Tag: #dhenkanalsadar

  • ଦିନରେ ରାତିରେଜେସିବି ନେଇ ତlଡୁଛି କଣ୍ଟାକ୍ଟର ଢେଙ୍କାନାଳ ସଦର ବ୍ଲକ ରେ ଅସନ୍ତୋଷ

    ବିନା ଅନୁମତିରେ ରାତିରେ ଓ ଦିନରେ ରାସ୍ତା ଖୋଳାକୁ ନେଇ ଅସନ୍ତୋଷ ।ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ : ଭାପୁର ଛକ,କାକୁଡିଭାଗ, ଅଉଖମା,ଚନ୍ଦ୍ରଶେଖରପ୍ରସାଦ,ମହୁଲପୁଞ୍ଜି,ବେଗୁନିଆପାଳ ଓ ଭାପୁର ଗ୍ରାମ ରାସ୍ତାର ବିଭିନ୍ନ ସ୍ଥାନରେ ଗୋଟିଏ ପାର୍ଶ୍ଵରେ ଠିକାଦାର ବିନା ଅନୁମତିରେ ରାତିରେ ଓ ଦିନରେ ପାଇପ୍ ବିଛାଇବା ନିମନ୍ତେ ଜେ ସି ବି ଲଗାଇ ପିଚୁ ଓ କଂକ୍ରିଡରାସ୍ତା ଖୋଳି ଦେଇଥିବା ଥିବା ଅଭିଯୋଗ ହୋଇଛି । ଏହି ରାସ୍ତାର ଗୋଟିଏ ପାର୍ଶ୍ଵରେ ଠିକାଦାର ମାଟି ଖୋଳି ଦେଇଛି…

Design a site like this with WordPress.com
Get started