-
ଯୋରନ୍ଦା ସେକ୍ସନ ଅlତିଣ୍ଡା ଗ୍ରାମରେ ଦନ୍ତା ବୁଲୁଥିବା ସୂଚନା ଗ୍ରାମବାସୀ ଭୟଭୀତ
ଅlତିଣ୍ଡା ଗ୍ରାମରେ ଦନ୍ତାହାତୀ କୁ ଦେଖି ଗ୍ରାମବାସୀ ଭୟଭୀତ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀରେଞ୍ଜ ଯୋରନ୍ଦା ସେକ୍ସନ ଅlତିଣ୍ଡା ଗ୍ରାମରେ ବୁଲୁଛି ଦନ୍ତା ଗ୍ରାମବାସୀ ଭୟଭୀତ ଆକୁ ଶୁଣିବ କିଏ ପ୍ରତେକ ଦିନ ଭଳି ଆଜିବି ଶାଗୁଆନ ବଣି ରେ ଦନ୍ତା ବୁଲୁଥିବା ଦେଖି ଲୋକେ ଭୟ ରେ ରହୁଛନ୍ତି,
-
ବଢୁଛି ହୀରାକୁଦ ଜଳଭଣ୍ଡାର: ଏବେ 614 ଫୁଟ ରହିଛି ଜଳସ୍ତରସ୍ଥାନ – ଅତାବିରା — ସମ୍ବଲପୁର (ହୀରାକୁଦ )DT.22/07/2023ରିପୋର୍ଟ ସୁଜିତ କୁମାର ଦାଶ AVOSlug -ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି | ଉପର ମୁଣ୍ଡରେ ବର୍ଷା ଯୋଗୁ କ୍ରମାଗତ ଭାବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଆଜି ସନ୍ଧ୍ୟା 6ଟା ସୁଦ୍ଧା ଜଳସ୍ତର 614 ଫୁଟ ରହିଛି | ଏହି ସମୟରେ ଜଳଭଣ୍ଡାରକୁ 64 ହଜାର 800 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 40 ହଜାର 725 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ୨୩ ତାରିଖ ଦିନ ଜଳଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିଥିବା ନେଇ ଆକଳନ କରାଯାଉଛି। ଆଉ ଏହାକୁ ଦୃଷ୍ଟି ରେ ରଖି ଆସନ୍ତାକାଲି ହିଁ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯିବ । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ୍।ଗତବର୍ଷ ୧୮ ଜୁଲାଇରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍ ରହିଥିଲା। ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ଫଳରେ ମହାନଦୀ ଏବଂ ତାର ଶାଖା ନଦୀଗୁଡ଼ିରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କୁହାଯାଇଛି | ଆଉ ଏନେଇ ହୀରାକୁଦ କର୍ତ୍ତୃପକ୍ଷ ବର୍ତ୍ତମାନ ମାଇକ ଯୋଗେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଉଛନ୍ତି | ପାଣି ଛଡାଯିବାବେଳେ କେହି ଯେମିତି ମହାନଦୀକୁ ନ ଯିବେ ସେନେଇ ସତର୍କ କରାଯାଉଛି |
-
ଢେଙ୍କାନାଲ ଜିଲ୍ଲା ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା କାରଖନାରେ ଘଟିଛି ଦୁର୍ଘଟଣା । କାରଖାନାର ଏସଏମଏସ ୟୁନିଟର ଏକ ଫର୍ଣ୍ଣେସ୍ ପମ୍ପଚର ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ତେବେ ତୁରନ୍ତ ଏହି ଫର୍ଣ୍ଣେସ୍କୁ କାରଖାନା ପକ୍ଷରୁ ବନ୍ଦ କରିଦିଆ ଯାଇଥିବା ଜଣାପଡିଛି । ଫଳରେ ଏହି ରୁଙ୍ଗଟା କାରଖାନାରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତେବେ ଏହି ଦୁର୍ଘଟଣାରେ ଦୁଇ ତିନି ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିବା କିଛି ଶ୍ରମିକଙ୍କ ଠାରୁ ସୂଚନା ମିଳିଥିବା ବେଳେ ସେମାନେ ସୁସ୍ଥ ଥିବା ଜଣାପଡିଛି । ମାତ୍ର ଦୁର୍ଘଟଣାରେ କେହି ଆହତ ହୋଇନଥିବା କାରଖାନା ପକ୍ଷରୁ ସୂଚନା ଦିଆଯାଇଛି ।କାରଖାନାର ଏସଏମଏସ ୟୁନିଟ୍ର ୧ବି୪ ଫର୍ଣ୍ଣେସ୍ଟି ଲିକ୍ ହେବାରୁ ନିଆଁ ଧରିଥିଲା । ଫଳରେ କାରଖାନାର ଅଗ୍ନି ନିର୍ବାପକ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିଦେଇଥିବା ଜଣାପଡିଛି । ଉକ୍ତ ଅଘଟଣ ସମୟରେ ସେଠାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଓ କର୍ମଚାରୀ କାମ କରୁଥିଲେ ବୋଲି ସୂଚନା ମିଳିଛି ।
ଢେଙ୍କାନାଲ ଜିଲ୍ଲା ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା କାରଖନାରେ ଘଟିଛି ଦୁର୍ଘଟଣା । କାରଖାନାର ଏସଏମଏସ ୟୁନିଟର ଏକ ଫର୍ଣ୍ଣେସ୍ ପମ୍ପଚର ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ତେବେ ତୁରନ୍ତ ଏହି ଫର୍ଣ୍ଣେସ୍କୁ କାରଖାନା ପକ୍ଷରୁ ବନ୍ଦ କରିଦିଆ ଯାଇଥିବା ଜଣାପଡିଛି । ଫଳରେ ଏହି ରୁଙ୍ଗଟା କାରଖାନାରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତେବେ ଏହି ଦୁର୍ଘଟଣାରେ ଦୁଇ ତିନି ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିବା କିଛି ଶ୍ରମିକଙ୍କ ଠାରୁ…
-
ଢେଙ୍କାନାଳ ବ୍ୟାଙ୍କ ଅଫ ବରୋଦାର 119ତମ ପ୍ରତିଷ୍ଠା ଦିବସ ପାଳିତ ଅନୁଷ୍ଠିତ,ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖାର ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସଂଗ୍ରାମ କେଶରୀ ବେହେରା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଗ୍ରାହକ ମାନଙ୍କୁ ଉର୍ନ୍ନତି ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ପାଇଁ ଶପଥ ପାଠ କରାଇଥିଲେ,ଢେଙ୍କାନାଳ ଷ୍ଟେସନ ରୋଡରେ ଥିବା ରାମଦେବୀ ରାମଜୀ ବିଦ୍ୟାଳୟ ରେ ବ୍ୟାଙ୍କ କର୍ମଚାରୀ ଏବଂ ସ୍କୁଲ ଶିକ୍ଷକ ମାନଙ୍କ ର ମିଳିତ ତତ୍ୱବଧାନରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଶ୍ନୋଉତର ପ୍ରତିଯୋଗିତା କାର୍ଯ୍ୟକର୍ମ କରାଇ ପୁରସ୍କାର ବିତରଣ କରିଥିଲେ, ଏହି ଉତ୍ସବ ରେବ୍ୟାଙ୍କ ପରିଚାଳିକା ଶ୍ରୀମତୀ ପ୍ରିୟଙ୍କା ପଟ୍ଟନାୟକ ବ୍ୟାଙ୍କିଙ୍ଗ ସେବା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକ ପାତ କରାଇଥିଲେ,ଅପରାହ୍ନ ରେ ଢେଙ୍କାନାଳ ରେ ଅବସ୍ଥିତ ବ୍ୟାଙ୍କ ଅଫ ବରୋଦା ର ମୁଖ୍ୟ ଶାଖା ତଥା କୁଞ୍ଜକାନ୍ତ ଶାଖାର ମିଳିତ ଉଦ୍ୟମରେ ଗୋବିନ୍ଦପୁରସ୍ଥିତଜୀବନ ଜୋତି ଅନଗ୍ରସର ବିଦ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ କରାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୈତିକ ଉତ୍ସାହ ବଢ଼ାଇବାର ପ୍ରୟାସ କରିବାସହିତ ବିଦ୍ୟାଳୟକୁ 0୫ଗୋଟି ଫ୍ୟାନ ସହାୟତା ପ୍ରଦାନ କରିଥିଲେ,ଏଥି ସହିତ ମୁଖ୍ୟପରିଚାଳକ ସଂଗ୍ରାମକେଶରୀ ବେହେରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ଏବଂ ବରିଷ୍ଠ ପରିଚାଳକ ସନ୍ଦୀପ କୁମାର ମହାରଣା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସlହିତ କରିବା ସହିତ ବ୍ୟାଙ୍କିଙ୍ଗ ସେବା ବୃତ୍ତି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ,ଢେଙ୍କାନାଳ ରୁ ଭୋଜରାଜ ସାହୁ ଙ୍କ ରିପୋର୍ଟ ନିଉ ଓଡ଼ିଆ ଓଡିଶା
ଢେଙ୍କାନାଳ ବ୍ୟାଙ୍କ ଅଫ ବରୋଦାର 119ତମ ପ୍ରତିଷ୍ଠା ଦିବସ ପାଳିତ ଅନୁଷ୍ଠିତ, ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖାର ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସଂଗ୍ରାମ କେଶରୀ ବେହେରା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଗ୍ରାହକ ମାନଙ୍କୁ ଉର୍ନ୍ନତି ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ପାଇଁ ଶପଥ ପାଠ କରାଇଥିଲେ,ଢେଙ୍କାନାଳ ଷ୍ଟେସନ ରୋଡରେ ଥିବା ରାମଦେବୀ ରାମଜୀ ବିଦ୍ୟାଳୟ ରେ ବ୍ୟାଙ୍କ କର୍ମଚାରୀ ଏବଂ ସ୍କୁଲ ଶିକ୍ଷକ ମାନଙ୍କ ର ମିଳିତ ତତ୍ୱବଧାନରେ ଛାତ୍ର…
-
ଢେଙ୍କାନାଳ ବ୍ୟାଙ୍କ ଅଫ ବରୋଦାର 119ତମ ପ୍ରତିଷ୍ଠା ଦିବସ ପାଳିତ ଅନୁଷ୍ଠିତ,ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖାର ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସଂଗ୍ରାମ କେଶରୀ ବେହେରା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଗ୍ରାହକ ମାନଙ୍କୁ ଉର୍ନ୍ନତି ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ପାଇଁ ଶପଥ ପାଠ କରାଇଥିଲେ,ଢେଙ୍କାନାଳ ଷ୍ଟେସନ ରୋଡରେ ଥିବା ରାମଦେବୀ ରାମଜୀ ବିଦ୍ୟାଳୟ ରେ ବ୍ୟାଙ୍କ କର୍ମଚାରୀ ଏବଂ ସ୍କୁଲ ଶିକ୍ଷକ ମାନଙ୍କ ର ମିଳିତ ତତ୍ୱବଧାନରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଶ୍ନୋଉତର ପ୍ରତିଯୋଗିତା କାର୍ଯ୍ୟକର୍ମ କରାଇ ପୁରସ୍କାର ବିତରଣ କରିଥିଲେ, ଏହି ଉତ୍ସବ ରେବ୍ୟାଙ୍କ ପରିଚାଳିକା ଶ୍ରୀମତୀ ପ୍ରିୟଙ୍କା ପଟ୍ଟନାୟକ ବ୍ୟାଙ୍କିଙ୍ଗ ସେବା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକ ପାତ କରାଇଥିଲେ,ଅପରାହ୍ନ ରେ ଢେଙ୍କାନାଳ ରେ ଅବସ୍ଥିତ ବ୍ୟାଙ୍କ ଅଫ ବରୋଦା ର ମୁଖ୍ୟ ଶାଖା ତଥା କୁଞ୍ଜକାନ୍ତ ଶାଖାର ମିଳିତ ଉଦ୍ୟମରେ ଗୋବିନ୍ଦପୁରସ୍ଥିତଜୀବନ ଜୋତି ଅନଗ୍ରସର ବିଦ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ କରାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୈତିକ ଉତ୍ସାହ ବଢ଼ାଇବାର ପ୍ରୟାସ କରିବାସହିତ ବିଦ୍ୟାଳୟକୁ 0୫ଗୋଟି ଫ୍ୟାନ ସହାୟତା ପ୍ରଦାନ କରିଥିଲେ,ଏଥି ସହିତ ମୁଖ୍ୟପରିଚାଳକ ସଂଗ୍ରାମକେଶରୀ ବେହେରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ଏବଂ ବରିଷ୍ଠ ପରିଚାଳକ ସନ୍ଦୀପ କୁମାର ମହାରଣା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସlହିତ କରିବା ସହିତ ବ୍ୟାଙ୍କିଙ୍ଗ ସେବା ବୃତ୍ତି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ, ରିପୋର୍ଟ ନିଉ ଓଡ଼ିଆ ଓଡିଶା
ଢେଙ୍କାନାଳ ବ୍ୟାଙ୍କ ଅଫ ବରୋଦାର 119ତମ ପ୍ରତିଷ୍ଠା ଦିବସ ପାଳିତ ଅନୁଷ୍ଠିତ, ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖାର ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସଂଗ୍ରାମ କେଶରୀ ବେହେରା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଗ୍ରାହକ ମାନଙ୍କୁ ଉର୍ନ୍ନତି ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ପାଇଁ ଶପଥ ପାଠ କରାଇଥିଲେ,ଢେଙ୍କାନାଳ ଷ୍ଟେସନ ରୋଡରେ ଥିବା ରାମଦେବୀ ରାମଜୀ ବିଦ୍ୟାଳୟ ରେ ବ୍ୟାଙ୍କ କର୍ମଚାରୀ ଏବଂ ସ୍କୁଲ ଶିକ୍ଷକ ମାନଙ୍କ ର ମିଳିତ ତତ୍ୱବଧାନରେ ଛାତ୍ର…
-
*ଢେଙ୍କାନାଳ: ଝାଡ଼ବନ୍ଧ ରୁଙ୍ଗ୍ଟା ଷ୍ଟିଲ୍ କାରଖାନାରେ ବିସ୍ଫୋରଣ: ମାଇନ୍ସର ଏସ୍ଏମ୍ଏସ୍-୨ରେ ବିସ୍ଫୋରଣ; କ୍ଷୟକ୍ଷତି ସୂଚନା ନାହିଁ*
*ଢେଙ୍କାନାଳ: ଝାଡ଼ବନ୍ଧ ରୁଙ୍ଗ୍ଟା ଷ୍ଟିଲ୍ କାରଖାନାରେ ବିସ୍ଫୋରଣ: ମାଇନ୍ସର ଏସ୍ଏମ୍ଏସ୍-୨ରେ ବିସ୍ଫୋରଣ; କ୍ଷୟକ୍ଷତି ସୂଚନା ନାହିଁ*
-
*ଢେଙ୍କାନାଳ: ଝାଡ଼ବନ୍ଧ ରୁଙ୍ଗ୍ଟା ଷ୍ଟିଲ୍ କାରଖାନାରେ ବିସ୍ଫୋରଣ: ମାଇନ୍ସର ଏସ୍ଏମ୍ଏସ୍-୨ରେ ବିସ୍ଫୋରଣ; କ୍ଷୟକ୍ଷତି ସୂଚନା ନାହିଁ*
*ଢେଙ୍କାନାଳ: ଝାଡ଼ବନ୍ଧ ରୁଙ୍ଗ୍ଟା ଷ୍ଟିଲ୍ କାରଖାନାରେ ବିସ୍ଫୋରଣ: ମାଇନ୍ସର ଏସ୍ଏମ୍ଏସ୍-୨ରେ ବିସ୍ଫୋରଣ; କ୍ଷୟକ୍ଷତି ସୂଚନା ନାହିଁ*
-
*ଢେଙ୍କାନାଳ: ଝାଡ଼ବନ୍ଧ ରୁଙ୍ଗ୍ଟା ଷ୍ଟିଲ୍ କାରଖାନାରେ ବିସ୍ଫୋରଣ: ମାଇନ୍ସର ଏସ୍ଏମ୍ଏସ୍-୨ରେ ବିସ୍ଫୋରଣ; କ୍ଷୟକ୍ଷତି ସୂଚନା ନାହିଁ*
*ଢେଙ୍କାନାଳ: ଝାଡ଼ବନ୍ଧ ରୁଙ୍ଗ୍ଟା ଷ୍ଟିଲ୍ କାରଖାନାରେ ବିସ୍ଫୋରଣ: ମାଇନ୍ସର ଏସ୍ଏମ୍ଏସ୍-୨ରେ ବିସ୍ଫୋରଣ; କ୍ଷୟକ୍ଷତି ସୂଚନା ନାହିଁ*
-
ଏଠି କେବେ ପହଞ୍ଚିବ ୫ ଟି । ଗୋଟିଏ କୋଠାରେ ଚାଲିଛି ପାଞ୍ଚଟି ଶ୍ରେଣୀର ପାଠପଢା।ଶିକ୍ଷା ବ୍ଯବସ୍ଥାରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ଯମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀ କର୍ମଚାରୀ ଓ ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କ ଅପାରଗତା ଯୋଗୁଁ ଗ୍ରାମାଞ୍ଚଳରେ ସରକାରୀ ବିଦ୍ୟାଳୟ ଗୁଡିକ ଅବ୍ୟବସ୍ଥାରେ ରହିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅତାବିରା ବ୍ଲକ ଅମଲିପାଲି ପଂଚାୟତ କୁକେତିରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ୟ୍ଯନ୍ତ ୩୨ ଜଣ ଛାତ୍ରଛାତ୍ରୀ ଅଧ୍ଯୟନ କରୁଛନ୍ତି ା ପାଂଚଟି ଶ୍ରେଣୀରେ ମାତ୍ର ଜଣେ ଶିକ୍ଷକ କିନ୍ତୁ ଆବଶ୍ଯକ ଅନୁଯାୟୀ ଶ୍ରେଣୀ କୋଠରୀ ନାହିଁ । ସମୁଦାୟ ତିନୋଟି କୋଠରୀ ମଧ୍ଯରେ ୨ଟି କୋଠରୀର ପାଣି ଗଳୁଛି ଏବଂ ସିମେଣ୍ଟ ଖଣ୍ଡ ଖଣ୍ଡ ହୋଇ ପଡୁଥିବାରୁ ଉକ୍ତ କୋଠରୀ ଦ୍ବୟ ଅକାମୀ ହୋଇପଡିଛି ତେଣୁ ଗୋଟିଏ କୋଠାରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ଯୟନ କରୁଛନ୍ତି । ଏ ସଂପର୍କରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ଯମାନେ ସ୍ଥାନୀୟ ସରପଂଚକୁ ବାରମ୍ବାର ଗୁହାରି କଲେ ମଧ୍ଯ କିଛି ସୁଫଳ ମିଳିପାରିନାହିଁ ।ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ଦୁଷ୍ଟିଦେଇ ଏହି ବିଦ୍ୟାଳୟରେ ଆବଶ୍ଯକ ଅନୁଯାୟୀ ନୂତନ କୋଠରୀ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛିବରଗଡ ଜିଲ୍ଲା ରୁ ସୁଜିତ କୁମାର ଦାଶ ଙ୍କ ରିପୋର୍ଟ
ଏଠି କେବେ ପହଞ୍ଚିବ ୫ ଟି । ଗୋଟିଏ କୋଠାରେ ଚାଲିଛି ପାଞ୍ଚଟି ଶ୍ରେଣୀର ପାଠପଢା। ଶିକ୍ଷା ବ୍ଯବସ୍ଥାରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ଯମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀ କର୍ମଚାରୀ ଓ ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କ ଅପାରଗତା ଯୋଗୁଁ ଗ୍ରାମାଞ୍ଚଳରେ ସରକାରୀ ବିଦ୍ୟାଳୟ ଗୁଡିକ ଅବ୍ୟବସ୍ଥାରେ ରହିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅତାବିରା ବ୍ଲକ ଅମଲିପାଲି ପଂଚାୟତ କୁକେତିରା ସରକାରୀ…
-
ମାଲିକ ମାନଙ୍କୁ ନାଲି ଆଖି ଦେଖାଇ ସେମାନଙ୍କର ଝାଳବୁହା ଟଙ୍କାକୁ ଲୁଟ୍ କରି ରାଜକୀୟ ସୁଖ କରୁଥିବା ଲାଞ୍ଚୁଆ ଆଉ ଲୁଟେରା IIC ଚିତ୍ତରଞ୍ଜନ ବେହେରା ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଗଲେ ଜେଲ୍ । ତାଙ୍କ ଅପରାଧ ପାଇଁ ତାଙ୍କୁ ମିଳିଛି ୪ ବର୍ଷ ଜେଲ୍ । ଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଦେବାକୁ ପଡିବ ଜୋରିମାନା । ଏହି ପୋଲିସ ବାବୁ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନାର ପୂର୍ବତନ ଥାନା ଅଧିକାରୀ ଇନ୍ସପେକ୍ଟର ଚିତ୍ତରଞ୍ଜନ ବେହେରା । ଖାଲି ସେତିକି ନୁହେଁ, ଏହି ଲାଞ୍ଚ ନେବା ଘଟଣାରେ ଚିତ୍ତରଞ୍ଜନଙ୍କୁ ସହଯୋଗ କରିଥିବା ତାଙ୍କ ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଜଣେ ସ୍ଥାନୀୟ ଲଣ୍ଡ୍ରି ଦୋକାନୀ ଲକ୍ଷ୍ମଣ ସେଠୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇ ୪ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ଏକ ନାରୀ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତଙ୍କର ୩୦୭ ଦଫା କାଟିବାକୁ ଏହି ଲାଞ୍ଚୁଆ ପୋଲିସ ବାବୁ ଚିତ୍ତରଞ୍ଜନ ବେହେରା ୬ ହଜାର ଟଙ୍କା ଲାଞ୍ଚ ନେଇଥିଲେ ।ଗତ ୨୦୨୧ ମସିହା ଫେବୃଆରୀ ୨୬ ତାରିଖରେ ଏହି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଲାଞ୍ଚ ଟଙ୍କା ସହିତ ଢେଙ୍କାନାଳ ନିହଲ ପ୍ରସାଦ ଥାନାର ପ୍ରାକ୍ତନ ଏହି ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଓ ଲାଞ୍ଚ ନେବାରେ ସହଯୋଗ କରିଥିବା ପ୍ରକାଶ ମହାଳିକ ଓ ଲକ୍ଷ୍ମଣ ସେଠୀଙ୍କୁ କାବୁ କରି ଗିରଫ କରିଥିଲେ ।ଏହି ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ବୁଧବାର ଦିନ ରେ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି ।ଭଜମନ ବିଶ୍ୱାଳଜାତୀୟ ମାନବାଧିକାର ପ୍ରତିରକ୍ଷାକାରୀନିୟୁ ଦିଲ୍ଲୀ
ମାଲିକ ମାନଙ୍କୁ ନାଲି ଆଖି ଦେଖାଇ ସେମାନଙ୍କର ଝାଳବୁହା ଟଙ୍କାକୁ ଲୁଟ୍ କରି ରାଜକୀୟ ସୁଖ କରୁଥିବା ଲାଞ୍ଚୁଆ ଆଉ ଲୁଟେରା IIC ଚିତ୍ତରଞ୍ଜନ ବେହେରା ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଗଲେ ଜେଲ୍ । ତାଙ୍କ ଅପରାଧ ପାଇଁ ତାଙ୍କୁ ମିଳିଛି ୪ ବର୍ଷ ଜେଲ୍ । ଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଦେବାକୁ ପଡିବ ଜୋରିମାନା । ଏହି ପୋଲିସ ବାବୁ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନାର…