Tag: new odia odisha
-
ଢେଙ୍କାନାଳ ରେ ଦୌଡ଼ି କି ଆମ ଆଦମୀ ପାର୍ଟିତରଫରୁ ଜୋରଜବରଦସ୍ତ କରୁଛି ଆଲୋଚନା
ଢେଙ୍କାନାଳ ରେ ଗତ କାଲି ହୋଇଥିବା ଟାଉନହଲ ଠାରେ ଆପ୍ପ ଯୋରଦାର ବୈଠକ ସଭା ଅନୁଷ୍ଠିତ, ଢେଙ୍କାନାଳ ଜିଲ୍ଲାର ସଦର ବିଧାନସଭା କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ତ୍ୱରେ ସକାଳ ପ୍ରାୟ ୧୧:୦୦ଟାରେ ଆରମ୍ଭ ହୋଇ ସନ୍ଧ୍ଯା ୦୪:୦୦ ସମୟରେ ସମ୍ପାଦିତ ହୋଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗ ଦେଇ ସଭାପତିତ୍ବ କରିଥିଲେ ଏବଂ ସଦର ବିଧାନସଭା ଅଧୀନରେ ଥିବା ସଦର ବ୍ଲକ, ଗଁଦିଆ ବ୍ଲକ…
-
ଜଣଙ୍କର କାଳୀ ପୋଛିଲ ଆଉ ଜଣଙ୍କର ପୋଛିଲନି କାହିଁକି
-
ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ୬ ଦଫା ଦାବିପତ୍ର
ଆପ୍ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବିପତ୍ର ଆମ୍ ଆଦମୀ ପାର୍ଟି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଛଅ ଦଫା ସମ୍ବଳିତ ଏକ ଦାବିପତ୍ର ଉପଜିଲାପାଳଙ୍କ ଜରିଆରେ ପ୍ରଦାନ କରଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦେଇ ଢେଙ୍କାନାଳ ତଥା ଓଡିଶାର ସାମାଜିକ, ରାଜନୈତିକ, ତଥା ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ନିଜ ବ୍ୟକ୍ତବ୍ୟ…
-
ବିଷାକ୍ତ ମଦ ପିଇ ନଟାକଟା କୁମର୍ଦ କଲୋନୀ ର ଜଣେ ମୃତ୍ୟୁ
ବିଷାକ୍ତ ମଦ ପିଇ ନଟାକଟା କୁମର୍ଦ କଲୋନୀ ର ଜଣେ ମୃତ୍ୟୁ ଢେଙ୍କାନାଳ ଜିଲ୍ଲା ରେ ଦେଶୀ ଓ ବିଦେଶୀ ମଦ ପିଇ ଭୁବନ ବ୍ଲକରେ ବାରମ୍ବାର ମୁର୍ତୁ ଏହି ସବକୁ ଧରି ମଦ କାଉଣ୍ଟର ଆଗରେ ବସିଲେ ପରିବାର ଲୋକେ ତେବେ ସୂଚନା ଡାକ୍ତର ପୋଷ୍ଟବଟମ ନ କରି ଫେରାଇଦେଲେ କାହିଁକି ଏହାର ତଦନ୍ତ ଅନୁଯାଇ ଜାରି କରାଯାଉ ଓମୁର୍ତୁ ହୋଇଯାଇଥିବା ଲୋକକୁ ପ୍ରଶାସନ ତରଫରୁ ସାହାଯ୍ୟ କଲେ ଭଲ ହେଵବୋଲି ସ୍ଥାନୀୟ ରେ ଚର୍ଚ୍ଚା
-
ମଣିପୁର ହିଂସା ଓ ମହିଳା ଉତ୍ପିଡନ ବିରୋଧରେ ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଭିକ୍ଷୋଭ- July 28, 2023ଢେଙ୍କାନାଳ, ୨୮.୦୭: ଅଦ୍ୟ ପୂର୍ବାହ୍ଣ ୧୧ ଘଟିକା ସମୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ବରେ ଶତାଧକ ମହିଳା ଢେଙ୍କାନାଳ ଗାନ୍ଧୀ ମନ୍ଦିରସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦଳୀୟ ପତାକା ଓ ବିଭିନ୍ନ ସ୍ଲୋଗାନ୍ ଦେଇ ଏକ ଭିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ମହିଳାମାନେ ଆସି ଶୋଭାଯାତ୍ରାରେ ସମିଲ୍ ହୋଇ ନରେନ୍ଦ୍ର ମୋଦି ନେତୃତ୍ବାଧନ କେନ୍ଦ୍ର ସରକାର ଓ ମଣିପୁରର ବିଜେପି ସରକାର ବିପକ୍ଷରେ ସ୍ଲୋଗାନ୍ ଦିଆଯାଇଥିଲା ।ଏଥିରେ କେନ୍ଦ୍ର ସରକାର ମଣିପୁରରେ ଶାନ୍ତି ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବାରୁ ଓ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ନରେନ୍ଦ୍ର ମୋଦି ସରକାର ତା’ର ଉତର ଦାୟିତ୍ଵ ଗ୍ରହଣ କରି ମଣିପୁର ସରକାରକୁ ବରଖାସ୍ତ କରି ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଦାବୀ ହୋଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ୍ର ବରିଷ୍ଠ ନେତ୍ରୀବୃନ୍ଦମାନେ ଯଥା ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ବରିଷ୍ଠ ନେତା ରବିନାରାୟଣ ମହାନ୍ତି, ପୂର୍ବତନ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରେମ୍ ଶଙ୍କର ମିଶ୍ର, ସମ୍ଦା ତାଏଚ୍, ସୁବାଶିନୀ ମହାକୁଡ, ସୁବାଷ ପାଲ, ନିର୍ମଳ ମିଶ୍ର, ଶିଳ୍ପୀଶ୍ରୀ ହରିଚନ୍ଦନ, ରୋମିନା ବେଗମ୍ ପ୍ରମୁଖ ଯୋଗଦେଇ ଭିକ୍ଷୋଭ ପ୍ରତିବାଦ ସଭାକୁ ସାଫଲ୍ୟ କରିଥିଲେ ।
ମଣିପୁର ହିଂସା ଓ ମହିଳା ଉତ୍ପିଡନ ବିରୋଧରେ ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଭିକ୍ଷୋଭ– July 28, 2023 ଢେଙ୍କାନାଳ, ୨୮.୦୭: ଅଦ୍ୟ ପୂର୍ବାହ୍ଣ ୧୧ ଘଟିକା ସମୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ବରେ ଶତାଧକ ମହିଳା ଢେଙ୍କାନାଳ ଗାନ୍ଧୀ ମନ୍ଦିରସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦଳୀୟ ପତାକା ଓ ବିଭିନ୍ନ ସ୍ଲୋଗାନ୍ ଦେଇ ଏକ ଭିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର…