: ଅତାବିରା ଲୋକେସନ ଛନ୍ଦପାଲି ଛକ ପାଖରେ ଟ୍ରକ ଧକ୍କାରେ ୨ ଜଣ ଛାତ୍ରୀକଂ ବୁର୍ଲା ମେଡିକାଲରେ ମୁତ୍ଯୁ ଆଜି ସୋମବାର ଅପରାହ୍ନ ସାଢେ ବାରଟା ସମୟରେ ଅତାବିରା ଥାନା ଅଧିନ ଗୋଡଭଗା ବିନିକା ୫୪ ନମ୍ବର ରାଜ୍ଯପଥ ଛନ୍ଦପାଲି ଛକ ପାଖରେ ଟ୍ରକ ଧକ୍କାରେ ୨ଜଣ ଛାତ୍ରୀକଂ ମୁତ୍ଯୁ ଓ ଜଣେ ଛାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି ାସୂଚନା ଅନୁସାରେ OD02AU7953 ନମ୍ବର ଥିବା ଗୋଟିଏ ପାଉଁରୁଟି ବୋଝେଇ ଟ୍ରକ ଗୋଡଭଗାରୁ ବିନିକା…
-
କଳା ପଲସର ଲୁଟେରାଙ୍କ ଆତଙ୍କରାଜ : ସ୍ବାମୀ ଆଗରେ ସ୍ତ୍ରୀ ମୁଣ୍ଡରେ ଲଗାଇଲେ ବନ୍ଧୁକ, ଲୁଟିନେଲେ ସୁନା ଅଳଙ୍କାର
ଢେଙ୍କାନାଳ : ଭୁବନ ଥାନାଠାରୁ ଦୁଇ କିଲୋମିଟର ଜାତୀୟ ରାଜପଥରେ ଲୁଟ୍ । ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କଠାରୁ ଲୁଟିନେଲେ ସୁନା ଚେନ୍, କାନଫୁଲ ଓ ମଙ୍ଗଳସୂତ୍ର । ଏଭଳି ଲୁଟ୍ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଶାମଳ ଜଙ୍ଗଲ ନିକଟରେ ।ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କିଙ୍ଗୋଳ ଗ୍ରାମର ଶିକ୍ଷକ ଶୁଭ୍ରକାନ୍ତ ପରିଡା ଏକ ବାଇକ୍ ଯୋଗେ ସ୍ତ୍ରୀ ସୁଚିଶ୍ମିତା ସ୍ବାଇଁଙ୍କୁ ଯମୁନାକୋଟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…
-
*ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ**ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ରାଉରକେଲାରୁ ଭୁବନେଶ୍ୱରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ରୁଟରେ ଟ୍ରେନ ଚଳାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ ଏହି ଟ୍ରେନ । କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।**ମେ ୧୮ରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରେନ୍ଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ ।*
*ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ* *ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ରାଉରକେଲାରୁ ଭୁବନେଶ୍ୱରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ରୁଟରେ ଟ୍ରେନ ଚଳାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ ଏହି ଟ୍ରେନ । କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।* *ମେ ୧୮ରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ…
-
*ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ**ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ରାଉରକେଲାରୁ ଭୁବନେଶ୍ୱରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ରୁଟରେ ଟ୍ରେନ ଚଳାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ ଏହି ଟ୍ରେନ । କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।**ମେ ୧୮ରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରେନ୍ଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ ।*
*ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ* ଢେଙ୍କାନାଳ ଷ୍ଟେସନ ର ଉନ୍ନତି ହେବାର ସମ୍ଭାବନ l*ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ରାଉରକେଲାରୁ ଭୁବନେଶ୍ୱରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ରୁଟରେ ଟ୍ରେନ ଚଳାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ ଏହି ଟ୍ରେନ । କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।* *ମେ ୧୮ରେ ଓଡ଼ିଶାରେ…
-
ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ , ଢେଙ୍କାନାଳ ବନଖଣ୍ଡ ବିଭାଗ ସୌଜନ୍ୟରୁ ପୋଲିସ ପ୍ରଶାସନ ର ସହାୟତାରେ ଆଜି ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି ଯୋରଦାର ବୈଠକ
ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ , ଢେଙ୍କାନାଳ ବନଖଣ୍ଡ ବିଭାଗ ସୌଜନ୍ୟରୁ ପୋଲିସ ପ୍ରଶାସନ ର ସହାୟତାରେ ଆଜି ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି । #new odia odisha #