Tag: #ଢେଙ୍କାନାଳ #କପିଳାଶବନଖଣ୍ଡ

  • ମହୁଲଖୋଳି ଗ୍ରାମରେ ହାତି ଉପଦ୍ରଵ ବ୍ୟାପକ ପନି ପରିବା ଫସଲ ନଷ୍ଟ

    *ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ ବ୍ୟାପକ ପନି ପରିବା ଫସଲ ନଷ୍ଟ***************************************ଢେଙ୍କାନାଳ : ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ମହୁଲଖୋଳି ଗ୍ରାମରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତ କାଲି ରାତିରେ ସମୟରେ ମହୁଲଖୋଳି ଗ୍ରାମ ଭିତରେ ପଶି ସୁଦ୍ଧିର ବେଉରା ଘର ଭାଙ୍ଗିବା ସହ ଘର ଭିତରୁ ଅମଳ କରି ରଖିଥିବା ଧାନ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଚାଷୀ ଗୋଲକ ବିହାରୀ ବେହେରା…

Design a site like this with WordPress.com
Get started