Tag: #ଢେଙ୍କାନାଳ

  • ନବ ନିର୍ମାଣ କୃଷକ ସଙ୍ଘଠନ ର ସଭାପତି ପ୍ରହ୍ଲାଦ ସାହୁ ଜନ ଶୁଣାଣି ଶିବିରରେ ଜିଲ୍ଲା ପାଳଙ୍କ ଦ୍ୱାରସ୍ତ

    ନବ ନିର୍ମାଣ କୃଷକ ସଙ୍ଘଠନ ଧାନ ବିକ୍ରି ନେଇ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ଢେଙ୍କାନାଳ ଧାନ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ନୂଆ ନିୟମକୁ ନେଇ ଢେଙ୍କାନାଳ ନବନିର୍ମାଣ କୃଷକ ସଂଗଠନ ସଭାପତି ପ୍ରହଲ୍ଲାଦ ସାହୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜନଶୁଣାଣିରେଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ୍‌ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ନୂଆ ନିୟମଅନୁଯାୟୀ ଯାହା ନାମରେ ଜମି ଅଛି ସେ କେବଳ ବିକ୍ରି କରିପାରିବେ…

  • ଢେଙ୍କାନାଳ ର ବିଜେଡି ଓ ବଜରଙ୍ଗୀ କର୍ମୀ ଙ୍କ ଜଗନ୍ନାଥ ଙ୍କୁ ଚିଠି :ତମେ ଦେଖୁଛ ତ ମହାବାହୁ

    ତମେ ଦେଖୁଛ ତ୍ ମହାବାହୁ ? କୁହାଯାଏ ଚକାଆଖି ସବୁ ଦେଖୁଛି। ନା ଆଖି ବୁଜିଦେଇ ଯାତ୍ରା ନିଦ୍ରାରେ ଶୋଇଛ। ତମେ ରାଗିଛ କି ? କାହା ଉପରେ ରାଗିଛ ? ଯାହା ଯାହା ସବୁ ଘଟୁଛି ତମେ କଣ ଅନୁଭବ କରୁନ ପୁରୀକୁ ଆସିବାକୁ ଲୋକ ଭୟ କରିବେ ବୋଲି। ତମକୁ ଦେଖିବାକୁ ଆସି ପ୍ରାଣ ଦେଉଛି ତମ ଭକ୍ତ। କେତେ ଆଉ ତା ଭକ୍ତିର ପରୀକ୍ଷା ନେବ। ଭେଣ୍ଡିଆ ପୁଅ ତା ମା କୁ…

  • ଆଜି ସୁଦଶା ଵ୍ର ବ୍ରତ

    ।। ସୁଦଶାବ୍ରତ ଏବଂ ଦଶ ଗଣ୍ଠି।। ଢେଙ୍କାନାଳ-ତାପସଦାସ                              ସାଧାରଣତଃ କୌଣସି ମାସର ଶୁକ୍ଳ ପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସଧବା ନାରୀମାନେ ମା’ ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ଯରେ ସୁଦଶାବ୍ରତ ଯଥା ବିଧି ପାଳନ କରିଥାନ୍ତି। ଥରେ ବ୍ରତ ଆରମ୍ଭ କରିବା ପରେ ଚଉଦ ( ୧୪ ) ବର୍ଷ ପର୍ଯ୍ଯନ୍ତ ଏହା ପାଳନ କରିବାକୁ ପଡିଥାଏ। କେବଳ ନୂତନ ବ୍ରତୀ ( ନବ ବିବାହିତ କୂଳବଧୂ ) ମାନେ  କାଳ ଶୁଦ୍ଧି ( ପଞ୍ଜିକା ଗଣନାନୁସାରେ…

  • ପୂର୍ବ ଶତ୍ରୁତା କୁ କେନ୍ଦ୍ରକରୀ ହତ୍ୟା ନବବର୍ଷ ରେ କୁରାଡ଼ି ରେ ଖଣ୍ଡ ଖଣ୍ଡ କରି ହାଣିଦେଲା

    ନୂଆବର୍ଷରେ ଯୁବକଙ୍କୁ ପିଟିପିଟି ମାରିଲା: କୁରାଢ଼ିରେ ଖଣ୍ଡଖଣ୍ଡ କରି ହାଣିଦେଲାଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଧିନ ବସୋଇ ଗାଁଦାଣ୍ଡରେ ଆଜି ଅପରାହ୍‌ଣରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଅତି ବୀଭତ୍ସ ଭାବେ ହତ୍ୟା କରିଛି। ହତ୍ୟା ପରେ ମୃତ ଯୁବକଙ୍କର ଶରୀରରୁ ହାତ ଗୋଡ଼ ଓ ମୁଣ୍ଡ ଅଲଗା କରିଦେଇଛି। ପର୍ଜଙ୍ଗ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ରକ୍ତମୁଖା ହୋଇଛି। ନୂଆବର୍ଷ ପାଇଁ ଲୋକେ ଉତ୍ସବ ପାଳନ ସହ ଉତ୍ସାହିତ ଥିବା ବେଳେ ରକ୍ତମୁଖା…

  • ଢେଙ୍କାନାଳ ରେ ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ

    ଢେଙ୍କାନାଳ ରେ ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ ଢେଙ୍କାନାଳ ରେ ଗତ କାଲି ବିଜେଡି ପାଳିବାର ଥିଲା ସଦର ବ୍ଲକର କାଇମାଟି ଠାରେ ରାସ୍ତା ଶୋଚନୀୟ ଥିବାରୁ ଜିଲ୍ଲା ର ଟାଉନ ହଲ ଠାରେ ପ୍ରତିଷ୍ଠା ଦିବସ ରେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ଓ ତାଙ୍କର ସମସ୍ତ କର୍ମକର୍ତା ସହଯୋଗ ଦେଇ ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅନୁଷ୍ଠିତ

Design a site like this with WordPress.com
Get started