Tag: #dhenkanal farest

  • ଢେଙ୍କାନାଳ ହିନ୍ଦୋଳ ରେ ପେଟ୍ରୋଲିଙ୍ଗ ବେଳେ ଶିକାରୀ ଗୁଳିରେ ବନକର୍ମଚାରୀ ମୁର୍ତ ପୋଲିସ ର ତଦନ୍ତ ଜାରି

    ଢେଙ୍କାନାଳ ହିନ୍ଦୋଳ ରେ ପାଟ୍ରୋଲିଂ ବେଳେ ଅଘଟଣ, ଶିକାରୀ ଗୁଳିରେ ବନକର୍ମଚାରୀ ମୃତ ଢେଙ୍କାନାଳ ହିନ୍ଦୋଳ ବନଖଣ୍ଡ ୨୪।୦୫ : ଶିକାରୀ ଓ ବନକର୍ମଚାରୀ ମୁହାଁମୁହିଁ । ଯେଉଁଥିରେ ଶିକାରୀଙ୍କ ଗୁଳି ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଇନ୍‌ଚାର୍ଜ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ବୋଲି ଜଣାପଡିଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଘଟିଛି ଏହି ଅଘଟଣ ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ହିନ୍ଦୋଲ ବନାଞ୍ଚଳରେ ବନକର୍ମଚାରୀଙ୍କ ପକ୍ଷରୁ ପାଟ୍ରୋଲିଂ କରୁଥିଲେ…

Design a site like this with WordPress.com
Get started