-
ଢେଙ୍କାନାଳ କାମାକ୍ଷାନଗର ଚମକାଇ ଦେଲେ ମଫସଲ ଗାଁର ମହିଳା: ୫ ଦିନରେ ତିଆରି କଲେ ୧୦ହଜାର ତ୍ରିରଙ୍ଗା
ଅମୃତ ମହୋତ୍ସବ। ଏହି ଅବସରରେ ମିସନ୍ ଶକ୍ତି ମହିଳାମାନେ ତିଆରି କରୁଛି ତ୍ରିରଙ୍ଗା ପତାକା। ତେବେ କାମାକ୍ଷାନଗର ବ୍ଲକ୍ ଅଁଳାବେରେଣିର ମହିଳା ଗୋଷ୍ଠୀ ମାତ୍ର ୫ ଦିନରେ ୧୦ହଜାରରୁ ଅଧିକ ଜାତୀୟ ପତାକା ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି। ଓରମାସ୍, ଓଡ଼ିଶା ଜୀବିକା ମିସନ୍ ଓ ମିସନ୍ ଶକ୍ତି ଜରିଆରେ ମହିଳା ଗୋଷ୍ଠୀର ସଦସ୍ୟା ତ୍ରିରଙ୍ଗା ପତାକା ତିଆରି କରି ସ୍ବାବଲମ୍ବୀ ହେଉଥିବା ଜଣାପଡ଼ିଛି।ADVERTISEMENT ଚମକାଇ ଦେଲେ ମଫସଲ ଗାଁର ମହିଳା: ୫ ଦିନରେ ତିଆରି…
-
ଚଳିତ ବର୍ଷ NEETପରୀକ୍ଷiରେ ସଫଳତା ପାଇଥିବା ଦିବ୍ୟାଙ୍ଗ ଭାଇ ଶ୍ରୀ ଅଶ୍ରୁମୋଚନ ନାୟକ ଙ୍କୁ ଭେଟି ସହଯୋଗର ହାତ ବଢ଼ାଇଲେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ବର୍ତମାନ ଅଶ୍ରୁମୋଚନ MKCG..ମେଡିକାଲରେଡାକ୍ତରି ଛାତ୍ର ଭାବେ ନାମ ଲେଖିଛନ୍ତି .
ଚଳିତ ବର୍ଷ NEETପରୀକ୍ଷiରେ ସଫଳତା ପାଇଥିବା ଦିବ୍ୟାଙ୍ଗ ଭାଇ ଶ୍ରୀ ଅଶ୍ରୁମୋଚନ ନାୟକ ଙ୍କୁ ଭେଟି ସହଯୋଗର ହାତ ବଢ଼ାଇଲେ ବିଧାୟକ ସୁଧୀର କୁମାର ସାମଲ .ବର୍ତମାନ ଅଶ୍ରୁମୋଚନ MKCG..ମେଡିକାଲରେଡାକ୍ତରି ଛାତ୍ର ଭାବେ ନାମ ଲେଖିଛନ୍ତି .
-
ବିଶ୍ବ ହସ୍ତୀ ଦିବସରେ ହାତୀଙ୍କ ସୁରକ୍ଷା ଚିନ୍ତା। ଢେଙ୍କାନାଳରେ ଥମୁନି ହାତୀ ମୃତ୍ୟୁ। ହାତୀ ମୃତ୍ୟୁ ରୋକିବାକୁ ବିଫଳ ବନ ବିଭାଗ। ପାଣିରେ ପଡୁଛି କୋଟି କୋଟି ଟଙ୍କା।#new odia odisha #WorldElephantDay #Forestdepartment #elephantdeaths #hunters #protection #Odisha
ବିଶ୍ବ ହସ୍ତୀ ଦିବସରେ ହାତୀଙ୍କ ସୁରକ୍ଷା ଚିନ୍ତା। ଢେଙ୍କାନାଳରେ ଥମୁନି ହାତୀ ମୃତ୍ୟୁ। ହାତୀ ମୃତ୍ୟୁ ରୋକିବାକୁ ବିଫଳ ବନ ବିଭାଗ। ପାଣିରେ ପଡୁଛି କୋଟି କୋଟି ଟଙ୍କା।#new odia odisha #WorldElephantDay #Forestdepartment #elephantdeaths #hunters #protection #Odisha
-
“ଲକ୍ଷ୍ମଣାନନ୍ଦ” ଜି ଙ୍କ ହତ୍ୟା ବିଷୟରେ ଆଜି “ପୁରୀ”ରେ ବିଶ୍ଵ ହିନ୍ଦୁ ପରିଷଦ ର ପୂର୍ବତନ ରାଜ୍ୟ ଉପାଧ୍ୟକ୍ଷ ଶ୍ରୀ ପ୍ରମୋଦ ଆଚାର୍ଯ୍ୟ ଜି ଏବଂ ଶ୍ରୀ ଲୋକନାଥ ସାହୁ ଜି ଙ୍କ ସହିତ ଚର୍ଚ୍ଚlକଲେ ଦିପେନ ହୋତା
Today at PURI discussed with VHP’s Ex State Vice-President Sri Pramod Acharya & Sri Lokanath Sahu regarding SWAMI LAXMANANAND SARASWATI Ji’s Murder. “लक्ष्मणानन्द” जि के हत्या के बारे में आज “पुरी” में विश्व हिन्दु परिषद के पुर्वतन राज्य उपाध्यक्ष श्री प्रमोद आचार्य जी और श्री लोकनाथ साहु जि से चर्चा किया । “ଲକ୍ଷ୍ମଣାନନ୍ଦ” ଜି ଙ୍କ…
-
ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ l ଜିଲ୍ଲାର ସମସ୍ତଙ୍କୁ ଅଗଷ୍ଟ ୧୦ ରୁ ୧୯ ପର୍ଯ୍ୟନ୍ତ ଔଷଧ ବଣ୍ଟନ କରାଯିବ l ଏହା ସହିତ ଏହିକାର୍ଯ୍ୟ ରେ ନିୟୋଜିତ ବ୍ୟକ୍ତି ମାନେ ଲୋକଙ୍କୁ ତାଙ୍କ ସମ୍ମୁଖରେ ଔଷଧ ଖାଇବାକୁ ଦେବେ ଏବଂ ଲୋକମାନେ ମଧ୍ୟ ଖାଇବେ l ଏହାସହିତ କେଉଁ ମାନେ ଏହି ଔଷଧ ସେବନ କରିପାରିବେ ନାହିଁ ସେ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ କହିଛନ୍ତି । ୨ ବର୍ଷରୁ କମ ବୟସର ଶିଶୁ ଏବଂ ଆସନ୍ନପ୍ରସବା ଏବଂ ପ୍ରସବ ପର ୭ ଦିନ ଯାଏଁ ମହିଳା ମାନେ ଏବଂ ଅନ୍ୟ ରୋଗରେ ପୀଡିତ ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଖାଇବେ ବୋଲି ସେ କହିଛନ୍ତି।
ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ l ଜିଲ୍ଲାର ସମସ୍ତଙ୍କୁ ଅଗଷ୍ଟ ୧୦ ରୁ ୧୯ ପର୍ଯ୍ୟନ୍ତ ଔଷଧ ବଣ୍ଟନ କରାଯିବ l ଏହା ସହିତ ଏହିକାର୍ଯ୍ୟ ରେ ନିୟୋଜିତ ବ୍ୟକ୍ତି ମାନେ ଲୋକଙ୍କୁ ତାଙ୍କ ସମ୍ମୁଖରେ ଔଷଧ ଖାଇବାକୁ ଦେବେ ଏବଂ ଲୋକମାନେ ମଧ୍ୟ ଖାଇବେ l ଏହାସହିତ କେଉଁ ମାନେ ଏହି ଔଷଧ ସେବନ କରିପାରିବେ ନାହିଁ ସେ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ…
-
ରାଶିଫଳ: ଶନିବାର , ଅଗଷ୍ଟ ୧୨ ତାରିଖ – Daily Horoscopeରାଶିଫଳ: ଶନିବାର , ଅଗଷ୍ଟ ୧୨ ତାରିଖ – Daily Horoscope ମେଷଆଜି ଅ-ନାମାକ୍ଷର ବ୍ୟକ୍ତିଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପରିସ୍ଥିତି ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ସକାଳୁ ସକାଳୁ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ ଚର୍ଚ୍ଚା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।ବୃଷବୃଷବ-ନାମାକ୍ଷର ବ୍ୟକ୍ତିମାନେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ସଭାସମିତିରେ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ଉପରେ ପଡ଼ି ବନ୍ଧୁ କିଛି କହିବା କାରଣକୁ ନେଇ ପାରିବାରିକ ଅଶାନ୍ତି ଲାଗିରହିବ।ମିଥୁନମିଥୁନଭାବୁଥିବେ ଗୋଟେ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ନିଜ ଇଚ୍ଛା ଅନୁଶାରେ କୌଣସି କାମ କରି ନ ପରିବାରୁ ସମାଲୋଚିତ ହେବେ। କୁ-ନାମାକ୍ଷର ବ୍ୟକ୍ତି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସହକର୍ମୀମାନେ କୌଶଳରେ କାର୍ଯ୍ୟ ହାସଲ କରିବେ।କର୍କଟକର୍କଟଆଜି ଆପଣ ଦ୍ୱନ୍ଦ୍ୱରେ ପଡ଼ି କୌଣସି ଠିକ୍ ନିଷ୍ପତ୍ତି ନେଇ ପାରିବେ ନାହିଁ। ଆକସ୍ମିକ ଭାବରେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଡ-ନାମାକ୍ଷର ବ୍ୟକ୍ତିଙ୍କର ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବାର ଯୋଗ ରହିଛି।ସି˚ହସି˚ହକର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ୱାରା ସହଯୋଗ ପାଇବେ। ସମ୍ପର୍କୀୟଙ୍କ ସାହାଯ୍ୟରୁ ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନସ୍ତାପ ବଢ଼ିଯାଇପାରେ। ମ-ନାମାକ୍ଷର ବ୍ୟକ୍ତିଙ୍କ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ।କନ୍ୟାପାରିବାରିିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ। ବନ୍ଧୁଙ୍କ ସାହାଯ୍ୟ ଓ ସହେଯାଗରୁ ଉତ୍ସାହିତ ହେବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ସମ୍ଭାବନା ରହିଛି। ପୂ-ନାମାକ୍ଷର ବ୍ୟକ୍ତିମାନେ ଘର ଲୋକଙ୍କୁ ଉପେକ୍ଷା କରିବା ହେତୁ ପରକ୍ଷଣରେ ଅନତାପ କରିବାକୁ ପଡ଼ିପାରେ।ତୁଳାତୁଳାକର୍ମକ୍ଷେତ୍ରରେ ପ୍ରତିବନ୍ଧକ ଆସିଲେ ମଧ୍ୟ କାମ ଅଟକିବ ନାହିଁ। କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନ କଥା କହିବାରେ ପଛେଇ ଯିବେ। ତ-ନାମାକ୍ଷର ବ୍ୟକ୍ତିମାନେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ପାରିବାରିକ ଅଶାନ୍ତି ହେତୁକ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ।ବିଛାବିଛାପାରିବାରିକ ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ। ନ-ନାମାକ୍ଷର ବ୍ୟକ୍ତିମାନେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ଆଶଙ୍କା ରହିଛି। କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ। କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବେ।ଧନୁଧନୁଆଜି ପାରିବାରିକ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଭ-ନାମାକ୍ଷର ବ୍ୟକ୍ତିମାନେ ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ପରିବାରରେ କଳହ ଦେଖାଦେଇପାରେ। ଖଳ ଲୋକମାନଙ୍କ ଉଦ୍ଦେଶ୍ୟମୂଳକ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।ମକରମକରପାରିବାରିକ ଅସ୍ଥିରତା କାରଣରୁ ମାନସିକ ସ୍ବାସ୍ଥ୍ୟ ବିଶେଷ ଭଲ ରହି ନ ପାରେ। ଖ-ନାମାକ୍ଷର ବ୍ୟକ୍ତିମାନଙ୍କ କର୍ମକ୍ଷେତ୍ରରେ ସମସ୍ୟା ଜନିତ ମନ ବିଚଳିତ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଦୂରଯାତ୍ରାର ସୁଯୋଗ ପାଇବେ। ସ୍ବାସ୍ଥ୍ୟପ୍ରତି ଅବହେଳା କରି ଅନୁତାପ କରିପାରନ୍ତି।କୁମ୍ଭକୁମ୍ଭଆଜି ଶ-ନାମାକ୍ଷର ବ୍ୟକ୍ତିଙ୍କ ପାଇଁ ସହଜରେ ହାତକୁ ନେଇଥିବା କାମଗୁଡ଼ିକ ସମ୍ପନ୍ନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କୌଣସି ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ।ମୀନପାଖ ପଡ଼ୋଶୀଙ୍କ ସହ ସମ୍ପର୍କରେ ଅବନତି ଘଟିବା ପାଇଁ ଚେଷ୍ଟା କଲେ ଅବଶ୍ୟ ଉପକୃତ ହେବେ। ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ବ୍ୟବସାୟରେ ସଫଳତା ହାସଲ କରିବେ କିନ୍ତୁ ପରିବହନରେ ସମସ୍ୟା ଲାଗି ରହିବ। ଚ-ନାମାକ୍ଷର ବ୍ୟକ୍ତିଙ୍କ ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ।SHARE 37 MINS AGORELATED POSTରାଶିଫଳ: ଶୁକ୍ରବାର, ଅଗଷ୍ଟ ୧୧ ତାରିଖ – Daily Horoscope ରାଶିଫଳ: ଗୁରୁବାର, ଅଗଷ୍ଟ ୧୦ ତାରିଖ – Daily Horoscope ରାଶିଫଳ: ବୁଧବାର, ଅଗଷ୍ଟ ୯ ତାରିଖ – Daily Horoscope ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୮ ତାରିଖ – Daily Horoscope ରାଶିଫଳ: ସୋମବାର, ଅଗଷ୍ଟ ୭ ତାରିଖ – Daily Horoscope ରାଶିଫଳ: ରବିବାର, ଅଗଷ୍ଟ ୬ ତାରିଖ – Daily Horoscope ରାଶିଫଳ: ଶନିବାର , ଅଗଷ୍ଟ ୫ ତାରିଖ – Daily Horoscope ରାଶିଫଳ: ଶୁକ୍ରବାର , ଅଗଷ୍ଟ ୪ ତାରିଖ – Daily Horoscope ରାଶିଫଳ: ଗୁରୁବାର, ଅଗଷ୍ଟ ୩ ତାରିଖ – Daily HoroscopeAll Rights Reserved
-
କାନ୍ଦୁଛି ଆନନ୍ଦପୁର କେନ୍ଦୁଝର
ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦଦେଢବର୍ଷରେ ପରିବାର ହରାଇଲା ୪ ସଦସ୍ୟLatestLeadingକେନ୍ଦୁଝରBy Sambad Digital Last updated Aug 11, 2023 ସେୟାରଭୁବନେଶ୍ୱର: ଝାଡ଼ଖଣ୍ଡରେ ଆଜି ସକାଳେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ଯବାନ ତଥା ଓଡ଼ିଆ ପୁଅ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୪ ନମ୍ଵର୍ ୱାର୍ଡ ଖୁଣ୍ଟିଆ ସାହି ବୋଲି ଜଣାପଡିଛି | ଆଜି ସକାଳେ ଝାଡ଼ଖଣ୍ଡର ପଶ୍ଚିମ…
-
ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦଦେଢବର୍ଷରେ ପରିବାର ହରାଇଲା ୪ ସଦସ୍ୟLatestLeadingକେନ୍ଦୁଝରBy Sambad Digital Last updated Aug 11, 2023 ସେୟାରଭୁବନେଶ୍ୱର: ଝାଡ଼ଖଣ୍ଡରେ ଆଜି ସକାଳେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ଯବାନ ତଥା ଓଡ଼ିଆ ପୁଅ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୪ ନମ୍ଵର୍ ୱାର୍ଡ ଖୁଣ୍ଟିଆ ସାହି ବୋଲି ଜଣାପଡିଛି | ଆଜି ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅନ୍ତର୍ଗତ ହାତିବୁରୁ ଜଙ୍ଗଲରେ ସିଆରପିଏଫ ୬୦ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବାବେଳେ ନକ୍ସଲମାନେ ଆଖିବୁଜା ଗୁଳିଚାଳନା କରିଥିଲେ | ଯବାନମାନେ ମଧ୍ୟ ଆକ୍ରମଣର ଜବାବ ଦେବାକୁ ଗୁଳି ଚଳାଇଥିଲେ | ତେବେ ନକ୍ସଲଙ୍କ ଗୁଳିମାଡରେ ସିଆରପିଏଫର ଦୁଇ ଜଣ ଯବାନ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ମୁନ୍ନା ଯାଦବ ଗୁରୁତର ହୋଇପଡ଼ିଥିଲେ |ଏହାପରେ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଥିଲା | ତେବେ ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ | ଅନ୍ୟପଟେ ମୁନ୍ନାଙ୍କ ଅବସ୍ଥା ମଧ୍ୟ ଏବେ ବି ଗୁରୁତର ଅଛି | ଉଲ୍ଲେଖ ଥାଉ କି ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଛିଣ୍ଡିପଡିଛି | କାରଣ କିଛି ବର୍ଷ ଅନ୍ତରରେ ତାଙ୍କ ପରିବାରର ବାପା ଓ ଦୁଇ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି | ସୁଶାନ୍ତଙ୍କ ବଡଭାଇ ମଧ୍ୟ ସିଆରପିଏଫରେ ଥିଲେ ଓ ୨ ବର୍ଷ ତଳେ ସେ ବି ସହିଦ ହୋଇଥିଲେ |କିଛିଦିନ ତଳେ ସୁଶାନ୍ତଙ୍କ ବାପାଙ୍କ ପରଲୋକ ହୋଇଥିବାବେଳେ ଦୁଇ ମାସ ତଳେ ସୁଶାନ୍ତ ବିବାହ କରିଥିଲେ | ସୁଶାନ୍ତଙ୍କ ଆଉ ଜଣେ ଭାଇଙ୍କର କ୍ୟାନ୍ସରରେ ବି କିଛିଦିନ ତଳେ ମୃତ୍ୟୁ ଘଟିଥିଲା | ସୁଶାନ୍ତଙ୍କ ମା ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଏବେ ତାଙ୍କ ପାଖରେ ତାଙ୍କ ଭଉଣୀ ଅଛନ୍ତି | ପୂର୍ବବର୍ତ୍ତୀ ଖବରଗାଡ଼ି ଧକ୍କାରେ ରାସ୍ତା ଅତିକ୍ରମ କରୁଥିବା ଚିତା ଆହତ: ଭିଡିଓ ଭାଇରାଲପରବର୍ତ୍ତୀ ଖବର ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ୍ ଲଗାଇଲେ ଚଣ୍ଡିଗଡ଼ ହାଇକୋର୍ଟସମ୍ବନ୍ଧିତ ଖବରLatest‘ମୁଁ ପାଗଳ କି… ?’ ବିରୋଧୀ ମେଣ୍ଟରେ ଯୋଗଦେବା ପ୍ରସଙ୍ଗରେ କହିଲେ ଓୱେସିLatest୧୬ରୁ ସମୂହ ଛୁଟିରେ ରହିବେ ସବୁବର୍ଗର ପ୍ରାଥମିକ ଶିକ୍ଷକ: ବିଦ୍ୟାଳୟରେ ପାଠପଢ଼ା ଠପ୍Latest‘ମୁଁ ରାସ୍ତାରେ ବୁଲିବୁଲି ତଉଲିଆ ବିକ୍ରି କରୁଛି, କିନ୍ତୁ ପୁଅ ମୋର ହେବ ଇଞ୍ଜିନିୟର’Latestନିଜର ଆଖି ପରୀକ୍ଷା କରିନିଅନ୍ତୁ: କହିଲେ ଏହି ଫଟୋରେ ଥିବା ଅନେକ ଗୁଣ୍ଡିଚିମୂଷାଙ୍କ ମେଳରେ ମୂଷା…Latestଆଫ୍ରିକୀୟ ଦେଶ ନାଇଜରରେ ଥିବା ଭାରତୀୟଙ୍କୁ ଯଥାଶୀଘ୍ର ସେଠାରୁ ଫେରି ଆସିବାକୁ କହିଲା ଭାରତLatestଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୁଲିସ, ୨ଟି ମୋବାଇଲ ସହ ନଗଦ ୨,୭୭,୩୦୦ ଟଙ୍କା ଜବତLatestଫାଇଲେରିଆ ଓ କୃମିନାଶକ ଔଷଧ ଖାଇ ଚେତା ହରାଇଲେ ଶତାଧିକ ଛାତ୍ରଛାତ୍ରୀLatestଅଭିନେତ୍ରୀ ଜୟାପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଓ ୫୦୦୦ ଟଙ୍କା ଜରିମାନାsambad horoscope bannerସମ୍ବନ୍ଧିତ‘ମୁଁ ପାଗଳ କି… ?’ ବିରୋଧୀ ମେଣ୍ଟରେ ଯୋଗଦେବା…Aug 11, 2023୧୬ରୁ ସମୂହ ଛୁଟିରେ ରହିବେ ସବୁବର୍ଗର ପ୍ରାଥମିକ ଶିକ୍ଷକ: ବିଦ୍ୟାଳୟରେ…Aug 11, 2023‘ମୁଁ ରାସ୍ତାରେ ବୁଲିବୁଲି ତଉଲିଆ ବିକ୍ରି କରୁଛି, କିନ୍ତୁ ପୁଅ ମୋର…Aug 11, 2023ନିଜର ଆଖି ପରୀକ୍ଷା କରିନିଅନ୍ତୁ: କହିଲେ ଏହି ଫଟୋରେ ଥିବା ଅନେକ…Aug 11, 2023ଆଫ୍ରିକୀୟ ଦେଶ ନାଇଜରରେ ଥିବା ଭାରତୀୟଙ୍କୁ ଯଥାଶୀଘ୍ର ସେଠାରୁ ଫେରି…Aug 11, 2023କ୍ୟାଲେଣ୍ଡର୍August 2023M T W T F S S 1 2 3 4 5 67 8 9 10 11 12 1314 15 16 17 18 19 2021 22 23 24 25 26 2728 29 30 31 « Jul About Us Contact Us Sambad E-Paper Feedback Privacy Policy Payment© 2023 – Sambad. All Rights Reserved.Developed By: Team Sambad
ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦଦେଢବର୍ଷରେ ପରିବାର ହରାଇଲା ୪ ସଦସ୍ୟLatestLeadingକେନ୍ଦୁଝରBy Sambad Digital Last updated Aug 11, 2023 ସେୟାରଭୁବନେଶ୍ୱର: ଝାଡ଼ଖଣ୍ଡରେ ଆଜି ସକାଳେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ଯବାନ ତଥା ଓଡ଼ିଆ ପୁଅ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୪ ନମ୍ଵର୍ ୱାର୍ଡ ଖୁଣ୍ଟିଆ ସାହି ବୋଲି ଜଣାପଡିଛି | ଆଜି ସକାଳେ ଝାଡ଼ଖଣ୍ଡର ପଶ୍ଚିମ…
-
ଲିମ୍ପାଟିକ ଫାଇଲେରିଆସିସ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ ୧୦ ଅଗଷ୍ଟ ରୁ ୧୯ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚାଲିବ ଆଜି ୱାର୍ଡ ନମ୍ବର – ୧ ର କାଠଗଡା ଆଶ୍ରମ ସ୍କୁଲ ଠାରେ ଢେଙ୍କାନାଳ ପୌରପରିଷଦ ର ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଉଦଘାଟନ କରିଥିଲେ ଏଥିରେ କାଉନସିଲର ଶ୍ରୀ ବଳରାମ ସେଠି ଏବଂ NHM ର APM ଶ୍ରୀ ଭାଗିରଥି ପାଣିଗ୍ରାହୀ ଉପସ୍ଥିତ ଥିଲେ
ଲିମ୍ପାଟିକ ଫାଇଲେରିଆସିସ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ 11 ଅଗଷ୍ଟ ରୁ ୧୯ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚାଲିବ ଆଜି ୱାର୍ଡ ନମ୍ବର – ୧ ର କାଠଗଡା ଆଶ୍ରମ ସ୍କୁଲ ଠାରେ ଢେଙ୍କାନାଳ ପୌରପରିଷଦ ର ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଉଦଘାଟନ କରିଥିଲେ ଏଥିରେ କାଉନସିଲର ଶ୍ରୀ ବଳରାମ ସେଠି ଏବଂ NHM ର APM ଶ୍ରୀ ଭାଗିରଥି ପାଣିଗ୍ରାହୀ ଉପସ୍ଥିତ ଥିଲେ
-
ଆସୁଛି ଗଦର୨
ମୁମ୍ବାଇ: ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ପ୍ରେକ୍ଷାଳରେ ମୁକ୍ତିଲାଭ କରିଛି ସନି ଦେଓଲ ଓ ଅମିଶା ପଟେଲ୍ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’। ଫିଲ୍ମ ପାଇଁ ବହୁ ମାତ୍ରାରେ ଅଗ୍ରିମ ବୁକିଂ ହୋଇଥିବାରୁ ସକାଳୁ ପ୍ରେକ୍ଷାଳରେ ସମ୍ମୁଖରେ ଲମ୍ବା ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ସକାଳ ସୋ’ରେ ପ୍ରାୟ ୪୫ ପ୍ରତିଶତ ଦର୍ଶକଙ୍କୁ ଦେଖିବାକୁ ମିଳିଛି। ଯେଉଁଠାରେ ଲୋକମାନେ ୨୨ ବର୍ଷ ତଳେ ରିଲଜ୍ ହୋଇଥିବା ‘ଗଦର: ଏକ ପ୍ରେମ କଥା’ର ସ୍ମୃତିକୁ ମନେ…