-
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୯୨ ବର୍ଷ ବୟସରେ ଦେହାନ୍ତ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଦେହାନ୍ତ । ହଠାତ ମନମୋହନଙ୍କ ସ୍ୱାସ୍ତ୍ୟ ଅବସ୍ଥା ବିଗିଡିବାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏମ୍ସର ଜରୁରୀକାଲିନ ୱାର୍ଡରେ ଚିକିତ୍ସା କରାଯାଉଥିବା ବେଳେଗତ କାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଘଟିଛି । ଓଁ ଶାନ୍ତି 🙏💐🙏
-
କାବରା ମାଧପୁର ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ୧୯୭୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ
କାବରା ମାଧପୁର ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ୧୯୭୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ ରିପୋଟର -ତାପସଦାସ ଢେଙ୍କାନାଳ କାବେରା ମାଧପୁର ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ୧୯୭୯ମେଟ୍ରିକ ଵ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ ଚିରୁଳେଇ ସ୍ଥିତ ଅକ୍ଷୟ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ ମାନଙ୍କୁ ପୁଷ୍ପ ଗୁଚ୍ଛ ସହିତ ଔପଢୌକାନ ପ୍ରଦାନ ସହିତ ସମ୍ମାନିତ କରାଯାଇଥିଲା l ଇହଲୀଳା ତ୍ୟାଗ କରିଥିବା ଗୁରୁଜୀ ଓ ସହପାଠୀ ସହପାଠିନୀ…
-
ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ ଷଷ୍ଠ ଅଲ ଇଣ୍ଡିଆ ଇନଭିଟେସନ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାରୋହ ରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳର ଯୁବଶକ୍ତିଙ୍କ ମଧ୍ୟରେ ଫୁଟବଲ ଓ ଅନ୍ୟାନ୍ୟ ଖେଳ ପ୍ରତି ଆଗ୍ରହ ବଢାଇବା ଲକ୍ଷ୍ୟରେ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ‘ଷଷ୍ଠତମ ଜାତୀୟସ୍ତରୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତା’ର ଉଦଯାପନୀ ସମାରୋହରେ ଯୋଗଦେଇ ଖେଳାଳୀମାନଙ୍କୁ ପୁରସ୍କୃତ କଲି । ଆଜି ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇ ଓ କେରଳ ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡ, କେରଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ବହୁତ ଆକର୍ଷଣୀୟ ଥିଲା । ଉଭୟ ଦଳ ଭଲ ଖେଳିଲେ । ବିଜୟୀ ଟିମ ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇକୁ ଶୁଭେଚ୍ଛା । ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ ଏହି ଫୁଟବଲ ମ୍ୟାଚ୍ ମାଧ୍ୟମରେ ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ଯେଉଁ ଉଦ୍ୟମ କରୁଛି, ତାହା ପ୍ରଶଂସନୀୟ । ଆପଣମାନଙ୍କ ପ୍ରଚେଷ୍ଟା ଆମ ଅଞ୍ଚଳର ପ୍ରତିଭାବାନ ଯୁବବର୍ଗଙ୍କୁ ଆଗାମୀ ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରାଇବାରେ ସହାୟକ ହେବ । ଏହି ସାଧୁ ଉଦ୍ୟମ ପାଇଁ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ
-
ଜିଲ୍ଲା ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ ଷଷ୍ଠ ଅଲ ଇଣ୍ଡିଆ ଇନଭିଟେସନ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାରୋହ ରେ କେନ୍ଦ୍ରମନ୍ତ୍ରୀ
ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ ଷଷ୍ଠ ଅଲ ଇଣ୍ଡିଆ ଇନଭିଟେସନ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାରୋହ ରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳର ଯୁବଶକ୍ତିଙ୍କ ମଧ୍ୟରେ ଫୁଟବଲ ଓ ଅନ୍ୟାନ୍ୟ ଖେଳ ପ୍ରତି ଆଗ୍ରହ ବଢାଇବା ଲକ୍ଷ୍ୟରେ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ‘ଷଷ୍ଠତମ ଜାତୀୟସ୍ତରୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତା’ର ଉଦଯାପନୀ ସମାରୋହରେ ଯୋଗଦେଇ ଖେଳାଳୀମାନଙ୍କୁ ପୁରସ୍କୃତ କଲି । ଆଜି ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇ ଓ କେରଳ ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡ, କେରଳ ମଧ୍ୟରେ…
-
ମନ୍ତ୍ରୀଙ୍କ ବଡ ବୟାନ, କହିଲେ ତେଲ ଟାଙ୍କିରେ ହେଉଛି ଟସ୍କରି
ରାଜ୍ୟରେ ତେଲ ଟାଙ୍କିରେ ହେଉଛି ଗଫଲତି ଏବଂ ଓଜନରେ ଠକୁଛନ୍ତି ଗ୍ୟାସ ଏଜେନ୍ସି । ଜାତୀୟ ଉପଭୋକ୍ତା ଦିବସ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମରେ ଯୋଗ ଦେଇ ଏମିତି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୩୭୧ ଟାଙ୍କିରେ କମ ତେଲ ଆସୁଛି । ୫ ଲିଟର ତେଲ ନେଲେ ୨୦ ରୁ ୩୦ ଗ୍ରାମ କମ ଆସୁଛିସେହିଭଳି ଗ୍ୟାସରେ ବି ଠକେଇ ହେଉଛି । ୧୪ କେଜି ୧୯ କେଜି ଗ୍ୟାସରେ…
-
ସମୟ ଦୁନିଆରେ ବଡ ଯାଦୁକର
ସମୟ ଦୁନିଆରେ ବଡ ଯାଦୁକରନିଜେ ବଦଳିବା ସଂଗେ ଅନ୍ୟକୁ ବଦଳାଇଦବାର।। ତାର ସଂଗେ ରଖିଲେ ତାଳମେଳଜୀବନ ହୋଇବ ତୁମ ସୁଶିଳ।। ନୀତି ଶିକ୍ଷା ଦେଇଛନ୍ତି ମହାପ୍ରଭୁ ଚକ୍ରଧରସଜତ୍ନେ ଦୃଷ୍ଟି ଦେଇ ଜୀବନ ନିର୍ବାହ କର।। ତେବେ ଯାଇଁ ଜୀବନ ହେବ ସୁଖ ଶାନ୍ତି ମୟଲଭିବ ପାର୍ଥିବ ଆନନ୍ଦ ଶ୍ରୀଜଗନ୍ନାଥ ହୋଇବେ ସଦୟ।।ଜୟ ଜଗନ୍ନାଥ🙏🙏🙏🙏ସୁପ୍ରଭାତ🌷🌷
-
ଶ୍ରୀ ମନ୍ଦିର ର’ଧବଳ ବାନା’ଶୂନ୍ୟ ଗଣ୍ଠିର ମହିମା ଦେଖିଲେ ଓଡିଶା ବାସି ସାମ୍ନାକୁ ଆସିଲା ବଡ଼ ପ୍ରମାଣ
ବାତ୍ୟାକୁ ଶାନ୍ତ କରିଥିଲା ଶ୍ରୀମନ୍ଦିରର ‘ଧବଳ ବାନା’: ଶୂନ୍ୟ ଗଣ୍ଠିର ମହିମା ଦେଖିଲେ ଓଡ଼ିଶାବାସୀ, ସାମ୍ନାକୁ ଆସିଲା ବଡ଼ ପ୍ରମାଣ! କୋଟି ଓଡ଼ିଆ ମଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ । ସମଗ୍ର ବ୍ରହ୍ମାଣ୍ଡର ସେ ଠାକୁର । କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ । ସମଗ୍ର ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ…
-
ଢେଙ୍କାନାଳ ଆମଆଦମୀ ପାର୍ଟି ତରଫରୁ 155ତମ ଗାନ୍ଧୀ ଜୟନ୍ତୀ ପାଳନ
*ଆଜି 155 ତମ ଗାନ୍ଧୀ ଜୟନ୍ତୀ ଏବଂ 120 ତମ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ପକ୍ଷରୁ ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଜିଲ୍ଲା ସଭାପତି ପଙ୍କଜ ନାୟକ, ଉପସଭାପତି ଜିତେନ୍ଦ୍ର ବେହେରା, ମହିଳା ନେତ୍ରୀ ରଚିତା ନାଏକ, ବାସନ୍ତୀ ସ୍ୱାଇଁ, ମୁନିସିପାଲିଟି ସଭାପତି ଦେବାଶିଷ ନନ୍ଦ, ଜନାର୍ଦ୍ଦନ ନନ୍ଦୀ, ପ୍ରିୟବ୍ରତ ସିଂହ, ବଣ୍ଟି ସାହୁ ପ୍ରମୁଖ ପୁଷ୍ପ ମାଲ୍ୟ ଅର୍ପଣ କରି…
-
ମୋଦୀ ଙ୍କୁ ଚିଠି ଲେଖି ଚେତାବନୀ ଦେଲେ ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଲଗାଣ ବର୍ଷା ଯୋଗୁ ଏବେ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଲକ୍ଷଲକ୍ଷ ଲୋକ ଏଥିଯୋଗୁ ହନ୍ତସନ୍ତ ହେଉଛନ୍ତି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ସେ ବନ୍ୟା ପାଇଁ କେନ୍ଦ୍ର ଦ୍ୱାରା ପରିଚାଳିତ ଦାମୋଦର ଭ୍ୟାଲି କର୍ପୋରେସନ(ଡିଭିସି) ପକ୍ଷରୁ ରିଲିଜ କରାଯାଉଥିବା ପାଣିକୁ ଦାୟୀ କରିଛନ୍ତି।ଡିଭିସି ଏକତରଫା ଭାବେ ପାଣି ଛାଡ଼ୁଥିବାରୁ ଦକ୍ଷିଣ ବେଙ୍ଗଲର ବିଭିନ୍ନ ଅଞ୍ଚଳରେ ବନ୍ୟା ସୃଷ୍ଟି ହେଉଛି। ତେଣୁ ଡିଭିସି…
-
କନ୍ଧମାଳ ଜିଲ୍ଲାର ବ୍ରlହ୍ମଣୀଗାଁ ମେଡିକାଲ ରେ ଇନଚାର୍ଜ ଙ୍କୁ ଘେରିଲେ ଅଞ୍ଚଳବାସି
ବ୍ରାହ୍ମଣୀଗାଁ ମେଡ଼ିକାଲ ର ବିଭିନ୍ନ ସମସ୍ୟା ର ସମାଧାନ ଦାବୀରେ ଇନଚାର୍ଜ ଙ୍କୁ ଘେରିଲେ ଅଞ୍ଚଳ ବାସୀ ଦାରିଙ୍ଗବାଡି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ଲାଗି ରହିଛି ବିଭିନ୍ନ ସମସ୍ୟା, ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ତଦାରଖ ର ଅଭାବ ହେତୁ ଅନେକ କାର୍ଯ୍ୟ ଅଧ ପନ୍ତରିଆ ହୋଇ ପଡ଼ିରହି ଥିବା ବେଳେ, ମେଡିକାଲ କର୍ମଚାରି ମାନଙ୍କ ଖାମ ଖିଆଲି ମନୋଭାବ ପ୍ରଦର୍ଶନ କୁ ନେଇ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।…