Tag: #dhenkanal#bhuban

  • ନିହାଲପ୍ରସାଦ ନିଁଶ୍ଚିତା ପାହାଡ଼ ରୁ ଚୋରାଚାଲାଣ କରୁଥିବା ୨0 ଟି ପଥର ଗାଡି ଭୁବନ ଥାନାରେ ଜବତ

    ଗଁଦିଆ ବ୍ଲକର ନୀଚୀତା ପାହାଡ଼ ରୁ ଭୁବନ ଥାନାରେ ଚୋରାଚାଲାଣ କରୁଥିବା ୨୦ ପଥର ଗାଡ଼ି ଜବତ ଭୁବନ ତହସିଲର  ଅଁଳାଝରୀ,ଶାମଳ,ଅନଳ,ଧଳାପଡା, କେଶରପୁର ଓ ଗଁନ୍ଦିଆ ତହସିଲର ପିଙ୍ଗୁଆ, ଛାଟଖମ୍ଭ,ଛାଟିଆ ଆଦି ଅଞ୍ଚଳରୁ ଦୈନିକ ବେଆଇନ ଭାବେ ଟ୍ରକଗୁଡିକ ଯାଉଛନ୍ତି।ଭୁବନ: ଭୁବନ ଥାନାରେ ଚୋରାଚାଲାଣ କରୁଥିବା ୨୦ ପଥର ଗାଡ଼ି ଜବତ। ରାଇଗୋଡା ଗ୍ରାମ ନିକଟ କଳା ମୁଗୁନି ଖଣିରୁ ଦୈନିକ ଶହ ଟ୍ରକ ପଥର ଚାଲାଣ ହେଉଥିବା ଜଣାଯାଇଛି।ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲର ଅଁଳାଝରୀ,ଶାମଳ,ଅନଳ,ଧଳାପଡା, କେଶରପୁର…

  • ଜିରାଳ ତାରିଣୀ ପଡିଆରେ ଅମର ସହିଦ ବିଏସଏଫ ସନ୍ତୋଷ କୁମାର ବେହେରା

    ଅମର ସହିଦ ବିଏସଏଫ ଜବାନ ସନ୍ତୋଷ କୁମାର ବେହେରାଙ୍କ ମରଶରିର ଭୁବନ ଜିରାଳରେ ପହଁଞ୍ଚିଛି। ସନ୍ତୋଷଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ମରଶରିରକୁ ଭବ୍ୟ ସ୍ବାଗତ ଜଣା ଯାଇଛି। ସନ୍ତୋଷଙ୍କୁ ପ୍ରଥମେ ପାଠ ପଢୁଥିବା ଜିରାଳ କଲେଜକୁ ନିଆଯାଇଥିଲା। ପରେ  ଶୋଭାଯାତ୍ରା କରି ଜିରାଳ ସ୍ଥିତ କୁମ୍ଭାରସାହି ଘରକୁ ନିଆ ଯାଇଥିଲା। ସନ୍ତୋଷଙ୍କ ଶେଷ ଦର୍ଶନ ପାଇଁ ଘର ପାଖରେ ନାହିଁ ନଥିବା ଭିଡ ଜମିଥିଲା  ।  ମୃତ୍ୟୁରେ…

Design a site like this with WordPress.com
Get started