Tag: #dhamendrapradhan #nabinnanda #kapilashdhenkanal
-
ଗଁଦିଆ ପ୍ରେସ କ୍ଲବ ତରଫରୁ ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ଜରିଆରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି
“ବଲାଙ୍ଗୀରରେ ସାମ୍ବାଦିକଙ୍କ ଗୋଡ-ହାତ ବାନ୍ଧି ମାଡ଼ ମାରିବା ଘଟଣା ମାନବତା ଉପରେ ଆଘାତ । ଏହି ଅମାନୁଷିକ ଆକ୍ରମଣକୁ ଢେଙ୍କାନାଳ ଜିଲ୍ଲା ଗଂଦିଆ ପ୍ରେସ୍ କ୍ଲବ୍ ତରଫରୁ ଗଂଦିଆ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଜରିଆରେ ଦୃଢ଼ ନିନ୍ଦା କରିବା ସହିତ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦେଶକଙ୍କୁ ଦାବୀ ପତ୍ର ଦେଇ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି ।ସାମ୍ବାଦିକ ସୁରକ୍ଷା ହେଉ ଗଣତନ୍ତ୍ରର ମୂଳ ଶକ୍ତି…
-
କପିଳାସ ପୀଠ ପାଇଁ, କପିଳାସ ସୁରକ୍ଷା ପରିଷଦ ତରଫରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଙ୍କୁ ଦାବିପତ୍ର
କପିଳାସ ପୀଠ ରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ରାଜ୍ୟ ଶିଳ୍ପ ମନ୍ତ୍ରୀ ମାନ୍ୟବର ସମ୍ପଦ କୁମାର ସ୍ବାଇଁ , ମନୁବର୍ ଢେ଼ଙ୍କାନାଳ ର ସାଂସଦ ରୁଦ୍ର ନାରାୟଣ ପାଣି, ମାନ୍ୟବର ବିଧାୟକ ବିଭୁତି ପ୍ରଧାନ , ମାନ୍ୟବର ବିଧାୟକ ଶତ୍ରୁଘ୍ନ ଜେନା ,ମାନ୍ୟବର ବିଧାୟିକା ସୀମା ରାଣୀ ନାୟକ ଓ ଅନୁଗୁଳ ର ମାନ୍ୟବର ବିଧାୟକ ପ୍ରତାପ କୁମାର ପ୍ରଧାନ ଙ୍କୁ ସ୍ଵାଗତ କଲି । କପିଳାସ ପୀଠ ର ଉନ୍ନତି ପାଇଁ ଏକ…