-
ମଣିପୁର ହିଂସା ଓ ମହିଳା ଉତ୍ପିଡନ ବିରୋଧରେ ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଭିକ୍ଷୋଭ- July 28, 2023ଢେଙ୍କାନାଳ, ୨୮.୦୭: ଅଦ୍ୟ ପୂର୍ବାହ୍ଣ ୧୧ ଘଟିକା ସମୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ବରେ ଶତାଧକ ମହିଳା ଢେଙ୍କାନାଳ ଗାନ୍ଧୀ ମନ୍ଦିରସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦଳୀୟ ପତାକା ଓ ବିଭିନ୍ନ ସ୍ଲୋଗାନ୍ ଦେଇ ଏକ ଭିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ମହିଳାମାନେ ଆସି ଶୋଭାଯାତ୍ରାରେ ସମିଲ୍ ହୋଇ ନରେନ୍ଦ୍ର ମୋଦି ନେତୃତ୍ବାଧନ କେନ୍ଦ୍ର ସରକାର ଓ ମଣିପୁରର ବିଜେପି ସରକାର ବିପକ୍ଷରେ ସ୍ଲୋଗାନ୍ ଦିଆଯାଇଥିଲା ।ଏଥିରେ କେନ୍ଦ୍ର ସରକାର ମଣିପୁରରେ ଶାନ୍ତି ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବାରୁ ଓ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ନରେନ୍ଦ୍ର ମୋଦି ସରକାର ତା’ର ଉତର ଦାୟିତ୍ଵ ଗ୍ରହଣ କରି ମଣିପୁର ସରକାରକୁ ବରଖାସ୍ତ କରି ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଦାବୀ ହୋଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ୍ର ବରିଷ୍ଠ ନେତ୍ରୀବୃନ୍ଦମାନେ ଯଥା ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ବରିଷ୍ଠ ନେତା ରବିନାରାୟଣ ମହାନ୍ତି, ପୂର୍ବତନ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରେମ୍ ଶଙ୍କର ମିଶ୍ର, ସମ୍ଦା ତାଏଚ୍, ସୁବାଶିନୀ ମହାକୁଡ, ସୁବାଷ ପାଲ, ନିର୍ମଳ ମିଶ୍ର, ଶିଳ୍ପୀଶ୍ରୀ ହରିଚନ୍ଦନ, ରୋମିନା ବେଗମ୍ ପ୍ରମୁଖ ଯୋଗଦେଇ ଭିକ୍ଷୋଭ ପ୍ରତିବାଦ ସଭାକୁ ସାଫଲ୍ୟ କରିଥିଲେ ।
ମଣିପୁର ହିଂସା ଓ ମହିଳା ଉତ୍ପିଡନ ବିରୋଧରେ ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଭିକ୍ଷୋଭ– July 28, 2023 ଢେଙ୍କାନାଳ, ୨୮.୦୭: ଅଦ୍ୟ ପୂର୍ବାହ୍ଣ ୧୧ ଘଟିକା ସମୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ବରେ ଶତାଧକ ମହିଳା ଢେଙ୍କାନାଳ ଗାନ୍ଧୀ ମନ୍ଦିରସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦଳୀୟ ପତାକା ଓ ବିଭିନ୍ନ ସ୍ଲୋଗାନ୍ ଦେଇ ଏକ ଭିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର…
-
ଯୋରନ୍ଦା ବିଜୁପଟ୍ଟନାୟକ ଷ୍ଟାଚୁ ଠାରୁ ଗଁଦିଆବ୍ଲକ ଯିବା ବାଟରେ ମାଲିଭୂଇଁ ତୁଣ୍ଡି ନାଁରେ ଉପୁଧୁନୀଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନାଟିମା ବଜାର ସ୍ଥିତ ଏକ ଛୋଟିଆ ବ୍ରିଜ ହୋଇଛି, ଯେଉଁଥିରେ ସ୍ଥାନୀୟ ବାସିନ୍ଦା ନିରୀହ ଲୋକ ମlନେ ଚଳୁଥିବା ସେଇତୁଠ ରେ ଯୋରନ୍ଦା ବିଶିଷ୍ଟ ଚଳୁଥିବା ସୂଚନାଯୋରନ୍ଦାମହିମା ଗାଦିର ବକଳ ସମାଜ ଏହା କୁ କାହିଁକି ବିରୋଧ କରୁଛନ୍ତି ଏହାକୁ ନେଇ ଗଙ୍ଗାଧର ବେହେରା ବିଜେପି ଖୋଜ ନେତା ଯୋରନ୍ଦା ପ୍ରେସ କ୍ଲବ ତରଫରୁ ମହିମା ପ୍ରେସ କ୍ଲବ ର ପ୍ରେସିଡେଣ୍ଟ ଗଙ୍ଗାଧର ବେହେରା ଏହାକୁ ଦୃଢ଼ ନିନ୍ଦା କରୁଛନ୍ତି, ଓ ସ୍ଥାନୀୟ ଲୋକ ବାରଣ କରୁଛନ୍ତି ଛ ଏକର ଛପନ ଏକର ନାଟିମା ବଜାର ଚାରି ପୁରୁଷ ର ଧାମ ପ୍ରଭୁ ଏଠି ଯେତେବେଳେ ଧାମ ସ୍ଥାପନ କଲେ ନାଟିମା ଛ ଏକର ଛପନ ଜାଗାରେ ବାହାରୁ ପ୍ରଜା ଆଣି ବସାଇଲା ପରେ ତେଣୁ ସେଇଜାଗାରେ ନାଟିମା ବଜାର ଲୋକ ମିଶି ଏହି ମାଲିଭୂଇଁ କୁଣ୍ଡି ଜାଗା ପାଇଁ ଏବେ ଅସନ୍ତୋଷ ପ୍ରକାଶ ପାଇଛି, ଆକୁ ବାରଣ କରୁଛନ୍ତି ବୋଲି ଏହି ଜାଗାକୁ ସ୍ଥାନୀୟ ରେ ଘୋର ଚର୍ଚ୍ଚା,
ଯୋରନ୍ଦା ବିଜୁପଟ୍ଟନାୟକ ଷ୍ଟାଚୁ ଠାରୁ ଗଁଦିଆବ୍ଲକ ଯିବା ବାଟରେ ମାଲିଭୂଇଁ ତୁଣ୍ଡି ନାଁରେ ଉପୁଧୁନୀ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନାଟିମା ବଜାର ସ୍ଥିତ ଏକ ଛୋଟିଆ ବ୍ରିଜ ହୋଇଛି, ଯେଉଁଥିରେ ସ୍ଥାନୀୟ ବାସିନ୍ଦା ନିରୀହ ଲୋକ ମlନେ ଚଳୁଥିବା ସେଇତୁଠ ରେ ଯୋରନ୍ଦା ବିଶିଷ୍ଟ ଚଳୁଥିବା ସୂଚନା ଯୋରନ୍ଦାମହିମା ଗାଦିର ବକଳ ସମାଜ ଏହା କୁ କାହିଁକି ବିରୋଧ କରୁଛନ୍ତି ଏହାକୁ ନେଇ ଗଙ୍ଗାଧର ବେହେରା ବିଜେପି ଖୋଜ ନେତା ଯୋରନ୍ଦା ପ୍ରେସ କ୍ଲବ ତରଫରୁ…
-
ଖାଦ୍ୟ ହୋଇଗଲା ବିଷ/ପାଳଗଦା ର ଛତୁ ଖାଇ ପରିବାର ର ୭ ଜଣ ଗୁରତରଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୂଆ ଟିପିଲେଇ ଗ୍ରାମରୁ ଗୋଟିଏ ପରିବାର ୭ ଜଣ ସଦସ୍ୟ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।ସୂଚନା ରୁ ଜଣା ପଡ଼ିଛି ଆଜି ପିତବାସ ଦଳେଇ ଙ୍କ ବାରିପଟ ପାଳଗଦାରେ ପାଳ ଛତୁ ଫୁଟିଥିଲା ।ଯାହାକୁ କି ଘରର ମହିଳା ମାନେ ତୋଳି ଆଣି ଘରେ ରୋଷେଇ କରି ପରିବାର ସଦସ୍ୟଙ୍କୁ ଦୁଇପହରେ ଭାତ ସହିତ ଖାଇବାକୁ ଦେଇଥିଲେ ।ତେବେ ଖାଇବାର କିଛି ସମୟ ପରେ ସନ୍ଧ୍ୟା ପ୍ରାୟ ୫ ଟାରେ ପରିବାର ମଧ୍ୟରୁ ସନ୍ତୋଷ ଦଳେଇ ବୟସ ୬ ବର୍ଷଙ୍କର ମୁଣ୍ଡ ବୁଲାଇବା , ପେଟ ରେ ଯନ୍ତ୍ରଣା ହେବା ସହିତ ପ୍ରବଳ ମାତ୍ରା ରେ ବାନ୍ତି ଆରମ୍ଭ ହୋଇଥିଲା । ଏବଂ କିଛି ସମୟ ଅନ୍ତରାଳରେ ପରିବାରର ,ପିତବାସ ଦଳେଇ ବୟସ ୬୦ ,ପରମାନନ୍ଦ ଦଳେଇ ବୟସ ୪୫,ଲକ୍ଷ୍ମୀଧର ଦଳେଇ ବୟସ ୧୮ ,ବବିତା ଦଳେଇ ବୟସ ୩୫ ,ସୁଷମା ଦଳେଇ ବୟସ ୪୦,ପାର୍ବତୀ ଦଳେଇ ବୟସ ୬୭ ଙ୍କୁ ମଧ୍ୟ ମୁଣ୍ଡ ବୁଲାଇବା ସହିତ ପେଟ ଯନ୍ତ୍ରଣା ଏବଂ ବାନ୍ତି ଆରମ୍ଭ ହୋଇଥିଲା।ତେବେ ସଙ୍ଗେ ସଙ୍ଗେ ପରିବାର ର ସମସ୍ତ ସଦସ୍ୟ ଏକ ଅଟୋ ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି ।ଶେଷ ଖବର ସୁଦ୍ଧା ପରିବାର ର ୭ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଜଣା ପଡିଛି ।ଢେଙ୍କାନାଳ ଭୁବନ ରୁ ତାପସଦାସ ଙ୍କ ରିପୋର୍ଟ
ଖାଦ୍ୟ ହୋଇଗଲା ବିଷ/ପାଳଗଦା ର ଛତୁ ଖାଇ ପରିବାର ର ୭ ଜଣ ଗୁରତର ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୂଆ ଟିପିଲେଇ ଗ୍ରାମରୁ ଗୋଟିଏ ପରିବାର ୭ ଜଣ ସଦସ୍ୟ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।ସୂଚନା ରୁ ଜଣା ପଡ଼ିଛି ଆଜି ପିତବାସ ଦଳେଇ ଙ୍କ ବାରିପଟ ପାଳଗଦାରେ ପାଳ ଛତୁ ଫୁଟିଥିଲା ।ଯାହାକୁ କି ଘରର ମହିଳା ମାନେ ତୋଳି ଆଣି ଘରେ ରୋଷେଇ…
-
“କାରଗିଲ ବିଜୟ ଦିବସ”ର ୨୪ତମ ବର୍ଷ ପୂର୍ତ୍ତି ଅବସରରେ “ଅପରେସନ ବିଜୟ” ରେ ଭାରତ ମାତାର ବୀରପୁତ୍ର ଯେଉଁମାନେ ଦେଶ ମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ ସେମାନଙ୍କୁ ସ୍ମରଣ କରି ମୋର ହୃଦୟର ଗଭୀର ପ୍ରଦେଶରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଶ୍ରୀ Mahesh Sahoo ମାନ୍ୟବର ଲୋକପ୍ରିୟ ସାଂସଦ ଢେ଼ଙ୍କାନାଳ.#KargilVijayDiwas #OperationVijay#JaiHind
“କାରଗିଲ ବିଜୟ ଦିବସ” ର ୨୪ତମ ବର୍ଷ ପୂର୍ତ୍ତି ଅବସରରେ “ଅପରେସନ ବିଜୟ” ରେ ଭାରତ ମାତାର ବୀରପୁତ୍ର ଯେଉଁମାନେ ଦେଶ ମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ ସେମାନଙ୍କୁ ସ୍ମରଣ କରି ମୋର ହୃଦୟର ଗଭୀର ପ୍ରଦେଶରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଶ୍ରୀ Mahesh Sahoo ମାନ୍ୟବର ଲୋକପ୍ରିୟ ସାଂସଦ ଢେ଼ଙ୍କାନାଳ.#KargilVijayDiwas #OperationVijay#JaiHind
-
“କାରଗିଲ ବିଜୟ ଦିବସ” ର ୨୪ତମ ବର୍ଷ ପୂର୍ତ୍ତି ଅବସରରେ “ଅପରେସନ ବିଜୟ” ରେ ଭାରତ ମାତାର ବୀରପୁତ୍ର ଯେଉଁମାନେ ଦେଶ ମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ ସେମାନଙ୍କୁ ସ୍ମରଣ କରି ମୋର ହୃଦୟର ଗଭୀର ପ୍ରଦେଶରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଶ୍ରୀ Mahesh Sahoo ମାନ୍ୟବର ଲୋକପ୍ରିୟ ସାଂସଦ ଢେ଼ଙ୍କାନାଳ.#KargilVijayDiwas #OperationVijay#JaiHind
“କାରଗିଲ ବିଜୟ ଦିବସ” ର ୨୪ତମ ବର୍ଷ ପୂର୍ତ୍ତି ଅବସରରେ “ଅପରେସନ ବିଜୟ” ରେ ଭାରତ ମାତାର ବୀରପୁତ୍ର ଯେଉଁମାନେ ଦେଶ ମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ ସେମାନଙ୍କୁ ସ୍ମରଣ କରି ମୋର ହୃଦୟର ଗଭୀର ପ୍ରଦେଶରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଶ୍ରୀ Mahesh Sahoo ମାନ୍ୟବର ଲୋକପ୍ରିୟ ସାଂସଦ ଢେ଼ଙ୍କାନାଳ.#KargilVijayDiwas #OperationVijay#JaiHind
-
ଭୁବନ ଲତାବିଲ କାଉଣ୍ଟରରେ ଚାନ୍ଦା ମାଗି ମାଡ଼ ଖାଇଚି ନିଜକୁ ସାମ୍ବାଦିକ କହୁଥିବା ଏ ଟଆଉଟରଯଦି କେହି ଆକୁ ଚାନ୍ଦା ମାଗିବାର ଦେଖନ୍ତି ତ ଯାହା କରିବା କଥା କରନ୍ତୁ ବହୁତ ଲୋକଙ୍କୁ ଡରେଇ ହଇରାଣ କରି ଟଙ୍କା ଆଣିଛି ବୋଲି ଏବେ ସବୁ କହିଲେଣି ଆ ଓପରେ ନଜର ରଖନ୍ତୁ ଏ ସୁପର ଡହରା ଟାଏ ମିଛ କହିବାରେ ଧୁରନ୍ଧର ଇଏ
ଭୁବନ ଲତାବିଲ କାଉଣ୍ଟରରେ ଚାନ୍ଦା ମାଗି ମାଡ଼ ଖାଇଚି ନିଜକୁ ସାମ୍ବାଦିକ କହୁଥିବା ଏ ଟଆଉଟରଯଦି କେହି ଆକୁ ଚାନ୍ଦା ମାଗିବାର ଦେଖନ୍ତି ତ ଯାହା କରିବା କଥା କରନ୍ତୁ ବହୁତ ଲୋକଙ୍କୁ ଡରେଇ ହଇରାଣ କରି ଟଙ୍କା ଆଣିଛି ବୋଲି ଏବେ ସବୁ କହିଲେଣି ଆ ଓପରେ ନଜର ରଖନ୍ତୁ ଏ ସୁପର ଡହରା ଟାଏ ମିଛ କହିବାରେ ଧୁରନ୍ଧର ଇଏ
-
ଢେଙ୍କାନାଳ : ଅନେକ ଦିନରୁ ସରିଗଲାଣି ନିର୍ବାଚନ । କିନ୍ତୁ ଏଯାଏଁ ଯାଇନି ରାଗ । ଆଉ ସରିନାହିଁ ନିରୀହ ଭୋଟରଙ୍କ ଉପରେ ପ୍ରତିଶୋଧ । ଏପରି କି ବିଜୟୀ ସରପଞ୍ଚ ସମର୍ଥକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କୁ କରିଛନ୍ତି ଆକ୍ରମଣ । ଆଉ ଗାଁରେ ରଖାଇ ଦେବୁ ନାହିଁ ବୋଲି ଦିଆଯାଇଛି ଧମକ । ଏପରି ଅଭିଯୋଗ ନେଇ ନିଜର ସୁରକ୍ଷା ପାଇଁ ଆଜି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲକଲୁଣ୍ଡି ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।ଅନେକ ଦିନରୁ ସରିଲାଣି ନିର୍ବାଚନ, ଭୟଭୀତ ଗ୍ରାମବାସୀ ସୁରକ୍ଷା ପାଇଁ ଏସପିଙ୍କ ଦ୍ୱାରସ୍ଥଏ ସଂକ୍ରାନ୍ତରେ ଆକ୍ରମଣର ଶିକାର ହୋଇ ଭୟଭୀତ ଅବସ୍ଥାରେ ଗୋଟିଏ ଗୋଷ୍ଠୀର ଲୋକେ ଆଜି ଢେଙ୍କାନାଳ ଏସପିଙ୍କୁ ସୁରକ୍ଷା ପାଇଁ ଦାବି ପତ୍ର ଦେଇଛନ୍ତି ।ତେବେ ଉକ୍ତ ଟୋଲକଲୁଣ୍ଡି ଗ୍ରାମରେ ଉଭୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳକୁ ନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଆଉ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୁଲିସ ସଜାଗ ଅଛି ବୋଲି ପ୍ରତିକ୍ରିୟାରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି। ମାତ୍ର ଗାଁରେ ସରପଞ୍ଚଙ୍କ ସମର୍ଥକ ଗୋଷ୍ଠୀ ତାଙ୍କୁ ବାରମ୍ବାର ଆକ୍ରମଣ କରୁଥିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପାଲଟା ଗତ ୨୦ତାରିଖରେ ଘର ମାନଙ୍କରେ ପଶି ନିର୍ଧୁମ ମାଡ଼ ମାରିଥିବା ସହ ଗାଁ ଛାଡି ଚାଲିଯିବାକୁ ଧମକ ଦେଇଛନ୍ତି ବୋଲି ଆକ୍ରମଣର ଶିକାର ଗ୍ରାମବାସୀ ଗୁହାରି କରିଛନ୍ତି । ଫଳରେ ସ୍ଥାନୀୟ ନିହଲ ପ୍ରସାଦ ପୁଲିସ ନିଷ୍କ୍ରିୟତା ନେଇ ଏହି ଲୋକ ମାନେ ଅସୁରକ୍ଷିତ ବୋଲି ଅଭିଯୋଗ ଉଠାଇ ଏସ ପିଙ୍କ ପାଖକୁ ସୁରକ୍ଷା ପାଇଁ ଦାବି କରିଛନ୍ତି।
ଢେଙ୍କାନାଳ : ଅନେକ ଦିନରୁ ସରିଗଲାଣି ନିର୍ବାଚନ । କିନ୍ତୁ ଏଯାଏଁ ଯାଇନି ରାଗ । ଆଉ ସରିନାହିଁ ନିରୀହ ଭୋଟରଙ୍କ ଉପରେ ପ୍ରତିଶୋଧ । ଏପରି କି ବିଜୟୀ ସରପଞ୍ଚ ସମର୍ଥକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କୁ କରିଛନ୍ତି ଆକ୍ରମଣ । ଆଉ ଗାଁରେ ରଖାଇ ଦେବୁ ନାହିଁ ବୋଲି ଦିଆଯାଇଛି ଧମକ । ଏପରି ଅଭିଯୋଗ ନେଇ ନିଜର ସୁରକ୍ଷା ପାଇଁ ଆଜି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲକଲୁଣ୍ଡି ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ…
-
ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ l**▪️ଏବେ ୧୨ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ l**▪️ରବିବାର ୫ଟି, ଗତକାଲି ୩ଟି ଓ ଆଜି ୪ଟି ଗେଟ୍ ଖୋଲିଲା l*
ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ l**▪️ଏବେ ୧୨ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ l**▪️ରବିବାର ୫ଟି, ଗତକାଲି ୩ଟି ଓ ଆଜି ୪ଟି ଗେଟ୍ ଖୋଲିଲା l*
-
ତଣ୍ଟି ଦରଜ ରୋଗୀକୁ ପେଟଟଣା ଔଷଧ ଦେଇଦେଲେ ଡାକ୍ତରଢେଙ୍କାନାଳ ଶହରାଞ୍ଚଳସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରରେ ଏପରି ଘଟଣା ଦେଖିବାକୁ ମିଳିଛି, ଢେଙ୍କାନାଳ ସହର ର ସାନନ୍ଦ ଜେନାଙ୍କ ଝିଅର ଥଣ୍ଡାରୁନାକରୁ ପାଣି ଗଡ଼ିବା ସହ ତଣ୍ଟି ଦରଜହୋଇଥିଲା, ଗତକାଲି ସେ ଝିଅକୁ ନେଇ ବାଜିଚୌକି ଠାରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆସିଥିଲେ, ଡାକ୍ତର ତାଙ୍କୁ ଦେଖି ଔଷଧ ଲେଖି ଦେଇଥିଲେ, ଏକ କଫସିରଫ ଓ ୨ ପ୍ରକାର ଟାବଲେଟ ଦେଇଥିଲେ, ହେଲେ କୋଣସି କାରଣରୁ ସନ୍ଦେହ ହେବାରୁ ସେ ଏକ ଔଷଧ ଦୋକାନ ରେ ଔଷଧ ନେଇ ଦେଖାଇଥିଲେ, ଔଷଧ ଦୋକାନୀ ଏହା ତଣ୍ଟି ଦରଜ ନୁହେଁ ପେଟଦରଜ ପାଇଁ ଔଷଧ ଦେଇ ଦେଇଥିଲେ ବୋଲି ଜଣାପଡିଛି,ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ
ତଣ୍ଟି ଦରଜ ରୋଗୀକୁ ପେଟଟଣା ଔଷଧ ଦେଇଦେଲେ ଡାକ୍ତର ଢେଙ୍କାନାଳ ଶହରାଞ୍ଚଳସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରରେ ଏପରି ଘଟଣା ଦେଖିବାକୁ ମିଳିଛି, ଢେଙ୍କାନାଳ ସହର ର ସାନନ୍ଦ ଜେନାଙ୍କ ଝିଅର ଥଣ୍ଡାରୁନାକରୁ ପାଣି ଗଡ଼ିବା ସହ ତଣ୍ଟି ଦରଜହୋଇଥିଲା, ଗତକାଲି ସେ ଝିଅକୁ ନେଇ ବାଜିଚୌକି ଠାରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆସିଥିଲେ, ଡାକ୍ତର ତାଙ୍କୁ ଦେଖି ଔଷଧ ଲେଖି ଦେଇଥିଲେ, ଏକ କଫସିରଫ ଓ ୨ ପ୍ରକାର ଟାବଲେଟ ଦେଇଥିଲେ, ହେଲେ କୋଣସି…
-
ନଗିଆପଶି ପଞ୍ଚାୟତ ରେ ଆମର ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଙ୍କର ଜନସମ୍ପର୍କ ଅଭିଯାନ Krushna Patra Krushna Chandra Patra Dharmendra Pradhan Narendra Modi
ନଗିଆପଶି ପଞ୍ଚାୟତ ରେ ଆମର ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଙ୍କର ଜନସମ୍ପର୍କ ଅଭିଯାନ Krushna Patra Krushna Chandra Patra Dharmendra Pradhan Narendra Modi