-
ବ୍ରେକ ଫେଲ ହୋଇ କାନ୍ଥରେ ପିଟିହେଲା ବସ୍, ୧୦ ଛାତ୍ର ଆହତ୫ଟି ସଚିବଙ୍କ ସଭାରେ ଯୋଗଦେବା ପାଇଁ କଲେଜ ଛାତ୍ରଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସଭାସ୍ଥଳ ବା ସହରର ଗୁଡିଆନାଳି କଲ୍ୟାଣ ମଣ୍ଡପ ଠାରେ ପାର୍କିଂ କରିବା ସମୟରେ ବ୍ରେକ୍ ଫେଲ ହୋଇ ବସଟି ଏକ କାନ୍ଥରେ ପିଟି ହୋଇଛି । ଫଳରେ ଭୁବନ ମଠକରଗୋଳା କଲେଜର ପ୍ରାୟ ୧୦ ଜଣ ଛାତ୍ର ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ଶ୍ରୀସାଇ ନାମକ ବସଟି ମଠକରବୋଳାରୁ ୫୭ ଜଣ ଛାତ୍ରଙ୍କୁ ଧରି ଢେଙ୍କାନାଳ ଆସିଥିଲା । ସଭାସ୍ଥଳ ନିକଟରେ ଗୁଡିଆନାଳି ଛକରୁ କଲ୍ୟାଣ ମଣ୍ଡପ ଦିଗରେ ଯାଇ ପାର୍କିଂ କରିବାର ଥିଲା । ହେଲେ ବ୍ରେକ୍ ଫେଲ ହୋଇ ଗଡାଣିଆ ରାସ୍ତାରେ ଗାଡି ଭାରସାମ୍ୟ ହରାଇ କଲ୍ୟାଣମଣ୍ଡପ ନିକଟ ଏକ ଦୋକାନ ପକ୍କା କାନ୍ଥରେ ପିଟି ହୋଇଥିଲା । କାନ୍ଥ ଭାଙ୍ଗିବା ସହ ବସ ସମ୍ମୁଖ ଭାଙ୍ଗିଛି । ୧୦ଛାତ୍ରଙ୍କ ମୁହଁ, ହାତ, ଗୋଡରେ ଆଘାତ ଲାଗିଛି,
ବ୍ରେକ ଫେଲ ହୋଇ କାନ୍ଥରେ ପିଟିହେଲା ବସ୍, ୧୦ ଛାତ୍ର ଆହତ ୫ଟି ସଚିବଙ୍କ ସଭାରେ ଯୋଗଦେବା ପାଇଁ କଲେଜ ଛାତ୍ରଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସଭାସ୍ଥଳ ବା ସହରର ଗୁଡିଆନାଳି କଲ୍ୟାଣ ମଣ୍ଡପ ଠାରେ ପାର୍କିଂ କରିବା ସମୟରେ ବ୍ରେକ୍ ଫେଲ ହୋଇ ବସଟି ଏକ କାନ୍ଥରେ ପିଟି ହୋଇଛି । ଫଳରେ ଭୁବନ ମଠକରଗୋଳା କଲେଜର ପ୍ରାୟ ୧୦ ଜଣ ଛାତ୍ର ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା…
-
*5T_ସଚିବଙ୍କୁ_ବିଜେପିର_ବିରୋଧ**-5T ସଚିବଙ୍କ ଢେଙ୍କାନାଳ ଗସ୍ତ ପୂର୍ବରୁ ବିଜେପିର ବିରୋଧ**-କଳା ଡ୍ରେସ୍ ପିନ୍ଧି ବିଜେପି ନେତା ଓ କର୍ମୀଙ୍କ ନାରାବାଜୀ**-ଗଣେଶ ବଜାର ଟାଉନ ହଲ୍ ସାମ୍ନାରେ ପ୍ଲାକାର୍ଡ ଧରି ପ୍ରତିବାଦ**-ପୂର୍ବତନ ସାଂସଦ ରୁଦ୍ର ପାଣିଙ୍କ ନେତୃତ୍ବରେ ବିରୋଧ ପ୍ରଦର୍ଶନ*
*5T_ସଚିବଙ୍କୁ_ବିଜେପିର_ବିରୋଧ**-5T ସଚିବଙ୍କ ଢେଙ୍କାନାଳ ଗସ୍ତ ପୂର୍ବରୁ ବିଜେପିର ବିରୋଧ**-କଳା ଡ୍ରେସ୍ ପିନ୍ଧି ବିଜେପି ନେତା ଓ କର୍ମୀଙ୍କ ନାରାବାଜୀ**-ଗଣେଶ ବଜାର ଟାଉନ ହଲ୍ ସାମ୍ନାରେ ପ୍ଲାକାର୍ଡ ଧରି ପ୍ରତିବାଦ**-ପୂର୍ବତନ ସାଂସଦ ରୁଦ୍ର ପାଣିଙ୍କ ନେତୃତ୍ବରେ ବିରୋଧ ପ୍ରଦର୍ଶନ*
-
Three Generations

Mr. Weston was a native of Highbury, and born of a respectable family, which for the last two or three generations had been rising into gentility and property.