Tag: #bsf

  • ଫୋନରେ ମା ସହ କଥା ହେଉଥିବା ସମୟରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କଲେ BSF

    ମାଆକୁ ମୋବାଇଲରେ ମେସେଜ ପଠାଇଲେ, ପରେ ଫୋନରେ ମାଆ ସହ କଥା ହେଉଥିବା ସମୟରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କଲେ BSF ଯବାନ l ମୃତ ଯବାନ ଜଣକ କାମାକ୍ଷାନଗର ଥାନା ମାଳପୁରା ଗାଁର ସୁରେଶ ବିଶ୍ୱାଳ  l ସୂଚନା ଅନୁସାରେ ସୁରେଶ ଆଜିକୁ ପନ୍ଦର ବର୍ଷ ହେବ BSFରେ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ । ଏବେ ସେ ଜାମ୍ମୁ କାଶ୍ମୀରଠାରେ କାର୍ଯ୍ୟ କରୁଥିଲେ l ୯ ଦିନ ତଳେ ସେ…

Design a site like this with WordPress.com
Get started