Tag: #prakashchandraraut

  • ପ୍ରାକୃତିକ ଶୋଭା ବଡ଼ ମନ ଲୋଭା ଧନ୍ୟ ଏ ମାଟି ଢେଙ୍କାନାଳ

    ଢେଙ୍କାନାଳ-ଆଡ଼ଭୋକେଟ-ପ୍ରକାଶଚନ୍ଦ୍ରରାଉତ ——ପ୍ରାକୃତିକ ଶୋଭା ବଡ଼ ମନଲୋଭାଧନ୍ୟ ଏ ମୋ ମାଟି ଢେଙ୍କାନାଳପାହାଡ଼ ଝରଣା କୋଟିମନ ଜିଣାପୁଣ୍ୟପୀଠେ ପୂର୍ଣ୍ଣ ମାତା କୋଳ ||୧|| କପିଳାସ ନାଗନାଥ ତପୋବନମହିମା ଗାଦିର ଉପାଖ୍ୟାନଇତିହାସ ବକ୍ଷେ ସୁସଜ୍ଜିତେ ଲେଖା ସପ୍ତଶଯ୍ୟା, ବଳରାମ ଧାମ ||୨|| ବ୍ରାହ୍ମଣୀ କୂଳରେ ରାମଚଣ୍ଡୀ ବିଜେପଶ୍ଚିମେଶ୍ୱର ଯେ ଛଦେଶରେପୁରାତନ କୀର୍ତ୍ତି କାରୁକାର୍ଯ୍ୟ ଭର୍ତ୍ତିସମ୍ଭବିଛି ମାଆ ନିର୍ଦ୍ଦେଶରେ ||୩|| ଦତ୍ତାତ୍ରେୟ କ୍ଷେତ୍ର, ଶରଣ ଶ୍ରୀକ୍ଷେତ୍ରଗଡ଼ ଖଙ୍କିରାର ପରିବେଶମନୋମୁଗ୍ଧକର ଭକ୍ତି ଭାବ ମୟନାଶେ ଷଡ ରିପୁ ଦୁଃଖ କ୍ଳେଶ ||୪|| ଭାଗ୍ୟେ…

Design a site like this with WordPress.com
Get started