Tag: #dhenkanal
-
କାଶିଆଡ଼ିହି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରେ କୁର୍ତ୍ତିମ ପୋଖରୀ
କାଶିଆଡିହି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କୁର୍ତ୍ତିମ ପୋଖରୀ ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ କାଶିଆଡିହି ଗ୍ରାମ ପଞ୍ଚାୟତକୁ ପୁର୍ବ ମୁଖ୍ୟମନ୍ତ୍ରୀ ଆଦର୍ଶ ଗ୍ରାମ ପଞ୍ଚାୟତ ଭାବେ ଘୋଷଣା କରିଥିଲେ l ହେଲେ ଆଜି ଗୁରୁବାର ମଧ୍ୟାହ୍ନ ୧୨ଟା ୩୦ର ଏହି ଦୃଶ୍ୟ I ଆଉ ଏ ହେଉଛି ସେହି ଆଦର୍ଶ ମାନ୍ୟତା ପାଇଥିବା କାଶିଆଡିହି ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ସମ୍ମୁଖର ଦୃଶ୍ୟ । ସତେ ଯେମିନ୍ତି କୁର୍ତ୍ତିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏହା ସହିତ ଏହାର ସମ୍ମୁଖରେ…
-
ମହାପଦା ବିଜେପି ପକ୍ଷରୁ ବିଶ୍ୱାଳ ରକ୍ତଦାନ ଶିବିର ଅନୁଷ୍ଠିତ
ବିଶାଳ ରକ୍ତଦାନ ଶିବିର ମହାପଦା ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚାକଚକ୍ୟ ବିଦ୍ୟୁତ୍ ଆଲୁଅ ଠାରୁ ବହୁ ଦୂରରେ ଏକ ନିପଟ ମଫସଲ ଗାଁ ଟିଏ ମହାପଦା, ବିଶ୍ବ ପ୍ରସିଦ୍ଧ ମହିମାଗାଦୀ ଠାରୁ ଅନତି ଦୂରରେ ଅବସ୍ଥିତ ଏହି ଗାଁ ଆଜି ଦେଖାଇ ଦେଇଛି ତାହାର ଅନ୍ତରରେ ପ୍ରବାହିତ ହେଉଥିବା ଭାଇଚାରା,ବିଭିନ୍ନତା ଭିତରେ ଏକତାର ସୁତ୍ରକୁ ସୁଦୃଢ଼ କରି ଥିଲା ଆଜିର କାର୍ଯ୍ୟକ୍ରମ,ମୃଦୁ ମଳୟ ପବନକୁ ଯେପରି ଦେଖି ହୁଏ ନାହିଁ କେବଳ ଅନୁଭବ କରି ହୁଏ,ସେହିପରି…
-
ଭୁବନେଶ୍ୱର ଠାରେ ବହୁପୁରାତନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହିନ୍ଦୋଳ ପକ୍ଷରୁ ଦସ୍ତଖତ ଅଭିଯାନ
ଦସ୍ତଖତ ଅଭିଯାନ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ସ୍ଥିତ ବହୁପୁରାତନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହିନ୍ଦୋଳ ମହାବିଦ୍ୟାଳୟରେ ବିଗତ ୨୦୦୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଅଣ- ଅନୁଦାନ ପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମହାବିଦ୍ୟାଳୟ ପରିଚାଳନା କମିଟି ଠାରୁ ସ୍ୱଳ୍ପ ବେତନ ପାଇ ମହାବିଦ୍ୟାଳୟ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ନିର୍ବାଚନ କାର୍ଯ୍ୟ ଓ ଲୋକାଭିମୁଖୀ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରି ଆସୁଅଛନ୍ତି l ଗୋଟିଏ ଶିକ୍ଷାନୁଷ୍ଠାନରେ ସମାନ କାମକୁ ସମାନ…