-
ବିଶ୍ୱ ଯୁବ କୌଶଳ ଦିବସକାନ୍ଧମାଳଜିଲ୍ଲା ଟିକାବାଲି ଏ.ଏମ. ସି. ଏସ ମହାବିଦ୍ୟାଳୟରେ ବିଶ୍ୱ ଯୁବ କୌଶଳ ଦିବସ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଈଛି, ତମାଖୁମୁକ୍ତ କଲେଜ କ୍ୟାମ୍ପସ କୁ ନେଇ, ତମାଖୁ ର କ୍ଷତିକାରୀ ପ୍ରଭାବ କେତେ ଭୟଙ୍କର ଏ ଶୀର୍ଷକ କୁ ନେଇ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ବିଶ୍ୱ ଯୁବ କୌଶଳ ଦିବସ ଉପଲକ୍ଷେ ନୃତ୍ୟ, ସଂଗୀତ ଓ ଦୌଡ ପ୍ରତଯୋଗିତା ହୋଇଥିଲା, ଅଧ୍ୟାପକ ଶଙ୍କର ପାଢ଼ୀ,ବିକାଶ ମୁଖି, ଅଧ୍ୟାପିକା ଚମ୍ପା ସୋରେନ, ଶିବାନୀ କଁହ ର, ବିଚାରକ ଥିଲେ, ତପିସା ବେହେରା ସଂଗୀତ ରେ ପ୍ରଥମ, ସ୍ନେହାରାଣୀ ପଟ୍ଟନାୟକ ନୃତ୍ୟ ରେ ପ୍ରଥମ, ଅଙ୍କିତା ଅପରାଜିତା ମହାପାତ୍ର ତର୍କ ରେ ପ୍ରଥମ, ପିନଜ ପ୍ରଧାନଓ ରିଚା ପ୍ରଧାନ ଦୌଡ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ପାଇଥିଲେ, ଅଧ୍ୟାପକ ଅମୂଲ୍ୟ ସାବତ, ଗିଦ୍ୟାନ ଦିଗାଲ, ସୁଶାନ୍ତ ଭୋଳ, ଜ୍ଞାନ ରଞ୍ଜନ ଭୋଇ, ଅଧ୍ୟାପିକା ମୀରାମ୍ବିକା ସହଯୋଗ କରିଥିଲେ,
ବିଶ୍ୱ ଯୁବ କୌଶଳ ଦିବସ କାନ୍ଧମାଳଜିଲ୍ଲା ଟିକାବାଲି ଏ.ଏମ. ସି. ଏସ ମହାବିଦ୍ୟାଳୟରେ ବିଶ୍ୱ ଯୁବ କୌଶଳ ଦିବସ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଈଛି, ତମାଖୁମୁକ୍ତ କଲେଜ କ୍ୟାମ୍ପସ କୁ ନେଇ, ତମାଖୁ ର କ୍ଷତିକାରୀ ପ୍ରଭାବ କେତେ ଭୟଙ୍କର ଏ ଶୀର୍ଷକ କୁ ନେଇ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ବିଶ୍ୱ ଯୁବ କୌଶଳ ଦିବସ ଉପଲକ୍ଷେ ନୃତ୍ୟ, ସଂଗୀତ ଓ ଦୌଡ ପ୍ରତଯୋଗିତା ହୋଇଥିଲା, ଅଧ୍ୟାପକ ଶଙ୍କର ପାଢ଼ୀ,ବିକାଶ…
-
*5T_ସଚିବଙ୍କୁ_ବିରୋଧ**-ରେଢ଼ାଖୋଲ ଓ ଦେବଗଡ଼ରେ 5T ସଚିବଙ୍କ ଗସ୍ତକୁ ବିଜେପିର ବିରୋଧ**-କଳା ପୋଷାକ ପିନ୍ଧି ଓ କଳା ପତାକା ଧରି ଶୋଭାଯାତ୍ରା, ନାରାବାଜୀ.**-5T ସଚିବଙ୍କ ଗସ୍ତକୁ ରାଜନୈତିକ ଗସ୍ତ କହି ବିଜେପି କର୍ମୀଙ୍କ ପ୍ରତିବାଦ*
*5T_ସଚିବଙ୍କୁ_ବିରୋଧ**-ରେଢ଼ାଖୋଲ ଓ ଦେବଗଡ଼ରେ 5T ସଚିବଙ୍କ ଗସ୍ତକୁ ବିଜେପିର ବିରୋଧ**-କଳା ପୋଷାକ ପିନ୍ଧି ଓ କଳା ପତାକା ଧରି ଶୋଭାଯାତ୍ରା, ନାରାବାଜୀ.**-5T ସଚିବଙ୍କ ଗସ୍ତକୁ ରାଜନୈତିକ ଗସ୍ତ କହି ବିଜେପି କର୍ମୀଙ୍କ ପ୍ରତିବାଦ*
-
ହାତୀ କୁ ଦେଖି ତଦନ୍ତ କଲେ ଯୋରନ୍ଦା ବନଖଣ୍ଡ ଅଧିକାରୀ
ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନଖଣ୍ଡ ଅlତିଣ୍ଡା ମଝି ଜଙ୍ଗଲ ପାସ କଲା ଦନ୍ତା ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀରେଞ୍ଜ ଯୋରନ୍ଦା ବନଖଣ୍ଡ ଅlତିଣ୍ଡା ମଝିଘଟିରେ ପାସ କଲା ହାତୀ ବନଖଣ୍ଡ ଙ୍କୁ ନିବେଦନ କଲେ ଅlତିଣ୍ଡା ଗ୍ରାମବାସୀ ଏବେବି ଭୟଭୀତ ଅବସ୍ଥା ରେ ରହିଛନ୍ତି ଟିକିଏ ବର୍ଷା ହେଥିବା ଯୋଗେ ସମ୍ଭାଳି ପାରୁନାହାନ୍ତି ଦନ୍ତା ହାତୀକୁ,ପରେଯୋରନ୍ଦା ବନଖଣ୍ଡ ଅଧିକାରୀ ଜାରି ରଖିଛନ୍ତି ହାତୀକୁ
-
Slug-କାନପୁରା ସ୍କୁଲ କ୍ୟାମ୍ପସ ନିକଟରୁ ୧୩ ଫୁଟ ଲମ୍ବର ଅଗଜର ଉଦ୍ଧାର ।Format-AVoReporter-sasmitaDate-13/7/2023 Anchor- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ଗାଁ ସ୍ଥିତ ପଞ୍ଚାୟତରାଜ୍ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସ ନିକଟରୁ ଏକ ୧୩ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ବିଦ୍ୟାଳୟର ରୋଷେୟା ଅଜଗର ସାପକୁ ଦେଖିବା ପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୁଧାକର ରାଉତଙ୍କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗର ସହଯୋଗରେ ଅଜଗର ସାପଟିକୁ ନିକଟସ୍ଥ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।
Slug-କାନପୁରା ସ୍କୁଲ କ୍ୟାମ୍ପସ ନିକଟରୁ ୧୩ ଫୁଟ ଲମ୍ବର ଅଗଜର ଉଦ୍ଧାର ।Format-AVoReporter-sasmitaDate-13/7/2023 Anchor- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ଗାଁ ସ୍ଥିତ ପଞ୍ଚାୟତରାଜ୍ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସ ନିକଟରୁ ଏକ ୧୩ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ବିଦ୍ୟାଳୟର ରୋଷେୟା ଅଜଗର ସାପକୁ ଦେଖିବା ପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୁଧାକର ରାଉତଙ୍କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଜଗର…
-
କାନପୁରା ସ୍କୁଲ କ୍ୟାମ୍ପସ ନିକଟରୁ ୧୩ ଫୁଟ ଲମ୍ବର ଅଗଜର ଉଦ୍ଧାରଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ଗାଁ ସ୍ଥିତ ପଞ୍ଚାୟତରାଜ୍ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସ ନିକଟରୁ ଏକ ୧୩ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ବିଦ୍ୟାଳୟର ରୋଷେୟା ଅଜଗର ସାପକୁ ଦେଖିବା ପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୁଧାକର ରାଉତଙ୍କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗର ସହଯୋଗରେ ଅଜଗର ସାପଟିକୁ ନିକଟସ୍ଥ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।
Slug-କାନପୁରା ସ୍କୁଲ କ୍ୟାମ୍ପସ ନିକଟରୁ ୧୩ ଫୁଟ ଲମ୍ବର ଅଗଜର ଉଦ୍ଧାର ।Format-AVoReporter-Date-13/7/2023 Anchor- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ଗାଁ ସ୍ଥିତ ପଞ୍ଚାୟତରାଜ୍ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସ ନିକଟରୁ ଏକ ୧୩ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ବିଦ୍ୟାଳୟର ରୋଷେୟା ଅଜଗର ସାପକୁ ଦେଖିବା ପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୁଧାକର ରାଉତଙ୍କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଜଗର…
-
ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକଢ଼େଙ୍କାନାଳ : ଆମ୍ ଆଦମୀ ପାର୍ଟିର ଜିଲ୍ଲା ପଦାଧିକାରୀ ମାନଙ୍କୁ ନେଇ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଓଡାପଡ଼ା ବ୍ଲକ ସିମିନଇ ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଗତଜୁଲାଇ ୫ ରେ ହୋଇଯାଇଥିବା ବିଜୁଳି ଆନ୍ଦୋଳନ ସମ୍ପର୍କରେ ଆଲୋଚନା ହୋଇଥିଲା l ଜିଲ୍ଲାର ଚାରୋଟିଯାକ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ମାନେ ନିଜ ନିର୍ବାଚନ ମଣ୍ଡଳୀ ବିଷୟରେ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିବା ବେଳେ ବ୍ଲକ ସଭାପତିମାନେ ନିଜ ନିଜ ବ୍ଲକର ସଂଗଠନକୁ ସୁଦୃଢ କରିବାପାଇଁ ପଂଚାୟତ ସ୍ତରରେ କମିଟି କରିବାପାଇଁ ପ୍ରତିଶୃତି ଦେଇଥିଲେ l ଆସନ୍ତା ଅଗଷ୍ଟ କୋଡିଏ ତାରିଖ ମଧ୍ୟରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଗରିବ ଲୋକଙ୍କ ବିଜୁଳି ଲାଇନ ବିଛିନ୍ନ ଏବଂ ଦୁଇ ଶହ ୟୁନିଟ ଦେୟ ମୁକ୍ତ ବିଜୁଳି ଦାବିରେ ଏକ ଆନ୍ଦୋଳନ ସହିତ ଜନସଭା କରିବାର ନିଷ୍ପତ୍ତି ନିଆଗଲା l ଯଦି ରାଜ୍ୟ ସରକାର ଦୁଇ ଶହ ବିଜୁଳି ଦେୟମୁକ୍ତ ନକରନ୍ତି, ତେବେ ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀ ଗୁଡିକରେ ଆନ୍ଦୋଳନ ଓ ଜନସଭା କରାଯିବ l ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନରେ ସାମିଲ ହୋଇ ନିଜ ଅଧିକାରକୁ ସାବ୍ୟସ୍ତ କରିବାପାଇଁ ଢ଼େଙ୍କାନାଳବାସୀଙ୍କୁ ଜିଲ୍ଲା ସଭାପତି ଶ୍ରୀ ନାୟକ ନିବେଦନ କରିଛନ୍ତି l ଜିଲ୍ଲା ଯୁବ ସଭାପତି ଅଶ୍ୱିନୀ ପଟ୍ଟନାୟକ ସମସ୍ତ ବ୍ଲକରୁ ଯୁବ ପିଢ଼ିଙ୍କୁ ନେଇ ଦଶ ଦିନ ମଧ୍ୟରେ ଏକ ବୈଠକ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏହି ବୈଠକରେ ଜିଲ୍ଲା କୋଷାଧକ୍ଷ ଶରତ ଗିରି, ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା ଓ ବିଭୁରଞ୍ଜନ ସାହୁ, ଜିଲ୍ଲା ଯୁଗ୍ମ ସମ୍ପାଦକ ବିଧୁରଞ୍ଜନ ନାୟକ, ଶଙ୍କର୍ଷଣ ଦଳାଇ ଓ ଚିନ୍ମୟ ସେନାପତି,ସୋସିଆଲ ମିଡ଼ିଆ ପ୍ରଭାରୀ ସୁମନ୍ତ ଗୋଛାୟତ, ବ୍ଲକ ସଭାପତି ମନୋରଞ୍ଜନ ପାଳ, ଲକ୍ଷ୍ମଣ ନାଏକ, ଶେଷଦେବ ବେହେରା, ପୌରାଞ୍ଚଳ ମହିଳା ନେତ୍ରୀ ନଳିନୀ ସାହୁ, ଯୁବ ସଂଗଠକ ଟୁନା ନାଏକ ଓ ସୁଧାକର ଭୋଇ, ସଦସ୍ୟ ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଉପସଭାପତି ବିକ୍ରମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l
ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ ଢ଼େଙ୍କାନାଳ : ଆମ୍ ଆଦମୀ ପାର୍ଟିର ଜିଲ୍ଲା ପଦାଧିକାରୀ ମାନଙ୍କୁ ନେଇ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଓଡାପଡ଼ା ବ୍ଲକ ସିମିନଇ ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଗତଜୁଲାଇ ୫ ରେ ହୋଇଯାଇଥିବା ବିଜୁଳି ଆନ୍ଦୋଳନ ସମ୍ପର୍କରେ ଆଲୋଚନା ହୋଇଥିଲା l ଜିଲ୍ଲାର ଚାରୋଟିଯାକ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ମାନେ ନିଜ ନିର୍ବାଚନ ମଣ୍ଡଳୀ ବିଷୟରେ ସାଙ୍ଗଠନିକ ସ୍ଥିତି…
-
ଢେଙ୍କାନାଳ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍, ଜିଲ୍ଲା କ୍ରୀଡ଼ା ସଙ୍ଘ ସହ କଲେ ଆଲୋଚନା
ଢେଙ୍କାନାଳ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ଆଜି ସକାଳୁ ଢେଙ୍କାନାଳର ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉ ମନ୍ଦିର ଯାଇ ଦର୍ଶନ କରିଛନ୍ତି 5T ସଚିବ । କୀର୍ତ୍ତନ, ହୁଳହୁଳିର ଆଧ୍ୟାତ୍ମିକ ପରିବେଶରେ 5T ସଚିବଙ୍କୁ ସ୍ବାଗତ କରାଯାଇଛି । ମନ୍ଦିରରେ ଶ୍ରୀକୃଷ୍ଣ, ରୁକ୍ମିଣୀ, ବଳରାମ ଓ ମାଆ ଲକ୍ଷ୍ମୀଙ୍କ ସମେତ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେଏହାସହ ମନ୍ଦିର ଓ ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସେବାୟତଙ୍କ…
-
ଶିକ୍ଷୟତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର କାମାକ୍ଷାନଗର ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକରେ ଅଭାବନୀୟ ଘଟଣା ଶିକ୍ଷୟତ୍ରିଙ୍କ ମାଡରେ ଛାତ୍ର ଗୁରୁତର ଆହତ।କାମାକ୍ଷାନଗର ମେଡିକାଲରେ ଭର୍ତ୍ତି।ସକାଳେ ସ୍କୁଲରେ ପ୍ରାଥନା ଚାଲୁ ରହିଥିବା ବେଳେ ଶିକ୍ଷୟତ୍ରି ଆସି ଛାତ୍ରର ଛାତିକୁ ବିଧା ମାରିଥିବା ଜଣାପଡିଛି।ଛାତ୍ର ଜଣଙ୍କ ହେଲେ କଙ୍କଡାହାଡ ଉଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ କ୍ଲାସର ଛାତ୍ର ଗଣପତି ମହାନ୍ତ।ଛାତିରେ ଗୁରୁତର ଆଘାତ ଲାଗିଥିବା ସୂଚନା ।ପ୍ରଥମେ କଙ୍କଡ଼ାହାଡ଼ ମେଡ଼ିକାଲ ପରେ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସିତ
ଶିକ୍ଷୟତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର କାମାକ୍ଷlନଗର ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକରେ ଅଭାବନୀୟ ଘଟଣା ଶିକ୍ଷୟତ୍ରିଙ୍କ ମାଡରେ ଛାତ୍ର ଗୁରୁତର ଆହତ।କାମାକ୍ଷାନଗର ମେଡିକାଲରେ ଭର୍ତ୍ତି।ସକାଳେ ସ୍କୁଲରେ ପ୍ରାଥନା ଚାଲୁ ରହିଥିବା ବେଳେ ଶିକ୍ଷୟତ୍ରି ଆସି ଛାତ୍ରର ଛାତିକୁ ବିଧା ମାରିଥିବା ଜଣାପଡିଛି।ଛାତ୍ର ଜଣଙ୍କ ହେଲେ କଙ୍କଡାହାଡ ଉଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ କ୍ଲାସର ଛାତ୍ର ଗଣପତି ମହାନ୍ତ।ଛାତିରେ ଗୁରୁତର ଆଘାତ ଲାଗିଥିବା ସୂଚନା ।ପ୍ରଥମେ କଙ୍କଡ଼ାହାଡ଼ ମେଡ଼ିକାଲ ପରେ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସିତ
-
ଢେଙ୍କାନାଳ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍, ଜିଲ୍ଲା କ୍ରୀଡ଼ା ସଙ୍ଘ ସହ କଲେ ଆଲୋଚନା
ଢେଙ୍କାନାଳ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ଆଜି ସକାଳୁ ଢେଙ୍କାନାଳର ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉ ମନ୍ଦିର ଯାଇ ଦର୍ଶନ କରିଛନ୍ତି 5T ସଚିବ । କୀର୍ତ୍ତନ, ହୁଳହୁଳିର ଆଧ୍ୟାତ୍ମିକ ପରିବେଶରେ 5T ସଚିବଙ୍କୁ ସ୍ବାଗତ କରାଯାଇଛି । ମନ୍ଦିରରେ ଶ୍ରୀକୃଷ୍ଣ, ରୁକ୍ମିଣୀ, ବଳରାମ ଓ ମାଆ ଲକ୍ଷ୍ମୀଙ୍କ ସମେତ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେଢେଙ୍କାନାଳ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍, ଜିଲ୍ଲା କ୍ରୀଡ଼ା ସଙ୍ଘ ସହ କଲେ ଆଲୋଚନାଏହାସହ ମନ୍ଦିର…
-
ଢେଙ୍କାନାଳ ଗଁଦିଆ ବ୍ଲକରେ ବିଭିର୍ନ ପଞ୍ଚାୟତ ରେ ଧରିଲାଣି ଆଖିଧରା ରୋଗ
ଢେଙ୍କାନାଳ ଗଁଦିଆ ବ୍ଲକରେ ବିଭିର୍ନ ପଞ୍ଚାୟତ ରେ ଧରିଲାଣି ରୋଗ ଲୋକ ଙ୍କ ପକ୍ଷରୁ ସୂଚନା ଆଖିଧରା ସ୍ଥିତି ବିଗିଡ଼ିଲେ ଜାରି ହୋଇପାରେ ମାର୍ଗଦର୍ଶିକା: ଜନସ୍ୱାସ୍ଥ୍ୟ ନିର୍ଦେଶକ ଢେଙ୍କାନାଳ ଗଁଦିଆ ବ୍ଲକ ରେ ଆଖିଧରା ରୋଗ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ଛୋଟ ଛୋଟ ଛାତ୍ର ଛାତ୍ରୀ ଙ୍କୁ ଵାପିବାରେ ବେସ୍ତ ସେକରେ ସମ୍ବଲପୁର ସଦର ମେଡିକାଲ ଓ ଭୀମସାରରେ ଆଖିଧରା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ…