Tag: #5T
-
ବିକାଶ ବିରୋଧୀଙ୍କୁ ଫୁଣି ତେରେଚ୍ଛା
ଢେଙ୍କାନାଳ : ବିକାଶ ବିରୋଧୀଙ୍କୁ ପୁଣି ତେରଚ୍ଛା ତୀର ମାରିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ଓଡ଼ିଶାର ବିକାଶକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି, ବହୁତ ଲୋକ ଅଛନ୍ତି ଶ୍ରେୟ ନେବାକୁ କାମ କରନ୍ତି ।ଅନ୍ୟ ଲୋକ ଯେପରି ଶ୍ରେୟ ପାଇପାରିବେନି, ସେଥିପାଇଁ କାମ ବନ୍ଦ କରିବାକୁ କିଛି ଲୋକ ଚେଷ୍ଟା କରନ୍ତି। ଓଡ଼ିଶାବାସୀ ସେମାନଙ୍କୁ ଠିକ ଚିହ୍ନି ପାରିବେ।…