Tag: #police#gandia#dhenkanal
-
ଯୋରନ୍ଦା ଠାରେ ହାଟରୁ ପରିବା କିଣିବା ବେଳେ ବେବସାୟୀ ଙ୍କ ରୁପା ସହିତ ବ୍ୟାଗ ଚୋରି ଥାନାରେ ଏତଲା
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଠାରେ ହାଟରୁ ପରିବା କିଣିବା ବେଳେ ବ୍ୟବସାୟୀଙ୍କ ରୁପା ସହିତ ବ୍ୟାଗ୍ ଚୋରି, ଥାନାରେ ଏତଲା ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ହାଟ ଠାରେ ଆଜି ତା ୩୦।୮ ରିଖ ଅପରାହ୍ନ ୧ ଘଣ୍ଟା ସମୟରେ ଜଣେ ବୁଲା ବେପାରୀଙ୍କ ବ୍ୟାଗରୁ ପ୍ରାୟ ୩ କିଗ୍ରା ଓଜନର ରୁପା ସହିତ ବ୍ୟାଗ ଚୋରି ହୋଇଯାଇଛି। ସୂଚନା ଅନୁସାରେ କରମୂଳ ଗ୍ରାମର ପ୍ରତାପ ମହାରଣା ଦଧିସିଙ୍ଗା ଗ୍ରାମରେ ଭଡ଼ାଘରେ ରହି…