Category: new odia odisha
-
ଗୁରୁଙ୍କ ସତ୍ୟକlହାଣି
ନିଛକ ସତ କଥା ନିଛକ ସତ କଥା************ଜୀବନ ରାସ୍ତାରେ ଚାଲୁ ଚାଲୁ ଏହା ଭିତରେ ମୁଁ ଅର୍ଦ୍ଧ ଶତାବ୍ଦୀ ବର୍ଷ ବୟସର ପାଖାପାଖି ହେଇଗଲିଣି |କେତେ ମଣିଷ ହେଇଛି କେତେ ଅମଣିଷ ହେଇଛି ଜାଣିନି କେତେ ସଫଳତା ପାଇଛି କେତେ ବିଫଳତା ପାଇଛି ହିସାବ କରିନି |ତଥାପି ବଞ୍ଚିଛି |ମୋ ଜନ୍ମ ସମୟରୁ ମା ବାପା ଙ୍କ ପରେ ଯେଉଁ କେତେ ଜଣ ବିଜ୍ଞ ପ୍ରାଜ୍ଞ ଗୁରୁଙ୍କ ସାନିଧ୍ୟ ଅଥବା ଆଶୀର୍ବାଦ ପାଇଛି ଆଜି ଗୁରୁଦିବସ ରେ…
-
ନବୀନ ନନ୍ଦ କହିଲେ
ଢେଙ୍କାନାଳମାଟିରେ ରାଜନୀତି ରେ ପାଦ ଦେବା ରେ ମୋର ଅନୁଭୂତି ଦୀର୍ଘ ୩ଦଶନ୍ଧି ରୁ ଉର୍ଧ୍ବ ହେବ । ଏହି ସମୟ ଭିତରେ ଅନେକ ଘାତ ପ୍ରତିଘାତ ,ଉତ୍ଥାନ ପତନ ର ଓ ବହୁ ଅଭିଜ୍ଞତା ର ଅଧିକାରୀ ମୁଁ ହୋଇଛି । ଭଗବାନ ଙ୍କ ଆଶୀର୍ବାଦ ଯୋଗୁ ଦୁଇ ଦୁଇ ଥର ରାଜ୍ୟ ବିଧାନ ସଭାକୁ ଯିବାର ସୁଯୋଗ ପାଇଛି । ରାଜ୍ୟର ବହୁ ପ୍ରତିଷ୍ଠିତ ନେତୃତ୍ୱ ଙ୍କ ସାନିଧ୍ୟ ଲାଭ କରିଛି । ଦିବଗନ୍ତ…
-
ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଢେଙ୍କାନାଳ:୦୫/୦୯– ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଗଣେଶ ପୂଜା କିଭଳି ଶାନ୍ତିଶୃଙ୍ଖଳାର ସହିତ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରାଯିବ ସେ ଦିଗରେ ଜିଲ୍ଲାପାଳ ଅଧିକ ଗୁରୁତ୍ବାରୋପ କରିଥିଲେ । ଏବଂ ଏହି ଦିଗରେ କାର୍ଯ୍ୟ କରିବା ପାଇଁ ସେ ମିଳିତ ଶ୍ରୀ ଗଣେଶ ପୂଜା…
-
ଢେଙ୍କାନାଳ ସହର ରେ ନୁର୍ତନ ଢାଞ୍ଚା ରେ ସଚେତନନାଗରିକଫୋରମ ପକ୍ଷରୁ ଡିସିସି ପ୍ଲେ ସ୍କୁଲ ରେ କୁନି କୁନି ପିଲାମାନଙ୍କ ଦ୍ୱାରା ଗୁରୁଦିବସ ଓ ଜନ୍ମାଷ୍ଟମୀ ଉତ୍ସବ ପାଳନ
*ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ଆନୁକୁଲ୍ୟରେ ଢେଙ୍କାନାଳ ଠାରେ ଗଢ଼ିଉଠିଥିବା DCC play Schhol ରେ କୁନି କୁନି ପିଲାମାନଙ୍କ ଦ୍ୱାରା ଗୁରୁଦିବସ ଏବଂ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଅଛି । ଏହି ପର୍ବ ପାଇଁ କୁନି କୁନି ପିଲାମାନେ ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା କୁ ସମ୍ମାନ ଦେଇ ରାଧା ଏବଂ କୃଷ୍ଣ ବେଶରେ ସୁସଜ୍ଜିତ ହୋଇ ବିଦ୍ୟାଳୟ ପରିସରରେ ଗୁରୁଦିବସ ସଙ୍ଗେ ଜନ୍ମାଷ୍ଟମୀ ମଧ୍ୟ ପାଳନ କରିଥିଲେ l ପ୍ରକାଶ ଥାଉ କି…
-
ଗାଡ଼ି ଚଢ଼ାଇ ଯୁବକଙ୍କୁ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର
ଢ଼େଙ୍କାନାଳ: ଗାଡ଼ି ଚଢ଼ାଇ ଯୁବକଙ୍କୁ ମାରିବାକୁ ଉଦ୍ୟମ । ବାଇକ୍ରେ ଯାଉଥିବା ପଛରୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ ଫଳରେ ଗୁରୁତର ହୋଇପଡ଼ିଛନ୍ତି ଜଣେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛ କପିଳାଶ ରାସ୍ତା ଝରଣ ଛକଠାରେ। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି। ଯୁବକ ଜଣଙ୍କ ସଦର ଥାନା ଅନ୍ତର୍ଗତ କାଇମାଟି ପଞ୍ଚାୟତର କନ୍ଧପଡା ଗ୍ରାମର ଜ୍ୟୋତିରଞ୍ଜନ ମହାଳିକ ।ଅନୁଯାୟୀ, ଜ୍ୟୋତି ରଞ୍ଜନଙ୍କ ଗ୍ରାମର ବିକାଶ ଦାସଙ୍କ ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବରୁ…
-
ଶତାୟୁ ବିବି ହାଇସ୍କୁଲ, ଢେଙ୍କାନାଳ ର ଜିଲ୍ଲା ସ୍ତରରେ ମଞ୍ଚସ୍ଥ ଦୁଇଟି ନାଟକ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ
ଶତାୟୁ ବି. ବି. ହାଇସ୍କୁଲ୍, ଢେଙ୍କାନାଳର ଜିଲ୍ଲା ସ୍ତରରେ ମଞ୍ଚସ୍ଥ ଦୁଇଟି ନାଟକ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ ଢେଙ୍କାନାଳ: ତା.୦୪.୦୯.୨୦୨୩ ରିଖ : ନିକଟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଢେଙ୍କାନାଳ ଆନୁକୁଲ୍ୟରେ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ,ଢେଙ୍କାନାଳ ଜିଲ୍ଲା ସ୍କୁଲ ସ୍ତରୀୟ (ସ୍କିଟ୍ )ବ୍ୟଙ୍ଗ ନାଟକ ପ୍ରତିଯୋଗିତା -୨୦୨୩ ରେ ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ୦୮ ଜଣ ଛାତ୍ରୀ – ଛାତ୍ରମାନଙ୍କ ଦ୍ଵାରା ସଫଳ ପ୍ରଦର୍ଶିତ, ଲିଗାଲ…
-
*ରେଳ ଅଧିକାରୀଙ୍କ ନାଁରେ ସିବିଆଇ ମାମଲା…**- IRFCର ପୂର୍ବତନ CMD ଅମିତାଭ ବାନାର୍ଜୀଙ୍କ ନାଁରେ ସିବିଆଇ ମାମଲା**- IRFC ପାଣ୍ଠିରୁ ସୁନା ହଡ଼ପ ଅଭିଯୋଗରେ ମାମଲା ରୁଜୁ କଲା ସିବିଆଇ* *- IRFC- ଭାରତୀୟ ରେଳବାଇ ଅର୍ଥ ନିଗମ*
ରେଳ ଅଧିକାରୀଙ୍କ ନାଁରେ ସିବିଆଇ ମାମଲା…* *- IRFCର ପୂର୍ବତନ CMD ଅମିତାଭ ବାନାର୍ଜୀଙ୍କ ନାଁରେ ସିବିଆଇ ମାମଲା**- IRFC ପାଣ୍ଠିରୁ ସୁନା ହଡ଼ପ ଅଭିଯୋଗରେ ମାମଲା ରୁଜୁ କଲା ସିବିଆଇ*
-
ଶତାୟୁ ବିବି ହାଇସ୍କୁଲ, ଢେଙ୍କାନାଳ ର ଜିଲ୍ଲା ସ୍ତରରେ ମଞ୍ଚସ୍ଥ ଦୁଇଟି ନାଟକ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ
-
ଢେଙ୍କାନାଳ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନ୍ ତରଫରୁ ବେଲଟ୍ ଟେଷ୍ଟ କାର୍ଯ୍ୟକ୍ରମ ଆୟୋଜିତ
-
ରାଜରାସ୍ତାରେ ଅଳିଆ ପକାଇ ରାସ୍ତାରୋକ କଲେ ହକି ଖେଳାଳି
ଢ଼େଙ୍କାନାଳ: ସ୍ୱାୟତ୍ତ ଶାସନ ଦିବସ ଅବସରରେ ଢେଙ୍କାନାଳର ମିନିଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିଲା ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ l କାର୍ଯ୍ୟକ୍ରମ ସାରିବା ପରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କ ଆରମ୍ଭ ହୋଇଥିଲା ନାଚ ଗୀତ ସହ ମଦ ପିଆ l ମାଳ ମାଳ ଅଳିଆ ଓ ମଦ ବୋତଲ ପକାଇ ଷ୍ଟାଡିୟମ ସଫେଇ କରିବା ଭୁଲିଯାଇଛନ୍ତି ପୌରକର୍ମଚାରୀ l ଫଳରେ ରାଜରାସ୍ତାକୁ ଓଲ୍ହାଇ ଧାରଣାରେ ବସିଛନ୍ତି ହକି ଖେଳାଳି ।ବାର ମାସରେ ୨୫ ପର୍ବ ପରି…