Tag: #nabinpattnaik
-
ଢେଙ୍କାନାଳ ରେ ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ
ଢେଙ୍କାନାଳ ରେ ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ ଢେଙ୍କାନାଳ ରେ ଗତ କାଲି ବିଜେଡି ପାଳିବାର ଥିଲା ସଦର ବ୍ଲକର କାଇମାଟି ଠାରେ ରାସ୍ତା ଶୋଚନୀୟ ଥିବାରୁ ଜିଲ୍ଲା ର ଟାଉନ ହଲ ଠାରେ ପ୍ରତିଷ୍ଠା ଦିବସ ରେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ଓ ତାଙ୍କର ସମସ୍ତ କର୍ମକର୍ତା ସହଯୋଗ ଦେଇ ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅନୁଷ୍ଠିତ
-
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୯୨ ବର୍ଷ ବୟସରେ ଦେହାନ୍ତ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଦେହାନ୍ତ । ହଠାତ ମନମୋହନଙ୍କ ସ୍ୱାସ୍ତ୍ୟ ଅବସ୍ଥା ବିଗିଡିବାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏମ୍ସର ଜରୁରୀକାଲିନ ୱାର୍ଡରେ ଚିକିତ୍ସା କରାଯାଉଥିବା ବେଳେଗତ କାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଘଟିଛି । ଓଁ ଶାନ୍ତି 🙏💐🙏
-
ଶ୍ରୀ ମନ୍ଦିର ର’ଧବଳ ବାନା’ଶୂନ୍ୟ ଗଣ୍ଠିର ମହିମା ଦେଖିଲେ ଓଡିଶା ବାସି ସାମ୍ନାକୁ ଆସିଲା ବଡ଼ ପ୍ରମାଣ
ବାତ୍ୟାକୁ ଶାନ୍ତ କରିଥିଲା ଶ୍ରୀମନ୍ଦିରର ‘ଧବଳ ବାନା’: ଶୂନ୍ୟ ଗଣ୍ଠିର ମହିମା ଦେଖିଲେ ଓଡ଼ିଶାବାସୀ, ସାମ୍ନାକୁ ଆସିଲା ବଡ଼ ପ୍ରମାଣ! କୋଟି ଓଡ଼ିଆ ମଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ । ସମଗ୍ର ବ୍ରହ୍ମାଣ୍ଡର ସେ ଠାକୁର । କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ । ସମଗ୍ର ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ…
-
ଭର୍ତ୍ତା କୁ ନେଇ ଗାଁ ଓ ପଞ୍ଚାୟତ ରେ ଜମିବ ରାଜନୀତି, ଆଜିଠୁ ବିଜେଡି ର ଜlଗରଣ ଅଭିଯାନ
ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି, ଆଜିଠୁ ବିଜେଡିର ଜାଗରଣ ଅଭିଯାନ… ନିର୍ବାଚନକୁ ଦୁଇ ମାସ ପୁରିଥିବା ବେଳେ ଆଜିଠୁ ପୁଣି ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି। ଆଜିଠାରୁ ଗାଁକୁ ଯିବ ବିଜେଡି। ଭତ୍ତାକୁ ନେଇ ଲୋକଙ୍କୁ କରିବ ସଚେତନ। ଗାଁରେ ବିଜେପି ସରକାର ବିରୋଧରେ ଗର୍ଜିବ ବିଜେଡି। ବିଜେପି ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ କେବଳ ୮୦ ବର୍ଷରୁ…