Tag: #newsodiaodisha
-
ବାଲି ଓ ଖଣିଲୁଟ କୁ ରୋକିବ ପଞ୍ଚାୟତ ସ୍ତରୀୟ ଟିମ ସରକାର ଙ୍କ ଘୋଷଣା
ସରପଞ୍ଚଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ କମିଟି ଗଠନ ହେବ– ବାଲି ଉଠାଣ ନେଇ ଲିଜ୍ଧାରୀଙ୍କ ଉପରେ ନଜର ରଖିବ ପଞ୍ଚାୟତ କମିଟି– ବାଲି ଉଠାଣର ରେଜିଷ୍ଟର ବ୍ୟବହାର କରାଯିବ– ସୁରକ୍ଷାକର୍ମୀ ଖାଦାନକୁ ଜଗିବେ– ନିର୍ମାଣ କାମକୁ ଦେଖି କେତେ ବାଲି ଆବଶ୍ୟକତା ରହିଛି ବିଡିଓ ନିର୍ଦ୍ଧାରଣ କରିବେ– ବାଲି ଚୋରି ରୋକିବାକୁ ତହସିଲଦାରଙ୍କ ଅଧୀନରେ ଏକ ଟିମ୍ କାମ କରିବ – ଚୋରି ରୋକିବାକୁ ପ୍ରତ୍ୟେକ ବାଲିଘାଟରେ ସିସିଟିଭି ଲାଗିବତେବେ ଏହି ଏସଓପି ବାଲି ଚୋରିକୁ ରୋକିବାରେ…
-
ନିହାଲପ୍ରସାଦ ନିଁଶ୍ଚିତା ପାହାଡ଼ ରୁ ଚୋରାଚାଲାଣ କରୁଥିବା ୨0 ଟି ପଥର ଗାଡି ଭୁବନ ଥାନାରେ ଜବତ
ଗଁଦିଆ ବ୍ଲକର ନୀଚୀତା ପାହାଡ଼ ରୁ ଭୁବନ ଥାନାରେ ଚୋରାଚାଲାଣ କରୁଥିବା ୨୦ ପଥର ଗାଡ଼ି ଜବତ ଭୁବନ ତହସିଲର ଅଁଳାଝରୀ,ଶାମଳ,ଅନଳ,ଧଳାପଡା, କେଶରପୁର ଓ ଗଁନ୍ଦିଆ ତହସିଲର ପିଙ୍ଗୁଆ, ଛାଟଖମ୍ଭ,ଛାଟିଆ ଆଦି ଅଞ୍ଚଳରୁ ଦୈନିକ ବେଆଇନ ଭାବେ ଟ୍ରକଗୁଡିକ ଯାଉଛନ୍ତି।ଭୁବନ: ଭୁବନ ଥାନାରେ ଚୋରାଚାଲାଣ କରୁଥିବା ୨୦ ପଥର ଗାଡ଼ି ଜବତ। ରାଇଗୋଡା ଗ୍ରାମ ନିକଟ କଳା ମୁଗୁନି ଖଣିରୁ ଦୈନିକ ଶହ ଟ୍ରକ ପଥର ଚାଲାଣ ହେଉଥିବା ଜଣାଯାଇଛି।ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲର ଅଁଳାଝରୀ,ଶାମଳ,ଅନଳ,ଧଳାପଡା, କେଶରପୁର…
-
ମାନ୍ୟବର ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ Krushna Chandra Patra ଙ୍କୁମହିମା ଗାଦି ଯୋରନ୍ଦା ରୁ ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ଏକ ସରକାରୀ ବସ ଚଳାଚଳ ପାଇଁ ଯୋରନ୍ଦା ଅଞ୍ଚଳ ବାସୀଙ୍କ ତରଫରୁ ଦାବି ପତ୍ର ପ୍ରଦାନ……#joranda #MahimaGadi #to #sikhetrapuri #Bus
-
ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଆଜିର ରାଶିଫଳ
ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…ମେଷ:– ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ। ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ। ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ:– ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ। ଅମଲାତନ୍ତ୍ର…
-
ଢେଙ୍କାନାଳ ରେ ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ
ଢେଙ୍କାନାଳ ରେ ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ ଢେଙ୍କାନାଳ ରେ ଗତ କାଲି ବିଜେଡି ପାଳିବାର ଥିଲା ସଦର ବ୍ଲକର କାଇମାଟି ଠାରେ ରାସ୍ତା ଶୋଚନୀୟ ଥିବାରୁ ଜିଲ୍ଲା ର ଟାଉନ ହଲ ଠାରେ ପ୍ରତିଷ୍ଠା ଦିବସ ରେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ଓ ତାଙ୍କର ସମସ୍ତ କର୍ମକର୍ତା ସହଯୋଗ ଦେଇ ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅନୁଷ୍ଠିତ
-
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୯୨ ବର୍ଷ ବୟସରେ ଦେହାନ୍ତ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଦେହାନ୍ତ । ହଠାତ ମନମୋହନଙ୍କ ସ୍ୱାସ୍ତ୍ୟ ଅବସ୍ଥା ବିଗିଡିବାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏମ୍ସର ଜରୁରୀକାଲିନ ୱାର୍ଡରେ ଚିକିତ୍ସା କରାଯାଉଥିବା ବେଳେଗତ କାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଘଟିଛି । ଓଁ ଶାନ୍ତି 🙏💐🙏
-
ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ ଷଷ୍ଠ ଅଲ ଇଣ୍ଡିଆ ଇନଭିଟେସନ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାରୋହ ରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳର ଯୁବଶକ୍ତିଙ୍କ ମଧ୍ୟରେ ଫୁଟବଲ ଓ ଅନ୍ୟାନ୍ୟ ଖେଳ ପ୍ରତି ଆଗ୍ରହ ବଢାଇବା ଲକ୍ଷ୍ୟରେ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ‘ଷଷ୍ଠତମ ଜାତୀୟସ୍ତରୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତା’ର ଉଦଯାପନୀ ସମାରୋହରେ ଯୋଗଦେଇ ଖେଳାଳୀମାନଙ୍କୁ ପୁରସ୍କୃତ କଲି । ଆଜି ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇ ଓ କେରଳ ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡ, କେରଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ବହୁତ ଆକର୍ଷଣୀୟ ଥିଲା । ଉଭୟ ଦଳ ଭଲ ଖେଳିଲେ । ବିଜୟୀ ଟିମ ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇକୁ ଶୁଭେଚ୍ଛା । ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ ଏହି ଫୁଟବଲ ମ୍ୟାଚ୍ ମାଧ୍ୟମରେ ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ଯେଉଁ ଉଦ୍ୟମ କରୁଛି, ତାହା ପ୍ରଶଂସନୀୟ । ଆପଣମାନଙ୍କ ପ୍ରଚେଷ୍ଟା ଆମ ଅଞ୍ଚଳର ପ୍ରତିଭାବାନ ଯୁବବର୍ଗଙ୍କୁ ଆଗାମୀ ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରାଇବାରେ ସହାୟକ ହେବ । ଏହି ସାଧୁ ଉଦ୍ୟମ ପାଇଁ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ
-
ସମୟ ଦୁନିଆରେ ବଡ ଯାଦୁକର
ସମୟ ଦୁନିଆରେ ବଡ ଯାଦୁକରନିଜେ ବଦଳିବା ସଂଗେ ଅନ୍ୟକୁ ବଦଳାଇଦବାର।। ତାର ସଂଗେ ରଖିଲେ ତାଳମେଳଜୀବନ ହୋଇବ ତୁମ ସୁଶିଳ।। ନୀତି ଶିକ୍ଷା ଦେଇଛନ୍ତି ମହାପ୍ରଭୁ ଚକ୍ରଧରସଜତ୍ନେ ଦୃଷ୍ଟି ଦେଇ ଜୀବନ ନିର୍ବାହ କର।। ତେବେ ଯାଇଁ ଜୀବନ ହେବ ସୁଖ ଶାନ୍ତି ମୟଲଭିବ ପାର୍ଥିବ ଆନନ୍ଦ ଶ୍ରୀଜଗନ୍ନାଥ ହୋଇବେ ସଦୟ।।ଜୟ ଜଗନ୍ନାଥ🙏🙏🙏🙏ସୁପ୍ରଭାତ🌷🌷
-
ଶ୍ରୀ ମନ୍ଦିର ର’ଧବଳ ବାନା’ଶୂନ୍ୟ ଗଣ୍ଠିର ମହିମା ଦେଖିଲେ ଓଡିଶା ବାସି ସାମ୍ନାକୁ ଆସିଲା ବଡ଼ ପ୍ରମାଣ
ବାତ୍ୟାକୁ ଶାନ୍ତ କରିଥିଲା ଶ୍ରୀମନ୍ଦିରର ‘ଧବଳ ବାନା’: ଶୂନ୍ୟ ଗଣ୍ଠିର ମହିମା ଦେଖିଲେ ଓଡ଼ିଶାବାସୀ, ସାମ୍ନାକୁ ଆସିଲା ବଡ଼ ପ୍ରମାଣ! କୋଟି ଓଡ଼ିଆ ମଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ । ସମଗ୍ର ବ୍ରହ୍ମାଣ୍ଡର ସେ ଠାକୁର । କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ । ସମଗ୍ର ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ…
-
ପ୍ରତି ସ୍କୁଲ ଗୁଡିକରେ ଗଣଶିକ୍ଷା ବିଭାଗ ପକ୍ଷରୁ ମୋବାଇଲ ମନା
ରାଜ୍ୟର ସରକାରୀ ସ୍କୁଲଗୁଡିକରେ ଶ୍ରେଣୀରେ ଗୁଣାତ୍ମକ ଶିକ୍ଷାଦାନ ପ୍ରତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ତେବେ ଅନେକ ସମୟରେ ଶ୍ରେଣୀକକ୍ଷରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ଏ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବିଦ୍ୟାଳୟରେ ଶ୍ରେଣୀକୁ ଯିବା ପୂର୍ବରୁ ସମସ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକଙ୍କ ନିକଟରେ ସେମାନଙ୍କର ମୋବାଇଲ ଦାଖଲ କରିବେ। ପ୍ରଧାନଶିକ୍ଷକଙ୍କ ନିକଟରେ ଏକ ତାଲିକା ରହିବ। ଯେଉଁଥିରେ ଶିକ୍ଷକଙ୍କ ମୋବାଇଲ ଦାଖଲ କରିବାର ସମୟ…