-
ଅନୁଗୁଳ: ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର l**▪️ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ପଡ଼ିଲା ପଥର l**▪️ବଇଣ୍ଡା ଠାରୁ ଗୋଟିଏ କିମି ଦୂରରେ ଘଟିଲା ଅଘଟଣ l**▪️ଇଞ୍ଜିନ ଲାଇନଚ୍ୟୁତ, ରେଲୱେ କର୍ମଚାରୀ ସୁରକ୍ଷିତ l**▪️ଘଟଣାସ୍ଥଳରେ ପହଞ୍ଚି ରେଲୱେ ଅଧିକାରୀଙ୍କ ସ୍ଥିତି ଅନୁଧ୍ୟାନ l*
*🔖ଅନୁଗୁଳ: ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର l* *▪️ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ପଡ଼ିଲା ପଥର l**▪️ବଇଣ୍ଡା ଠାରୁ ଗୋଟିଏ କିମି ଦୂରରେ ଘଟିଲା ଅଘଟଣ l**▪️ଇଞ୍ଜିନ ଲାଇନଚ୍ୟୁତ, ରେଲୱେ କର୍ମଚାରୀ ସୁରକ୍ଷିତ l**▪️ଘଟଣାସ୍ଥଳରେ ପହଞ୍ଚି ରେଲୱେ ଅଧିକାରୀଙ୍କ ସ୍ଥିତି ଅନୁଧ୍ୟାନ l*
-
ବଞ୍ଚି ଥାଉ ଥାଉ ନବୀନ ବାବୁଙ୍କୁ ଅଫେରା ରାଇଜକୁ ନେଇଗଲେ ଶାସକ ବିଜେଡି ଦଳର ନେତା କର୍ମୀ କି ଦୁଃଖ 😭😭😭
ବଞ୍ଚି ଥାଉ ଥାଉ ନବୀନ ବାବୁଙ୍କୁ ଅଫେରା ରାଇଜକୁ ନେଇଗଲେ ଶାସକ ବିଜେଡି ଦଳର ନେତା କର୍ମୀ କି ଦୁଃଖ 😭😭😭
-
ସରକାର ଯୋଜନା ପାଣିର ଗାର କହିବ କିଏ ନାଁ ଦେଖିବ କିଏ
ସରକାର ଙ୍କ ଯୋଜନା ପାଣି ରେ ଗାର।ଅବ୍ୟବସ୍ଥା ଘେରରେ ମିନି ଅଙ୍ଗନୱାଡି ଆମେ କହିବା କାହାକୁ ଆଉ ଶୁଣିବ କିଏ? ଭୁଷୁଡି ପଡିବା ପରି ଲାଗୁଛି ପ୍ରାଥମିକ ଶିକ୍ଷ୍ୟା ବ୍ୟବସ୍ଥା, ବାସ୍ତବରେ ଏଥିପାଇଁ ଦାୟୀ କିଏ?ଜନତା! ନେତା! କୁଜିନେତା! ନା ବାହୁବଳୀ ପ୍ରଶାସନ? ଆସନ୍ତୁ ଯିବା ସମୂର୍ଣ୍ଣ ଘଟଣା କୁ…. ଆପଣ ମାନେ ଜାଣନ୍ତି ଦିନ ଥିଲା କୁନି କୁନି ପିଲାମାନଙ୍କ ମହତ ଉଦେଶ୍ୟ ପାଇଁ ଅଙ୍ଗନବାଡ଼ି ର ସ୍ୱପ୍ନ ଦେଖିଥିଲେ ସରକାର, ଆଉ ତାକୁ ଦେଖି…
-
ଶ୍ବେତାଲିନା ମାହାନା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପଂଚମ ସ୍ଥାନରେ ସଫଳତା ।ଅନ୍ଧାରିପାଲି ଗ୍ରାମର ଝିଅ ଶ୍ବେତାଲିନା ମାହାନା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପଂଚମ ସ୍ଥାନରେ ସଫଳତା ହାସଲ କଲେ, ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଟାମ୍ପରସରା ପଂଚାୟତ ଅଧିନ ଅନ୍ଧାରିପାଲି ଗ୍ରାମର ଝିଅ ଶ୍ବେତାଲିନା ମାହାନା ଓଡ଼ିଶା ପ୍ରଶାସନିକ ସେବା ରେ ପଂଚମ ସ୍ଥାନରେ ସଫଳତା ହାସଲ କରିଛନ୍ତି । ସେ ଦିନକୁ ୧୨ ଘଣ୍ଟା ପାଠପଢୁଥିଲେ । ଓଡ଼ିଶା ପ୍ରଶାସନିକ ସେବା ରେ ପଂଚମ ରାଂକରେ ସଫଳତା ମିଳିବ ବୋଲି ସେ ବିଶ୍ବାସ କରୁନଥିଲେ । ଏହି ସଫଳତା ହାସଲ ପାଇବାପରେ ତାଂକ ପରିବାର ଓ ଗାଁରେ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖୋଲିଯାଇଛି ।
ଶ୍ବେତାଲିନା ମାହାନା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପଂଚମ ସ୍ଥାନରେ ସଫଳତା । ଅନ୍ଧାରିପାଲି ଗ୍ରାମର ଝିଅ ଶ୍ବେତାଲିନା ମାହାନା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପଂଚମ ସ୍ଥାନରେ ସଫଳତା ହାସଲ କଲେ, ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଟାମ୍ପରସରା ପଂଚାୟତ ଅଧିନ ଅନ୍ଧାରିପାଲି ଗ୍ରାମର ଝିଅ ଶ୍ବେତାଲିନା ମାହାନା ଓଡ଼ିଶା ପ୍ରଶାସନିକ ସେବା ରେ ପଂଚମ ସ୍ଥାନରେ ସଫଳତା ହାସଲ କରିଛନ୍ତି । ସେ ଦିନକୁ ୧୨ ଘଣ୍ଟା ପାଠପଢୁଥିଲେ । ଓଡ଼ିଶା ପ୍ରଶାସନିକ…
-
*ପୂର୍ବତନ ରାଜସ୍ବ ନିରକ୍ଷକ ପରଲୋକ*ପଣ୍ଡୁଆ:କାମାକ୍ଷା ନଗର ଉପଖଣ୍ଡ ଅଁଳାବେରେନି ପଂଚାୟତ ସକାଳ ପ୍ରତିନଧି ପର୍ଶୁରାମ ମହାଭୋଇ ଙ୍କ ପିତା, ତଥା ସକାଳ ପଣ୍ଡୁଆ ବିତରକ ପୂର୍ଣଚନ୍ଦ୍ର ମହାଭୋଇ ବିୟୋଗ ହୋଇଯାଇଛି. ସେ ଦୀର୍ଘ ଦିନ ହେଲା ଭୁବେନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ ଚିକିଶ୍ଚିତ ହେଉଥିଲେ. ପ୍ରଥମେ ଅମିନ ଭାବେ ଚାକିର ଜୀବନ ଆରମ୍ବ କରି., ରାଜସ୍ବ ନିରୀକ୍ଷକ ଭାବେ ଅବସର ନେଇଥିଲେ. ସେ ସରଳ ଜୀବନ ଓ ନିଷ୍ଠାପର ସରକାରୀ ଚାକିରିଆ ଭାବେ ଖ୍ୟାତି ଅର୍ଜନ କରିଥିଲେ, ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା.ତାଙ୍କ ଦେହାନ୍ତ ଖବର ରେ ଅଁଳାବେରେନି ସମେତ ପରିମାଳ ଅଂଚଳରେ ଶୋକ ଛାୟା ଖେଳି ଯାଇଛି.ଅପରାହ୍ନ ରେ ଭୁବେନେଶ୍ୱର ରୁ ମରାଶରୀର ପ୍ରଥମେ ଅଁଳାବେରେନି ବାସ ଭବନ ସ୍ଥିତ ଅଣା ଯାଇ ଥିଲା, ବଜ଼ାର ବାସି ଙ୍କ ଶେଷ ଦର୍ଶନ ପରେ ତାଙ୍କ ଜନ୍ମସ୍ଥାନ ବିଜାଡିହି ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା.
*ପୂର୍ବତନ ରାଜସ୍ବ ନିରକ୍ଷକ ପରଲୋକ*ପଣ୍ଡୁଆ:କାମାକ୍ଷା ନଗର ଉପଖଣ୍ଡ ଅଁଳାବେରେନି ପଂଚାୟତ ସକାଳ ପ୍ରତିନଧି ପର୍ଶୁରାମ ମହାଭୋଇ ଙ୍କ ପିତା, ତଥା ସକାଳ ପଣ୍ଡୁଆ ବିତରକ ପୂର୍ଣଚନ୍ଦ୍ର ମହାଭୋଇ ବିୟୋଗ ହୋଇଯାଇଛି. ସେ ଦୀର୍ଘ ଦିନ ହେଲା ଭୁବେନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ ଚିକିଶ୍ଚିତ ହେଉଥିଲେ. ପ୍ରଥମେ ଅମିନ ଭାବେ ଚାକିର ଜୀବନ ଆରମ୍ବ କରି., ରାଜସ୍ବ ନିରୀକ୍ଷକ ଭାବେ ଅବସର ନେଇଥିଲେ. ସେ ସରଳ ଜୀବନ ଓ ନିଷ୍ଠାପର ସରକାରୀ ଚାକିରିଆ ଭାବେ ଖ୍ୟାତି ଅର୍ଜନ…

ଢେଙ୍କାନାଳ : ଢେଙ୍କାନାଳରେ ଡିଆରଡିଓ ନାଁରେ ରାଇସ ପୁଲିଂ ଘଟଣା । ୨୪ ଘଣ୍ଟା ନପୁରୁଣୁ ପୋଲିସର କୁଇକ୍ ଆକ୍ସନ। ଠକଙ୍କୁ ଧରିବା ସହିତ ପୂରା ଘଟଣା ଉପରୁ ପରଦା ଉଠାଇବା ପାଇଁ ପୋଲିସ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଟିମ୍ । ଏପରିକି ଠକଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ପ୍ରକ୍ରିୟା ଆରମ୍ଭ କରିଛିଆନ୍ଧ୍ରପ୍ରଦେଶ ଓ କୋଲକାତା ଯିବ ଦୁଇଟି ଟିମ୍ । ଏହା ସହିତ ଡିଆରଡିଓ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛି ପୋଲିସ । ଜିଲ୍ଲାରେ ଥିବା ସବୁ ଥାନା ଫାଣ୍ଡିଙ୍କୁ ଏପରି ଠକଙ୍କ ଉପରେ ନଜର ରଖିବା ପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଠକାମୀରେ ନପଡ଼ିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ଏସପି ।ଡିଆରଡିଓ ନାଁ ନେଇ କେମିତି ରାଇସ୍ ପୁଲିଂ କରୁଥିଲେ ଠକ । ଏନେଇ ଗତକାଲି ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଏକ ଧାତୁ ଥିବା ସ୍ୱତନ୍ତ୍ର ବାକ୍ସରେ ଲେଖାଯାଇଥିଲା ଡିଆରଡିଓ । ଏଥିରେ ରିସର୍ଚ୍ଚ ସେଣ୍ଟରର ଅଧିକାରୀଙ୍କ ନକଲ ଦସ୍ତଖତ କରାଯାଇଥିଲା । ଏସବୁ ଲେଖି ଲୋକଙ୍କ ମନରେ ଏହା ଡିଆରଡିଓ ସାମଗ୍ରୀ ବୋଲି ବିଶ୍ୱାସ ଜନ୍ମାଯାଉଥିଲା । ଭିଡିଓ ପ୍ରସ୍ତୁତ କରି ଦେଶର କୋଣ ଅନୁକୋଣରେ ଥିବା ଠକ୍ ଗ୍ୟାଙ୍ଗଙ୍କ ପାଖକୁ ଏହା ପଠାଯାଉଥିଲା । ରାତି ରାତି ବଡ଼ ଲୋକ ହେବା ଲୋଭରେ ଏହି ଧାତୁକୁ ଖୋଜିବା ଆରମ୍ଭ କରିଦିଅନ୍ତି ଧନୀ ଶ୍ରେଣୀର ଲୋକ । ଫରେନ୍ ମାର୍କେଟରେ ଏହି ଧାତୁଟିର ମୁଲ୍ୟ ଶହ ଶହ କୋଟି ଟଙ୍କା । ଆମେରିକା ନାସାରେ ଏହାର ମୂଲ୍ୟ ଅମୂଲ୍ୟ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଇ ଥାଆନ୍ତି ଠକ ଗ୍ୟାଙ୍ଗ
-
ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ଓଏସଏସସି ପରିଚାଳିତ ୟୁଏଲବି ଆକାଉଣ୍ଟାଣ୍ଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଉତ୍ତେଜନା ।ପୁଣି ଓଏସଏସସି ଦ୍ୱାରା ପରିଚାଳିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଅର୍ବାନ ଲୋକାଲ ବଡି ବା ୟୁଏଲବି ଆକାଉଟାଣ୍ଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ପରୀକ୍ଷାର୍ଥୀ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରିଛି । ନିକଟରେ ଓଏସଏସସିର ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ନେଇ ବିବାଦ ଚାଲିଛି । ଏହି ସମୟରେ ପୁଣିଥରେ ପରୀକ୍ଷାର୍ଥୀ ଓଏସଏସସି ଦ୍ୱାରା ପରିଚାଳିତ ୟୁଏଲବି ଆକାଉଂଟାଂଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ଆଣିଛନ୍ତି ।
ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ଓଏସଏସସି ପରିଚାଳିତ ୟୁଏଲବି ଆକାଉଣ୍ଟାଣ୍ଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଉତ୍ତେଜନା । ପୁଣି ଓଏସଏସସି ଦ୍ୱାରା ପରିଚାଳିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଅର୍ବାନ ଲୋକାଲ ବଡି ବା ୟୁଏଲବି ଆକାଉଟାଣ୍ଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ପରୀକ୍ଷାର୍ଥୀ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରିଛି…
-
ବିଷାକ୍ତ ମଦ ପିଇ ନଟାକଟା କୁମର୍ଦ କଲୋନୀ ର ଜଣେ ମୃତ୍ୟୁ
ବିଷାକ୍ତ ମଦ ପିଇ ନଟାକଟା କୁମର୍ଦ କଲୋନୀ ର ଜଣେ ମୃତ୍ୟୁ ଢେଙ୍କାନାଳ ଜିଲ୍ଲା ରେ ଦେଶୀ ଓ ବିଦେଶୀ ମଦ ପିଇ ଭୁବନ ବ୍ଲକରେ ବାରମ୍ବାର ମୁର୍ତୁ ଏହି ସବକୁ ଧରି ମଦ କାଉଣ୍ଟର ଆଗରେ ବସିଲେ ପରିବାର ଲୋକେ ତେବେ ସୂଚନା ଡାକ୍ତର ପୋଷ୍ଟବଟମ ନ କରି ଫେରାଇଦେଲେ କାହିଁକି ଏହାର ତଦନ୍ତ ଅନୁଯାଇ ଜାରି କରାଯାଉ ଓମୁର୍ତୁ ହୋଇଯାଇଥିବା ଲୋକକୁ ପ୍ରଶାସନ ତରଫରୁ ସାହାଯ୍ୟ କଲେ ଭଲ ହେଵବୋଲି ସ୍ଥାନୀୟ ରେ ଚର୍ଚ୍ଚା
-
*ଆସନ୍ତା_ବୁଧବାର_ବନକଲାଗି_ପାଇଁ_ରାଜି’**-ଆସନ୍ତା ବୁଧବାର ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗ ରାଜି**-ନୀତି ସବ୍ କମିଟି ବୈଠକ ପରେ ଦତ୍ତମହାପାତ୍ରଙ୍କ ପ୍ରତିକ୍ରିୟା**-‘ଯଦି ପରିଚାଳନା କମିଟି କହିବେ ବୁଧବାର କରିବାକୁ ଆମେ ରାଜି’*
ଆସନ୍ତା ସାଧାରଣ ନିର୍ବାଚନ ରେ ମୁଁ ପ୍ରାର୍ଥୀ ହେବି କି ନହେବି ବଡ କଥା ନୁହେଁ ……..ଆଉଥରେ କ୍ଷମତା କୁ ଆସିବି କି ନ ଆସିବି ସେଟା ବି କହିବା ସମ୍ଭବ ନୁହେଁ ……..କିନ୍ତୁ ଢେ଼ଙ୍କାନାଳ ଓ ଗନ୍ଦିଆ ର ସାଧାରଣ ଲୋକ ଙ୍କ ସମସ୍ୟା କୁ ସରକାର ଙ୍କ ପାଖରେ ପହଞ୍ଚାଇବା ଓ ସରକାରୀ ପ୍ରାୟୋଜିତ ଦୁର୍ନୀତି ଓ ଭ୍ରଷ୍ଟାଚାର କୁ ଲୋକ ଲୋଚନ କୁ ଆଣିବା କାର୍ଯ୍ୟ ଟି ମୋର ଶେଷ ଜୀବନ ପର୍ଯ୍ୟନ୍ତ…