• କେରଜୁଳି ଗାଁ ରେ ଭାଲୁକୁ ଟ୍ରlଙ୍କୁଲାଇଜ କରିବାକୁ ଯାଇ ଫରେଷ୍ଟ ଦୀପକ ସାହୁ ଗୁରୁତର

    ୧୦ ଘଣ୍ଟା ପରେ ଫେରିଲା ଫରେଷ୍ଟରଙ୍କ ଚେତା । ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କାମାକ୍ଷାନଗର କେରଜୁଳି ଗାଁରେ ଭାଲୁକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ, ଗତକାଲି ଫରେଷ୍ଟର ଦିପକ ସାହୁ ଗୁରୁତର ହୋଇଥିଲେ । #Kamakhyanagar #Dhenkanal

  • ଜିରାଳ ତାରିଣୀ ପଡିଆରେ ଅମର ସହିଦ ବିଏସଏଫ ସନ୍ତୋଷ କୁମାର ବେହେରା

    ଅମର ସହିଦ ବିଏସଏଫ ଜବାନ ସନ୍ତୋଷ କୁମାର ବେହେରାଙ୍କ ମରଶରିର ଭୁବନ ଜିରାଳରେ ପହଁଞ୍ଚିଛି। ସନ୍ତୋଷଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ମରଶରିରକୁ ଭବ୍ୟ ସ୍ବାଗତ ଜଣା ଯାଇଛି। ସନ୍ତୋଷଙ୍କୁ ପ୍ରଥମେ ପାଠ ପଢୁଥିବା ଜିରାଳ କଲେଜକୁ ନିଆଯାଇଥିଲା। ପରେ  ଶୋଭାଯାତ୍ରା କରି ଜିରାଳ ସ୍ଥିତ କୁମ୍ଭାରସାହି ଘରକୁ ନିଆ ଯାଇଥିଲା। ସନ୍ତୋଷଙ୍କ ଶେଷ ଦର୍ଶନ ପାଇଁ ଘର ପାଖରେ ନାହିଁ ନଥିବା ଭିଡ ଜମିଥିଲା  ।  ମୃତ୍ୟୁରେ…

  • ଆମ ଆଦମୀ ପାର୍ଟି ର ସାଙ୍ଗଠନିକ ବୈଠଜ ଅନୁଷ୍ଠିତ

    ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ଏକ ସାଙ୍ଗଠନିକ ବୈଠକ ଦଳର ସଦର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମସ୍ତ ଜୋନାଲ କୋଅର୍ଡିନେଟର  ଏବଂ ତାଙ୍କ ସହଯୋଗୀ ମାନେ ଯୋଗ ଦେଇଥିଲେ l ଜିଲ୍ଲା ସଭାପତି ପଙ୍କଜ ନାୟକ ଯୋଗଦେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିବା ଯୋଜନା ଗୁଡିକରୁ ୟୁଟର୍ନ ନେବା ଦୁର୍ଭାଗ୍ୟ ଜନକ l ସୁଭଦ୍ରା ଯୋଜନାରେ ସମସ୍ତ…

  • ପ୍ରତି ସ୍କୁଲ ଗୁଡିକରେ ଗଣଶିକ୍ଷା ବିଭାଗ ପକ୍ଷରୁ ମୋବାଇଲ ମନା

    ରାଜ୍ୟର ସରକାରୀ ସ୍କୁଲଗୁଡିକରେ ଶ୍ରେଣୀରେ ଗୁଣାତ୍ମକ ଶିକ୍ଷାଦାନ ପ୍ରତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ତେବେ ଅନେକ ସମୟରେ ଶ୍ରେଣୀକକ୍ଷରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ଏ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବିଦ୍ୟାଳୟରେ ଶ୍ରେଣୀକୁ ଯିବା ପୂର୍ବରୁ ସମସ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକଙ୍କ ନିକଟରେ ସେମାନଙ୍କର ମୋବାଇଲ ଦାଖଲ କରିବେ। ପ୍ରଧାନଶିକ୍ଷକଙ୍କ ନିକଟରେ ଏକ ତାଲିକା ରହିବ। ଯେଉଁଥିରେ ଶିକ୍ଷକଙ୍କ ମୋବାଇଲ ଦାଖଲ କରିବାର ସମୟ…

  • ବିଶ୍ୱ ଜଗନ୍ନାଥ ସଂସ୍କୃତି ଓ ସଂକ୍ରିତନ ପରିଷଦର ବୈଠକ ଅନୁଷ୍ଠିତ

    ବିଶ୍ବ ଜଗନ୍ନାଥ ସଂସ୍କୃତି ଓ ସଂର୍କୀତନ ପରିଷଦର  ବୈଠକ ଅଦ୍ୟ ତା ୨୪/୦୮/୨୦୨୪ ଶନିବାର ଦିନ ଦିବା ୧୨ ଘଟିକା ସମୟରେ ବିଶ୍ବ ଜଗନ୍ନାଥ ସଂସ୍କୃତି ଓ ସଂର୍କୀତନ ପରିଷଦର ଏକ ବୈଠକ ସ୍ଥାନୀୟ କୈବଲ୍ୟ ବଜାର ସ୍ଥିତ ଦଧିବାମନ ଜୀୟୁ ଭାଗବତ ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଦିବାକର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ସଂର୍କୀତନକୁ ବିଶ୍ବ ସ୍ତରରେ ପହଞ୍ଚାଇବା ପାଇଁ ପୂଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିରେ ଜଗନ୍ନାଥ…

  • ଭର୍ତ୍ତା କୁ ନେଇ ଗାଁ ଓ ପଞ୍ଚାୟତ ରେ ଜମିବ ରାଜନୀତି, ଆଜିଠୁ ବିଜେଡି ର ଜlଗରଣ ଅଭିଯାନ

    ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି, ଆଜିଠୁ ବିଜେଡିର ଜାଗରଣ ଅଭିଯାନ… ନିର୍ବାଚନକୁ ଦୁଇ ମାସ ପୁରିଥିବା ବେଳେ ଆଜିଠୁ ପୁଣି ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି। ଆଜିଠାରୁ ଗାଁକୁ ଯିବ ବିଜେଡି। ଭତ୍ତାକୁ ନେଇ ଲୋକଙ୍କୁ କରିବ ସଚେତନ। ଗାଁରେ ବିଜେପି ସରକାର ବିରୋଧରେ ଗର୍ଜିବ ବିଜେଡି। ବିଜେପି ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ କେବଳ ୮୦ ବର୍ଷରୁ…

  • ଆମକୁ ସାଇଟ ଦିଅ ରେ ଆମେତ କପିଳାଶ ବାବା ଗାଇଲେ ଅlତିଣ୍ଡା ଵାଲା

    ଓଁ ନମଃ ଶିବାୟ

  • #କେନ୍ଦୁଝର ପୋଲିସ ଉପରକୁ ଗୁଳିମାଡ଼

    #ପୋଲିସ_ଉପରକୁ_ଗୁଳିମାଡ଼-କେନ୍ଦୁଝର: ପୋଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼-ପଣ୍ଡାପଡ଼ା ଥାନା ଅଞ୍ଚଳରେ ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ-ଗୋରୁଗାଡ଼ିକୁ ଅଟକାଇବା ବେଳେ ଗୁଳିମାଡ଼ କଲେ ଦୁର୍ବୃତ୍ତ-ପୋଲିସର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଗୁରୁତର-୩ଟି ଗୋରୁ ଭର୍ତ୍ତି ପିକ୍ଅପ୍ ଜବତ, ୨ ଫେରାର୍ ଥିବା ସୂଚନା#CowMafia #Firing #Police #Keonjhar

  • ମହାପ୍ରଭୁଙ୍କ ଶ୍ରୀମନ୍ଦିର ଭିତର ର ଫୋଟୋ ଭାଇରଲ ହୋଇଛି ଏହି ଲୋକ କରିଛନ୍ତି

    ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ। ରାଜା ଶେଖର ନାମକ ଜଣେ ଯୁବକ ନିଜ ଫେସବୁକରେ ଫଟୋ ଅପଲୋଡ କରିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଭିତର ବେଡାରୁ ନିଜର ସେଲ୍ଫି ଫଟୋ ନେଇ ଫଟୋ ଅପଲୋଡ କରିଛନ୍ତି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ବେଳେ କିପରି ଏହି ଫଟୋ ଉଠିଲା ତାହା ତଦନ୍ତ ପାଇଁ ଦାବି ହୋଇଛି।ଏଥିସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରୁଥିବା ସୁରକ୍ଷା କର୍ମୀଙ୍କ ବିରୋଧରେ ମଧ୍ୟ ଦୃଢ଼…

  • ସରକାର ଙ୍କ କଳି ରେ ବଳିପଡିଲା କପିଳାଶ ଶୈବପୀଠ

    ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ଠାକୁର ଉପାସ ଥିବା ଅଭିଯୋଗ ହୋଇଛି। ଦୁଇଦିନ ହେବ ଶ୍ରୀଚନ୍ଦ୍ରଶେଖର ଜିଉଙ୍କ ନୀତିକାନ୍ତିରେ ବିଳମ୍ବ। ଏପରିକି ଠାକୁରଙ୍କ ରୋଷଘରେ ତାଲା ଝୁଲୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ସ୍ବୀକାର ସହ ସମାଧାନ ହୋଇଥିବା ଦେବୋତ୍ତର ବିଭାଗ ସୂଚନା ଦେଇଛି। ସୁଆରଙ୍କ ଅସୁସ୍ଥତା ହେତୁ ସମସ୍ୟା ହୋଇଥିବା ଦେବୋତ୍ତର ଇନସ୍ପେକ୍ଟର କହିଛନ୍ତି

Design a site like this with WordPress.com
Get started