Tag: #newsodiaodisha #kandhamal

  • କନ୍ଧମାଳ ଜିଲ୍ଲାର ବ୍ରlହ୍ମଣୀଗାଁ ମେଡିକାଲ ରେ ଇନଚାର୍ଜ ଙ୍କୁ ଘେରିଲେ ଅଞ୍ଚଳବାସି

    ବ୍ରାହ୍ମଣୀଗାଁ ମେଡ଼ିକାଲ ର ବିଭିନ୍ନ ସମସ୍ୟା ର ସମାଧାନ  ଦାବୀରେ ଇନଚାର୍ଜ ଙ୍କୁ ଘେରିଲେ ଅଞ୍ଚଳ ବାସୀ ଦାରିଙ୍ଗବାଡି  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ଲାଗି ରହିଛି ବିଭିନ୍ନ ସମସ୍ୟା, ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ତଦାରଖ ର ଅଭାବ ହେତୁ ଅନେକ କାର୍ଯ୍ୟ ଅଧ ପନ୍ତରିଆ ହୋଇ ପଡ଼ିରହି ଥିବା ବେଳେ, ମେଡିକାଲ କର୍ମଚାରି ମାନଙ୍କ ଖାମ ଖିଆଲି ମନୋଭାବ ପ୍ରଦର୍ଶନ କୁ ନେଇ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।…

Design a site like this with WordPress.com
Get started