-
ଆଜି ପଞ୍ଚମ ରଜନୀରେ ଯୋରନ୍ଦା, ଢେଙ୍କାନାଳ ଠାରେ ଦେଖିବାର ସୁଯୋଗ ନିଅନ୍ତୁ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ସେଇ ଚର୍ଚ୍ଚିତ ନୂଆ ନାଟକ #ଏତେ_ଦୁଷ୍ଟ_ତମେ_କେବେଠୁ_ହେଲ।।ନାଟ୍ୟକାର/ନିର୍ଦ୍ଦେଶକ: ୟୁନିକ୍ ପ୍ରଦୀପ ବେହେରା।ସଙ୍ଗୀତ: ମିହିର ମହାନ୍ତି।ଗୀତ: ନିଗମ ମିଶ୍ର।ନୃତ୍ୟ: ବିମ୍ବା ସାର୍।
ଆଜି ପଞ୍ଚମ ରଜନୀରେ ଯୋରନ୍ଦା, ଢେଙ୍କାନାଳ ଠାରେ ଦେଖିବାର ସୁଯୋଗ ନିଅନ୍ତୁ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ସେଇ ଚର୍ଚ୍ଚିତ ନୂଆ ନାଟକ #ଏତେ_ଦୁଷ୍ଟ_ତମେ_କେବେଠୁ_ହେଲ।। ନାଟ୍ୟକାର/ନିର୍ଦ୍ଦେଶକ: ୟୁନିକ୍ ପ୍ରଦୀପ ବେହେରା।ସଙ୍ଗୀତ: ମିହିର ମହାନ୍ତି।ଗୀତ: ନିଗମ ମିଶ୍ର।ନୃତ୍ୟ: ବିମ୍ବା ସାର୍।
-
କାମନାର ଆକର୍ଷଣ—————–ବାରବାର ଜୁଆର ମାଡ଼ରେମିଳେଇ ଗଲାଣିପାହାଡ଼ଭଳି ସଶକ୍ତପିଣ୍ଡ ସମୁଦ୍ର ତଟରସମୁଦ୍ରର ଜଳ ଆଉ କୂଳ ଏକାଦିନେ ଜନ୍ମଯେମିତିଦୁଃଖ ଆଉ ମଣିଷତଥାପି….ଜଣେ ଆରଜଣକୁ ଅହରହ ଗିଳୁଥାଏକାଳ ସହ ତାଳଦେଇସତରେ…..ପ୍ରକୃତିର ବିଚିତ୍ର ନିର୍ଯାସ ପୂର୍ଣ୍ଣିମା, ଅମାବାସ୍ୟା ଭଳି ନିର୍ଦ୍ଦିଷ୍ଟ ତିଥିରେଫୁଲିଉଠେ ସମୁଦ୍ର କୂଳ ଲଙ୍ଘିବାକୁମାସର ପହିଲି ହପ୍ତାଟି ଯେମିତିଛକି ବସିଥାଏତ୍ରସ୍ତଅଥଚ ଅଭାବୀ ମଣିଷର ଆତ୍ମା ଦହିବାକୁବାଃ ଇଏ କି ସଂଯୋଗଜୀବନ ବର୍ଣ୍ଣବୋଧର ଚିରାପୃଷ୍ଠା ସହକ୍ରମଶଃ କ୍ଷୀଣ ସେହିସମୁଦ୍ରର କୂଳକେମିତି ସହୁଛି ଦେଖଏକା ପରାଭବକାହିଁକି ଏ ଦୁଃଖ?ସବୁ ଖାଲି କାମନାର ଆକର୍ଷଣ ନୁଁହେତ ଆଉ କଣ ?+++ପ୍ରକାଶ +++
-
ଆପ୍ ଢ଼େଙ୍କାନାଳ ପକ୍ଷରୁ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଅବସରରେ ଯେପରି ଇଂରେଜ ମାନଙ୍କୁ ଭାରତ ଛାଡିବାକୁ କୁହାଯାଇଥିଲା, ସେହିପରି ଗଣତନ୍ତ୍ର ହତ୍ୟାକାରୀ, ସମ୍ବିଧାନ ହତ୍ୟାକାରୀ, ଦୁର୍ନୀତି ଓ ଭ୍ରଷ୍ଟାଚାରୀ ଦଳ ମାନେ ଗାଦି ଛାଡ଼ ଡାକରା ଦେଇଥିଲେ l କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବୀର ଶହୀଦ ମାନଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ତାଛଡା ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ପାଞ୍ଚ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସlଦ ପଣ୍ଡା, ସମ୍ପାଦକ ବିଧୁରଞ୍ଜନ ନାୟକ ଓ ଚିନ୍ମୟ ସେନାପତି, ଯୁବ ସଭାପତି ଅଶ୍ୱିନୀ ପଟ୍ଟନାୟକ, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ, ସକ୍ରିୟ ସଦସ୍ୟ ଅଜୟ ସାହୁ, ପ୍ରକାଶ ଭୁତିଆ, କ୍ୟାରୋଲିନ ପାଳ, ରଚିତା ନାଏକ ସରୋଜିନୀ ବେହେରା, ରୁବି ନାୟକ, କମଳିନୀ ନାୟକ, ମଧୁସୂଦନ ମଲିକ, ବିଜୟ ନାଏକ, ପ୍ରଶାନ୍ତ ନାୟକ, ପବିତ୍ର ବେହେରା ପ୍ରମୁଖ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ l
ଆପ୍ ଢ଼େଙ୍କାନାଳ ପକ୍ଷରୁ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଅବସରରେ ଯେପରି ଇଂରେଜ ମାନଙ୍କୁ ଭାରତ ଛାଡିବାକୁ କୁହାଯାଇଥିଲା, ସେହିପରି ଗଣତନ୍ତ୍ର ହତ୍ୟାକାରୀ, ସମ୍ବିଧାନ ହତ୍ୟାକାରୀ, ଦୁର୍ନୀତି ଓ ଭ୍ରଷ୍ଟାଚାରୀ ଦଳ ମାନେ ଗାଦି ଛାଡ଼ ଡାକରା ଦେଇଥିଲେ l କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବୀର ଶହୀଦ ମାନଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ତାଛଡା ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ପାଞ୍ଚ…
-
ଢେଙ୍କାନାଳ:କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗାଁର ବନ୍ଦାଣିଆ ମହନ୍ତ ସାହିକୁ ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଯିବାକୁ ଭଲ ରାସ୍ତା ନାହିଁ।ବର୍ଷାଦିନେ ଏହି ଗାଁକୁ ଯୋଗାଯୋଗ ସମ୍ପୂର୍ଣ ବିଚ୍ଛିନ୍ନ ହେଇଯାଏ।ଅଭିଯୋଗ ପରେ ମଧ୍ୟ ସୁଫଳ ମିଳୁନାହିଁ। @districtadmndkl @PradeepJenaIAS @PRDeptOdisha @RDOdisha @MoSarkar5T @CMO_Odisha

ଓଡିଶର ଯଶସ୍ୱିନୀ ଅଧ୍ୟାପିକା ତଥା ଯଶସ୍ୱିନୀ ସାହିତ୍ୟିକା ଡଃ ଶକୁନ୍ତଳା ବଳିଆରସିଂ ଙ୍କ ସହ କିଛି ସ୍ମରଣୀୟ ମୁହୂର୍ତ୍ତ ପ୍ରକାଶଚନ୍ଦ୍ର ରାଉତ|ପାଖରେ ଅଛନ୍ତି ଢେଙ୍କାନାଳ ଥିଙ୍କର୍ସ ଫୋରମର ଉପଦେଷ୍ଟା କବୟିତ୍ରୀ ଶ୍ରୀମତୀ ନିର୍ମଳା ମହାପାତ୍ର ଏବଂ ବିଶିଷ୍ଟ ଗାଳ୍ପିକ ତଥା ଫୋରମର ସାହିତ୍ୟଶାଖା ଚରୈବେତି ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ ମହୋଦୟ |
ଓଡିଶର ଯଶସ୍ୱିନୀ ଅଧ୍ୟାପିକା ତଥା ଯଶସ୍ୱିନୀ ସାହିତ୍ୟିକା ଡଃ ଶକୁନ୍ତଳା ବଳିଆରସିଂ ଙ୍କ ସହ କିଛି ସ୍ମରଣୀୟ ମୁହୂର୍ତ୍ତ |ପାଖରେ ଅଛନ୍ତି ଢେଙ୍କାନାଳ ଥିଙ୍କର୍ସ ଫୋରମର ଉପଦେଷ୍ଟା କବୟିତ୍ରୀ ଶ୍ରୀମତୀ ନିର୍ମଳା ମହାପାତ୍ର ଏବଂ ବିଶିଷ୍ଟ ଗାଳ୍ପିକ ତଥା ଫୋରମର ସାହିତ୍ୟଶାଖା ଚରୈବେତି ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ ମହୋଦୟ |
-
ଢେଙ୍କାନାଳ ଜିଲ୍ଲାର ୪୨୭ ଟି ମଠ ଓ ମନ୍ଦିରର ଉନ୍ନତି ବିଧାନ ନିମନ୍ତେ ୧୭ କୋଟି ୫୧ ଲକ୍ଷ ଟଙ୍କା ଏବଂ ୫୬ ଟି କଲେଜର ବିକାଶ ନିମନ୍ତେ ୩୨ କୋଟି ୫୦ ଲଜିଲ୍ଲାର ୪୨୭ ଟି ମଠ ଓ ମନ୍ଦିରର ଉନ୍ନତି ବିଧାନ ନିମନ୍ତେ ୧୭ କୋଟି ୫୧ ଲକ୍ଷ ଟଙ୍କା ଏବଂ ୫୬ ଟି କଲେଜର ବିକାଶ ନିମନ୍ତେ ୩୨ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ବିଭିନ୍ନ ବ୍ଳକରେ ଥିବା ଏହି ମଠ ଓ ମନ୍ଦିରର ଉନ୍ନତି ବିଧାନ କାର୍ଯ୍ୟ ସମ୍ପୃକ୍ତ ଅଞ୍ଚଳର ବିଡିଓ ମାନଙ୍କ କରାଯିବ ।new odia odisha କ୍ଷ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ବିଭିନ୍ନ ବ୍ଳକରେ ଥିବା ଏହି ମଠ ଓ ମନ୍ଦିରର ଉନ୍ନତି ବିଧାନ କାର୍ଯ୍ୟ ସମ୍ପୃକ୍ତ ଅଞ୍ଚଳର ବିଡିଓ ମାନଙ୍କ କରାଯିବ ।#dhenkanal new odia odisha
-
ଜିଲ୍ଲାର ୪୨୭ ଟି ମଠ ଓ ମନ୍ଦିରର ଉନ୍ନତି ବିଧାନ ନିମନ୍ତେ ୧୭ କୋଟି ୫୧ ଲକ୍ଷ ଟଙ୍କା ଏବଂ ୫୬ ଟି କଲେଜର ବିକାଶ ନିମନ୍ତେ ୩୨ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ବିଭିନ୍ନ ବ୍ଳକରେ ଥିବା ଏହି ମଠ ଓ ମନ୍ଦିରର ଉନ୍ନତି ବିଧାନ କାର୍ଯ୍ୟ ସମ୍ପୃକ୍ତ ଅଞ୍ଚଳର ବିଡିଓ ମାନଙ୍କ କରାଯିବ
ଜିଲ୍ଲାର ୪୨୭ ଟି ମଠ ଓ ମନ୍ଦିରର ଉନ୍ନତି ବିଧାନ ନିମନ୍ତେ ୧୭ କୋଟି ୫୧ ଲକ୍ଷ ଟଙ୍କା ଏବଂ ୫୬ ଟି କଲେଜର ବିକାଶ ନିମନ୍ତେ ୩୨ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ବିଭିନ୍ନ ବ୍ଳକରେ ଥିବା ଏହି ମଠ ଓ ମନ୍ଦିରର ଉନ୍ନତି ବିଧାନ କାର୍ଯ୍ୟ ସମ୍ପୃକ୍ତ ଅଞ୍ଚଳର ବିଡିଓ ମାନଙ୍କ କରାଯିବ । #dhenkanalupdate #ଢେଙ୍କାନାଳ ନୀଉ ଓଡ଼ିଆ ଓଡିଶା
-
ପଧାନମନ୍ତ୍ରୀ ଆବାସ ଯୋଜନା ରେ ଟଙ୍କା ହରି ଲୁଟ, ଭୁଆଁ ବୁଲାଉଛି ସରକାରବରଗଡ ଜିଲ୍ଲା ଅତାବିରା ବ୍ଲକ ଅମଳି ପାଲି ପଂଚାୟତ ଦୀର୍ଘ ଦିନ ର ସମସ୍ୟା କୁ ନେଇ ପଧାନମନ୍ତ୍ରୀ ଆବାସ ଯୋଜନା ରେ ଅନେକ ହିତାଧିକାରୀ ପଂଚାୟତ ଅଫିସ ରେ ସରକାରିଆ ବାବୁକୁ ଟଙ୍କା ଦେଇ କଥା ଯାଇ ପହଁଚି ଲା ଜିଲ୍ଲା ପାଳ ଙ୍କ ଜନ ଶୁଣାଇ ରେ? ହେଲେ ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ସୋମବାର ଦିନ ବରଗଡ (ଏ ପି ଡି )ସୁନୀଲ କେରକେଟା ସହ ତାଙ୍କ ଟିମ ଅମଲିପାଲି ପଂଚାୟତ କୁ ଆସି ହିତାଧିକାରୀ ଙ୍କ ସମସ୍ୟା ଉପରେ ଆଲୋଚନା କଲେ ହେଲେ ଗଣମାଧ୍ୟ୍ୟ ମ କୁ ଭିତର କୁ ଯିବା କୁ ମନା କଲେ ତେବେ କାହା ସ୍ୱାର୍ଥ ରେ ଏ ସରକାରିଆ ବାବୁ ତେବେ ଦେଖା ଯାଉ ହିତାଧିକାରୀ ଙ୍କ ପ୍ରକୁତ ସମସ୍ୟା କୁ ସରକାର ବୁଝିବେ ତ
ପଧାନମନ୍ତ୍ରୀ ଆବାସ ଯୋଜନା ରେ ଟଙ୍କା ହରି ଲୁଟ, ଭୁଆଁ ବୁଲାଉଛି ସରକାର ବରଗଡ ଜିଲ୍ଲା ଅତାବିରା ବ୍ଲକ ଅମଳି ପାଲି ପଂଚାୟତ ଦୀର୍ଘ ଦିନ ର ସମସ୍ୟା କୁ ନେଇ ପଧାନମନ୍ତ୍ରୀ ଆବାସ ଯୋଜନା ରେ ଅନେକ ହିତାଧିକାରୀ ପଂଚାୟତ ଅଫିସ ରେ ସରକାରିଆ ବାବୁକୁ ଟଙ୍କା ଦେଇ କଥା ଯାଇ ପହଁଚି ଲା ଜିଲ୍ଲା ପାଳ ଙ୍କ ଜନ ଶୁଣାଇ ରେ? ହେଲେ ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ସୋମବାର ଦିନ ବରଗଡ (ଏ…

ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ : ନବୀନଙ୍କୁ ନେଇ ବିଜେପିର ଆଭିମୁଖ୍ୟ କ’ଣ, ସାକ୍ଷାତକାରରେ ରଖିଲେ ପ୍ରତିକ୍ରିୟା ବିଜେଡି ଓ ବିଜେପି ବନ୍ଧୁତ୍ୱକୁ ନେଇ ଚର୍ଚ୍ଚା ଚାଲିଛି । ଏହି ସମୟରେ ଏକ ସାକ୍ଷାତକାର ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖବର ସରବରାହ ସଂସ୍ଥା ଏ.ଏନ.ଆଇର ସମ୍ପାଦକ ସ୍ମିତା ପ୍ରକାଶଙ୍କ ସହ ସାକ୍ଷାତକାରରେ ନବୀନଙ୍କ ବାବଦରେ ମତ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ସାକ୍ଷାତକାରରେ ନବୀନଙ୍କୁ ବିଜେପି କିଭଳି ଦେଖେ ସେ ବାବଦରେ କହିଛନ୍ତି ଧର୍ମେନ୍ଦ୍ରଯେତେବେଳେ କି ଏନଡିଏରେ ନଥାଇ ନବୀନ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଛନ୍ତି ।